ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ପାଇଁ ମିଳୁନି ସ୍ଲଟ୍
କେନ୍ଦ୍ରାପଡ଼ା ଅଫିସ,୨୬ା୯: ଆସନ୍ତା ଅକ୍ଟୋବରଠାରୁ ରାସ୍ତାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ର ତନଖି ହେବ। ଅନୁମୋଦିତ ନମ୍ବର ପ୍ଲେଟ ନ ଥିଲେ ଗାଡି ମାଲିକ ମୋଟା ଅଙ୍କରେ ଜରିମାନା ଗଣିବେ। ହାତଗଣତି ଦିନ ଅବଧି ଥିବାରୁ ଗାଡି ମାଲିକ ଜରିମାନାରୁ ମୁକୁଳିବା…
ରାଶନ ପାଇଁ ବିଡିଓଙ୍କ ଗୋଡ଼ ଧରିଲେ ବୃଦ୍ଧ
ରାଜକନିକା, ୨୫।୯(ଡି.ଏନ୍.ଏ.): ରାଜକନିକା ବ୍ଲକ ଅଫିସ୍ରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାଶନ କାର୍ଡରୁ ନାମ କଟିଯାଇଥିବାରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ବିଡିଓଙ୍କ ଗୋଡ଼ ଧରିବା ଦେଖିବାକୁ ମିଳିଛି। ରାଜନୈତିକ ଦଳ ଭିତ୍ତିରେ ରାଶନ କାର୍ଡରୁ ନାମ…
ବିପଦରେ ବହୁରୂପୀ ଏଣ୍ଡୁଅ ବଂଶ
ମହାକାଳପଡ଼ା, ୨୪ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ କଜଳପାତିଆ ଲୁଣା ଜଙ୍ଗଲରେ ପ୍ରଚୁର ପରିମାଣରେ ବହୁରୂପୀ ଏଣ୍ଡୁଅ (ଚାମେଲିୟନ ପ୍ରଜାତି) ଦେଖିବାକୁ ମିଳେ। ଏହି ବହୁରୂପୀ ଏଣ୍ଡୁଅ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ହେଲେ ବଂଶ…
ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ
କେନ୍ଦ୍ରାପଡ଼ା ଅଫିସ, ୨୪ା୯: ଜୈବବିବିଧତା ଭରା ଜାତୀୟଉଦ୍ୟାନ ଭିତରକନିକା ଏବେ ନିଜର ମାନ ହରାଉଛି। ତଟକ୍ଷୟ, ଜଙ୍ଗଲ ଜମି ସମସ୍ୟା ଥିବା ବେଳେ ସାମୁଦ୍ରିକ ଓ ଆଭ୍ୟନ୍ତର ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଉପରେ ମାଛ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ମହାକାଳପଡ଼ା…
ନିର୍ଯାତନା, ମୃତ୍ୟୁର ସାମ୍ନା କରୁଛନ୍ତି ପ୍ରବାସୀ ଶ୍ରମିକ
କେନ୍ଦ୍ରାପଡ଼ା ଅଫିସ, ୨୩ା୯: ଦାଦନ ଶ୍ରମିକ ଯନ୍ତ୍ରଣା କେନ୍ଦ୍ରାପଡ଼ା ଜିଲାରେ ବଢ଼ି ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ନଜରକୁ ଆସିଥିବା ଦୁଇଟି ଘଟଣା ଏବେ ପ୍ରବାସମାନଙ୍କ ଜୀବନ ସଂଘର୍ଷ କାହାଣୀକୁ ସ୍ଥାନୀୟ ଅଞ୍ଚଳରେ ଉଜାଗର କରିଛି। ମହାକାଳପଡ଼ା ବ୍ଲକ କୁମ୍ଭାରପଡ଼ା ଗ୍ରାମର…
ଅବଧି ଶେଷ, ହେଲାନି ରାସ୍ତା କାମ
ଡେରାବିଶ, ୨୩ା୯(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ କଟକ-ଚାନ୍ଦବାଲି ରାସ୍ତାର ଅନୁଆପଡ଼ା ଛକଠାରୁ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗିରିଗୋଲା ଯାଏ ରାସ୍ତାଟି ବ୍ଲକ ଅଞ୍ଚଳର ଅନ୍ୟତମ ମୁଖ୍ୟ ରାସ୍ତା। ୭ କି.ମି.ରୁ ଊର୍ଦ୍ଧ୍ୱ ଏହି ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଦାବି…
ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ
କେନ୍ଦ୍ରାପଡ଼ା ଅଫିସ, ୨୨ା୯: ମଣିଷ ପାଇଁ ବିଶୁଦ୍ଧ ଜଳ ଆବଶ୍ୟକ । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ତପତ୍ର ଅଛନ୍ତି। ହର ଘର ପାନି, ବସୁଧା, ଜଳ ଜୀବନ ମିଶନ ଆଦି ଯୋଜନା ପ୍ରଣୟନ କରାଯାଇ ପାନୀୟ ଜଳ ସଙ୍କଟର…
ପଟ୍ଟାମୁଣ୍ଡାଇରେ ବୃଦ୍ଧି ପାଉଛି ନକଲି ଔଷଧ କାରବାର
ପଟ୍ଟାମୁଣ୍ଡାଇ,୨୨ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକ ପ୍ରକାର ନୀରବତା ଅବଲମ୍ବନ କରିଛନ୍ତି। ଏହି ବିଭାଗ ସମ୍ପ୍ରତି ଅସାଧୁ ଔଷଧ ବ୍ୟବସାୟୀଙ୍କ ପାଖରେ ବନ୍ଧାପଡିଥିବା ଅଭିଯୋଗ ହେଉଛି। କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ନୀରବଦ୍ରଷ୍ଟା…
ପଟ୍ଟାମୁଣ୍ଡାଇ କଲେଜ ଓବିସି ହଷ୍ଟେଲ ଫାଟକରେ ତାଲା
ପଟ୍ଟାମୁଣ୍ଡାଇ,୨୧ା୯(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା ପଡିଛି। ନବନିର୍ମିତ ୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ତାଲା ପଡି ରହିବା…
ଆଦିବାସୀ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ
ମହାକାଳପଡା,୨୧ା୯ (ଡି.ଏନ.ଏ,): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଅଭାବୀ ପରିବାରର ଅର୍ଥ ବାଧକ ଯୋଗୁ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରମାନେ ଉଚ୍ଚତର ଶିକ୍ଷାରୁ…
ବିଷ,ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ
ମହାକାଳପଡ଼ା,୨୦ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନରେ ଦେଶୀୟ ପକ୍ଷୀମାନଙ୍କ କିଚିରମିଚିର କୋଳାହଳ ଶବ୍ଦ ଶୁଣିବାକୁ ମିଳୁଛି। ହେଲେ ଏହି ପକ୍ଷୀମାନେ ବାସସ୍ଥାନର ଗଛଗୁଡିକରେ ବସା ବାନ୍ଧିବାକୁ ଏବେ ଅସୁରକ୍ଷିତ ମଣୁଛନ୍ତି। ସ୍ଥାନୀୟ ଅଞ୍ଚଳର ଶିକାରୀମାନେ ଲୁଚିଛପି ଏହି ପକ୍ଷୀମାନଙ୍କୁ…
ବଢୁଛି ସମସ୍ୟା, ସମାଧାନ ନାହିଁ
କେନ୍ଦ୍ରାପଡ଼ା ଅଫିସ,୨୦ା୯:ସାଧାରଣ ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ତେବେ ବିଭିନ୍ନ ରାଜନୈତିକ ଦଳର ସଙ୍ଗଠନ ମଜଭୁତ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହେଲାଣି ା ବିଜେଡି ସଙ୍ଗଠନ ମଜଭୁତ ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି ା ସେହିପରି କେନ୍ଦ୍ରମନ୍ତ୍ରୀ…
Archives


