କେନ୍ଦ୍ରାପଡ଼ା

ଧାନ ଫସଲରେ ମାଟିଆ ପୋକ, ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୫ା୧୦: ଚଳିତବର୍ଷର ଲଗାଣ ବର୍ଷା, ବନ୍ୟା ପରେ ସାର ଓ ରାସାୟନିକ ଔଷଧର ଅଭାବ ଚିନ୍ତାର କାରଣ ସାଜିଛି। ଧାନ ଫସଲରେ ମାଟିଆ ପୋକ ଯୋଗୁ ଗଛଗୁଡିକ ନଷ୍ଟ ହୋଇଯାଉଛି। ଫଳରେ ଜିଲାର ୮ ବ୍ଲକ ଅଞ୍ଚଳର ଖରିଫ…

ନୋଟିସ ବଦଳରେ ନୋଟିସ

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦: ଗତ ୧୮ ତାରିଖରେ ଜାରି ହୋଇଥିବା ଦୁଇ ନୋଟିସ ଏବେ ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦକୁ ଅଧିକ ରୋଚକ କରିଛି । ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ଆଡ଼କୁ ଗତି କରୁଥିବାରୁ ଜିଲା ପ୍ରଶାସନ ଆକ୍ରୋଶମୂଳକ…

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା କୁମ୍ଭୀର ଛୁଆ

କେନ୍ଦ୍ରାପଡା ଅଫିସ,୨୨।୧୦: ଡେରାବିଶ ବ୍ଲକ ଛୋଟୀ ଗ୍ରାମ ନିକଟ ବିରୂପା ନଦୀରୁ ଏକ କୁମ୍ଭୀର ଶାବକ ଶୁକ୍ରବାର ଉଦ୍ଧାର ହୋଇଛି । ଏହି କୁମ୍ଭୀରକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଛୋଟୀ ଗ୍ରାମର କେତେକ ଯୁବକ ମାଛ ଧରିବା ପାଇଁ…

ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର

ମହାକାଳପଡ଼ା, ୨୦।୧୦(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନିଷିଦ୍ଧାଞ୍ଚଳରେ ବେଆଇନ ମାଛ ଧରା ଟ୍ରଲର ମାଳ ମାଳ ଦେଖିବାକୁ ମିଳିଛି। ଏମାନେ ସନ୍ଧ୍ୟା ବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ପ୍ରବେଶ କରି ପ୍ରଚୁର ମାଛ ଧରି ସକାଳ ସୁଦ୍ଧା ଲଙ୍ଗର…

ପେଟ ପାଇଁ ଜୀବନ ବିପଦମୁହାଁ

ମହାକାଳପଡ଼ା, ୧୮ା୧୦ (ଡି.ଏନ୍‌.ଏ.): ପାରାଦୀପ ବନ୍ଦରକୁ ଟ୍ରେନ୍‌ ଯୋଗେ କୋଇଲା ଆସିଥାଏ। ପରେ ଏହି କୋଇଲାକୁ ବିଦେଶକୁ ରପ୍ତାନି ହେଉଥିବା ଜାହାଜରେ ଭର୍ତ୍ତି ସମୟରେ ଗୁଣ୍ଡସବୁ ବର୍ଷା ପାଣିରେ ଗଡି ଗଡି ନିକଟ ନଦୀଜଳରେ ମିଶି ସମୁଦ୍ରକୁ ବୋହି ଯାଇଥାଏ। ପେଟ…

ଭିତରକନିକା ଦେଇ କୋଇଲା ଚାଲାଣ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୦: ବନ୍ୟ ଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା…

୯୦ ପ୍ରତିଶତ କମିଛି ନଳିତା ଚାଷ

କେନ୍ଦ୍ରାପଡ଼ା ଅଫିସ,୧୩।୧୦: କେନ୍ଦ୍ରାପଡ଼ା ଜିଲାକୁ ଶିଳ୍ପବିହୀନ ଜିଲା ଭାବେ ଗଣାଯାଏ । ଏଠାରେ ଖଣି ନ ଥିଲେ ମଧ୍ୟ କୃଷିଭିିତ୍ତିକ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି । ଏକଦା ଝୋଟ ଉତ୍ପାଦନ କ୍ଷେତ୍ରରେ ଏହି ଜିଲା ସୁନାମ ଆଣିଥିଲା ।…

ବିଷାକ୍ତ ଧୂଳି, ଧୂଆଁର ଭୟ

କେନ୍ଦ୍ରାପଡ଼ା ଅଫିସ,୧୧ା୧୦: ମହାନଦୀର ଦୁଇପାର୍ଶ୍ୱରେ ୨ଟି ଜିଲା। ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଅପରପାର୍ଶ୍ୱରେ ଜଗତ୍‌ସିଂହପୁର। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ଅବସ୍ଥାରେ ଅଛି। ହେଲେ ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଛି। ଏହି…

ଆଶାୟୀଙ୍କ ମଧ୍ୟରେ ହେଲାଣି ହଲ୍‌ଚଲ

କେନ୍ଦ୍ରାପଡ଼ା ଅଫିସ,୯।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସ୍ଥାନ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ ଜିଲାର ୩,୬୯୮ ୱାର୍ଡ ସଭ୍ୟ, ୨୪୯ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ,…

ଆମ ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦ୍ରାପଡ଼ା ଅଫିସ,୮।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ରକ୍ରିୟାକୁ ଆକଳନ କଲେ ଆସନ୍ତାବର୍ଷ ଫେବୃୟାରୀରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସଙ୍ଗଠନକୁ ମଜଭୁତ ପାଇଁ ରଣକୌଶଳ ଆରମ୍ଭ ହୋଇଛି। କରୋନା…

ହାଇଦରଙ୍କ ପୁଅଙ୍କୁ ଆଜୀବନ ଜେଲ୍‌

କେନ୍ଦ୍ରାପଡା ଅଫିସ୍‌,୪।୧୦: ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ହାଇଦରର ବଡ଼ ପୁଅ ସେକ କାଦିରଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। କେନ୍ଦ୍ରାପଡା ଜିଲା ଦୌରା ଜଜ ଏକ ଶୁଣାଣି କରି ଏହି ଦଣ୍ଡ ଦେଇଛନ୍ତି॥ ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର…

ମଦନପୁର କଟ୍‌ ହେଲେ ବନ୍ୟା ନିୟନ୍ତ୍ରଣ ହେବ

ପଟ୍ଟାମୁଣ୍ଡାଇ, ୪ା୧୦(ସ୍ବ.ପ୍ର.): ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାକୁ ଭିତରକନିକା ଜାତୀୟ ଉଦ୍ୟାନ ଦେଶ, ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ବଳଦେବ ଜୀଉ ପାୱାର ଲୁମ୍‌ ନିଜର ସତ୍ତା ହଜାଇଛି। ଏକଦା ବିଜୁବାବୁଙ୍କୁ ରାଜନୀତିରେ ଜୀବନ୍ୟାସ ଦେଇଥିବା ରାଜନଗର ନିର୍ବାଚନମଣ୍ଡଳୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?