ମହାକାଳପଡ଼ା ଦେଇ ଯିବ ଗ୍ରୀନ୍ଫିଲ୍ଡ ରାଜପଥ
ମହାକାଳପଡ଼ା,୮ା୮ (ଡି.ଏନ୍. ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ଦେଇ ନିର୍ମାଣ ହେବ ଗ୍ରୀନ ଫିଲ୍ଡ ରାଜପଥ। ଏହି ରାଜପଥ ନିର୍ମାଣ ହେଲେ ସମୁଦ୍ର ଉପକୂଳ ଅଞ୍ଚଳ ପଶ୍ଚିମବଙ୍ଗର କୋଲକାତା ପର୍ଯ୍ୟନ୍ତ ପରିବହନ, ଗମନାଗମନ ସୁଦୃଢ ହେବ ବୋଲି ବୁଦ୍ଧିଜୀବୀ…
ମାଳ ମାଳ ଅଭିଯୋଗ, ଲୋକଙ୍କୁ ମିଳୁନି ନ୍ୟାୟ
ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲକୁ ମାଳ ମାଳ ଅଭିଯୋଗ ଆସୁଛି, ହେଲେ ସମାଧାନ ହେଉନି। ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଜନସାଧାରଣ। ଏମିତି କି ବରିଷ୍ଠ ନାଗରିକମାନଙ୍କ କଥା ବିଭାଗୀୟ ଅଧିକାରୀମାନେ ଶୁଣୁନାହାନ୍ତି। ନ୍ୟାୟ ପାଇଁ ତହସିଲକୁ ଦୌଡି…
ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି
ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି। ଏପରି ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ…
ଲୋକାର୍ପଣ ପରେ କେନାଲ ଶୁଖିଲା
କେନ୍ଦ୍ରାପଡ଼ା ଅଫିସ,୮ା୮: ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଗତ ମେ ୧୮ରେ ଉଦ୍ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି କେନାଲରେ ଖରିଫ ଚାଷ ପାଇଁ ପାଣି ଯୋଗାଇ…
ଆଧାର ନ ଥିବାରୁ ଭତ୍ତାରୁ ବଞ୍ଚିତ୍ତ ବେଲ
ଡେରାବିଶ,୭।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଇନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ନାନକାର ଗ୍ରାମର ୭୨ ବର୍ଷିୟା ବିଧବା ମହିଳା ଭତ୍ତାରୁ ବଞ୍ଚିତ୍ତ ହୋଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି ା ଏହି ବୃଦ୍ଧା ହେଲେ ନାନକାର ବାଲିସାହିର ଦର୍ଶନୀ କାଣ୍ଡିଙ୍କ ସ୍ତ୍ରୀ…
ସବୁଠି ଓଡ଼ିଆ ପାଣିପାଇପ୍ ମିସ୍ତ୍ରିଙ୍କ ଚାହିଦା
କେନ୍ଦ୍ରାପଡ଼ା ଅଫିସ, ୭।୮: କେନ୍ଦ୍ରାପଡା ଜିଲାରେ ପାଣିପାଇପ୍ ମିସ୍ତ୍ରିଙ୍କ ସଂଖ୍ୟା ସର୍ବାଧିକ । ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ଦେଶ ବିଦେଶରେ ଅଛନ୍ତି । ଦି ଇଣ୍ଡିଆନ ପ୍ଲମ୍ବିଂ ସ୍କିଲ୍ କାଉନସିଲର ସର୍ଭେ ଅନୁଯାୟୀ ଦେଶରେ କାର୍ଯ୍ୟରତ ପାଣିପାଇପ୍ ମିସ୍ତ୍ରିଙ୍କ…
ପଟ୍ଟାମୁଣ୍ଡାଇ ବାଇପାସ ଛକରେ ସ୍ପିଡ୍ ବ୍ରେକର ପାଇଁ ଦାବି
ପଟ୍ଟାମୁଣ୍ଡାଇ, ୬।୮(ସ୍ବ.ପ୍ର.): କଟକ-ଚାନ୍ଦବାଲି ରାସ୍ତା ରାଜ୍ୟ ରାଜପଥର ମାନ୍ୟତା ପାଇଥିବାରୁ ଏହା ବ୍ୟସ୍ତ ବହୁଳରେ ପରିଣତ ହୋଇଛି। ଏହି ରାସ୍ତା ଉପରେ କଟକ-ଚୌଦ୍ୱାର, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ରାଜନଗର, ଆଳି ଓ ଚାନ୍ଦବାଲି ଆଦି ୮ଟି ନିର୍ବାଚନମଣ୍ଡଳୀର ଲୋକ ନିର୍ଭର…
ବଢ଼ୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି
କେନ୍ଦ୍ରାପଡ଼ା ଅଫିସ, ୬।୮: ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଷ୍ଟଲ୍, ଦୋକାନରେ ଭଳିକି ଭଳି ରଙ୍ଗ ବେରଙ୍ଗ ମିଠା ସହ ଅନ୍ୟ ଖାଦ୍ୟ ସଜା ଯାଉଛି। ଯେଭଳି ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବ। ତେବେ ଏହି ରଙ୍ଗଦିଆ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ…
ବର୍ଷା ନାହିଁ କି କେନାଲରେ ପାଣି ଆସୁନି
ଡେରାବିଶ,୫ା୮(ସ୍ବ.ପ୍ର.): ଶ୍ରାବଣ ମାସ ଶେଷହେବାକୁ ବସିଲାଣି। ବର୍ଷା ନାହିଁ କି କେନାଲରେ ପାଣି ଛଡ଼ାଯାଇନାହିଁ। ଏ ନେଇ ଡେରାବିଶ ବ୍ଲକ ଅଧୀନ ୪ଟି ପଞ୍ଚାୟତର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କେନ୍ଦ୍ରାପଡ଼ା ମୁଖ୍ୟ କେନାଲରୁ ଆସିଥିବା ୮ନଂ. ଶାଖା କେନାଲ ଉପରେ…
ବଗପାଟିଆ କଲୋନୀରେ ୨୪୭ ପରିବାର ଥଇଥାନ ପାଇଁ ଜମି ଚିହ୍ନଟ
ରାଜନଗର,୫ା୮(ଡି.ଏନ.ଏ.): ବଙ୍ଗୋପସାଗର ଆଁ ମୁହଁରେ ଥିବା ରାଜନଗର ବ୍ଲକ ସାତଭାୟାର ୫୭୧ ପରିବାରକୁ ବଗପାଟିଆଠାରେ କଲୋନୀରେ ଥଇଥାନ କରାଯାଇଛି। ଅନ୍ୟପକ୍ଷେ ୨୪୭ ପରିବାର ଏବେବି ଥଇଥାନ ଅପେକ୍ଷାରେ ରହିଥିଲେ। ସାତଭାୟା ପଞ୍ଚାୟତର କାନପୁରର ୬୬ ପରିବାରକୁ ୧୦ନଂ. ରୁ ୧୯ ନଂ.…
ଛାତ୍ରୀଛାତ୍ରଙ୍କ କାନ୍ଧରେ ବସ୍ତାନି ବୋଝ
ମହାକାଳପଡ଼ା,୫ା୮(ଡି.ଏନ୍.ଏ.): ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ ମେରେ ଏକ ଡିଭିଜନ ବେଞ୍ଚ ରାୟରେ ଉଲ୍ଲେଖ ଥିଲା ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ବସ୍ତାନି ବୋଝ କମାଇବାକୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଥିଲା। ଏହି ଆଦେଶରେ ଅନ୍ୟ ଏକ ଦିଗ ଥିଲା ପିଲାମାନଙ୍କ କାନ୍ଧରେ ଅଧିକ ବହି…
ଜୀବନ ବଞ୍ଚିବ, ଜୀବିକା ଚାଲିଗଲା
କେନ୍ଦ୍ରାପଡ଼ା ଅଫିସ,୫।୮: ଜୀବନ ରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଦୀ ସଂଘର୍ଷର ଅବସାନ ଘଟିଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ଶେଷ ୧୪୮ ପରିବାର ସହ ଚାରିଘରିଆ ଗ୍ରାମର ୯୯ ପରିବାରଙ୍କୁ ବଗପାଟିଆରେ ଘର ପାଇଁ ସରକାରୀ ଜମି ମିଳିଛି।…
Archives


