ଗଡ଼ିବନି ବ୍ରହ୍ମ ତାଳଧ୍ୱଜ ରଥ
କେନ୍ଦ୍ରାପଡ଼ା,୨୩।୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଇଚ୍ଛାପୁର ରଥଦାଣ୍ଡରେ ଗଡିବନି । ରଥଯାତ୍ରା ପାଇଁ ରଥ ନିର୍ମାଣ ସରିଥିଲେ ମଧ୍ୟ କପଡା ଘୋଡଣିକୁ ବନ୍ଦ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ…
ଡକାୟତି ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ସହ ଦୁଇ ଗାଡ଼ି ଜବତ, ୪ ଗିରଫ
ପଟ୍ଟାମୁଣ୍ଡାଇ,୨୨ା୬(ସ୍ବ.ପ୍ର.) : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବନ୍ୟା ଅଞ୍ଚଳ ତରାଡ଼ିପାଳ ପଞ୍ଚାୟତ ଗୋପାଳପୁର ଛକରୁ ରବିବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରୁଥିବା ବେଳେ ଚଉଦକୁଲାଟ ଫାଣ୍ଡି ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଚଢ଼ାଉ ବେଳେ ଆଉ ଦୁଇ…
କେନ୍ଦ୍ରାପଡ଼ା ଜିଲାରେ କରୋନା ପଜିଟିଭ୍ ସଂଖ୍ୟା ୨୦୦ ଟପିଲା: ୨୦ ଦିନରେ ୧୦୦ ଆକ୍ରାନ୍ତ ଚିହ୍ନଟ
କେନ୍ଦ୍ରାପଡା ଅଫିସ,୨୧ା୬: କେନ୍ଦ୍ରାପଡା ଜିଲାରେ ରବିବାର ୫ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚିଛି। ଅପ୍ରେଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ୧୦୦ ଟପିବା ପାଇଁ…
ମହାନଦୀ ପାରି ହେବାବେଳେ ବୁଡି ଗଲା ଡଙ୍ଗା: ପହଁରି ପହଁରି କୂଳରେ ଲାଗିଲେ ଶ୍ରମିକ
ମହାକାଳପଡା,୧୯।୬(ଡି.ଏନ୍.ଏ)-କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ରାମନଗର ପିତାପାଟ ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମହାନଦୀ ପାରି ହୋଇ ପାରାଦୀପକୁ କାମ କରିବାକୁ ଯାଉଥିବାବେଳେ ଏକ ଡଙ୍ଗା ବୁଡି ଯାଇଛି। ଫଳରେ ଉକ୍ତ ଡଙ୍ଗାରେ ଥିବା ୫ଜଣ ଶ୍ରମିକ ଅଳ୍ପକେ…
ଅଧାଗଢ଼ା ରହିଗଲା ବ୍ରହ୍ମତାଳଧ୍ୱଜ ରଥ: ଝୁଲଣ ଘରେ ମାଉସୀମା’ ଆଡ଼ପ ମଣ୍ଡପ
କେନ୍ଦ୍ରାପଡ଼ା ଅଫିସ,୧୯ା୬: କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରଠାରେ ପ୍ରସ୍ତୁତ ହେଉଥିବା ବ୍ରହ୍ମତାଳଧ୍ୱଜ ରଥ ଅଧାଗଢ଼ା ହୋଇ ରହିଗଲା। ଚଳିତବର୍ଷ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ରଥରେ ବସି ପାରିବେନି। ଜିଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ଶ୍ରୀଜୀଉଙ୍କ ଟ୍ରଷ୍ଟ ବୋର୍ଡକୁ ନିର୍ଦ୍ଦେଶନାମା…
ଚାଇନାର ହୀନ ଆକ୍ରମଣକୁ ଦୃଢ଼ ନିନ୍ଦା
ପଟ୍ଟାମୁଣ୍ଡାଇ,୧୮ା୬(ସ୍ବ.ପ୍ର.) : ପଟ୍ଟାମୁଣ୍ଡାଇ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଭାରତ ଉପରେ ଚାଇନାର ହୀନ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଏନେଇ ଗୁରୁବାର ମଧ୍ୟାହ୍ନରେ ଏଥିରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାଇଁ ପଟ୍ଟାମୁଣ୍ଡାଇ ଡାକବଙ୍ଗଳା…
ଓ୍ବାର୍ଡ ସଭ୍ୟାଙ୍କୁ ମାଡ଼ ମାରିବା ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରତିବାଦରେ ବ୍ଲକ ସମ୍ମୁଖରେ ଧାରଣା
ପଟ୍ଟାମୁଣ୍ଡାଇ,୧୮ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ପଞ୍ଚାୟତର ୧ ନମ୍ବର ଓ୍ବାର୍ଡସଭ୍ୟା ପଦ୍ମାବତୀ ମଳିକଙ୍କୁ ସରପଞ୍ଚଙ୍କ ସ୍ବାମୀ ପ୍ରଶାନ୍ତ ମଳିକ ମେ’ ୨୯ରେ ମାଡ଼ ମାରିଥିଲେ । ଏଥିନେଇ ପଦ୍ମାବତୀ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ। ସେହିପରି ଜନୈକା ବୃଦ୍ଧା…
ଚିନ୍ତା ବଢ଼ାଉଛନ୍ତି ଝିଣ୍ଟିକା ପ୍ରଜାତିର କୀଟ: ପଙ୍ଗପାଳ ସନ୍ଦେହରେ ସ୍ଥାନୀୟ ବାସିନ୍ଦା ଭୟଭୀତ
ମହାକାଳପଡ଼ା,୧୭ା୬(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ ପାର୍ଶ୍ୱବର୍ତ୍ତୀ ପିତାପାଟ ଗାଁର ବିଭିନ୍ନ ଗଛରେ ଝିଣ୍ଟିକା ପ୍ରଜାତିର କୀଟଗୁଡ଼ିକ ଗଛପତ୍ର ଖାଇ ନଷ୍ଟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି କୀଟ ପଙ୍ଗପାଳ ବୋଲି ଲୋକେ…
ଗାଧୋଇବା ବେଳେ ଟିକ୍ଟକ୍ ଭିଡିଓ କରିବା ହେଲା କାଳ: ବାହ୍ମଣୀରେ ବୁଡ଼ିଗଲେ ଯୁବକ
ପଟ୍ଟାମୁଣ୍ଡାଇ,୧୬ା୬(ସ୍ବ.ପ୍ର.)- ଗାଧୋଉଥିବା ବେଳେ ମୋବାଇଲେ ଟିକଟକ୍ ଭିଡିଓ କରିବା କାଳ ହୋଇଛି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ଅନ୍ତର୍ଗତ ନାହିଆଦିଆ ଗ୍ରାମରେ ଏଭଳି ଘଟଣା ଘଟିଛି। ସେଠାରେ ଥିବା ବାହ୍ମଣୀ ନଦୀରେ ବୁଡ଼ିି ଜଣେ ୨୫ ବର୍ଷୀୟ ଯୁବକଙ୍କ…
କେନ୍ଦ୍ରାପଡାରେ ୯ କରୋନା ଆକ୍ରାନ୍ତ ଚିହ୍ନଟ
କେନ୍ଦ୍ରାପଡା ଅଫିସ, ୧୬।୬- କେନ୍ଦ୍ରାପଡା ଜିଲାରେ ମଙ୍ଗଳବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛିା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିକଟରେ ସଂଗରୋଧ କେନ୍ଦ୍ରରୁ ଯାଇ ନିଜ ଘରେ ଥିବା…
ବର୍ଷା ଆରମ୍ଭ, ୮୮୬ ରାସ୍ତା କଦର୍ଯ୍ୟ
କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ବହୁ ରାସ୍ତା ବେହାଲ ହୋଇଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏମ୍ଜିଏନ୍ଆର୍ଇଜିଏସ୍ରେ ୪୩୦ଟି ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀପ୍ରାପ୍ତ ହୋଇଥିଲା। ତେବେ ଏଥିରୁ…
ଯୁବକଙ୍କ ଉନ୍ମତକାଣ୍ଡ: ପେଟ୍ରୋଲ ବୋମା ଫିଙ୍ଗି ଜାଳିଦେଲେ ହାଇୱା
ଆଳି, ୧୩।୬(ଡି.ଏନ୍.ଏ.): ଆଳି ଦେମାଳ ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି l ଭୋର ୫ଟାରେ ଯୁବକ ଜଣକ ପେଟ୍ରୋଲ ବୋମା ଫିଙ୍ଗି ଚିପ୍ସ ବୋଝେଇ ହାଇୱାକୁ ଜାଳି ଦେଇଛନ୍ତି। ଏଥିସହ ବାଲେଶ୍ୱରରୁ ମାଛ ପାଇଁ ଆସୁଥିବା ଦୁଇଟି…
Archives


