ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ପନିପରିବା ନଷ୍ଟ
କେନ୍ଦ୍ରାପଡ଼ା ଅଫିସ, ୧୨ା୧୧: କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଶୀତଳଭଣ୍ଡାର ନାହିଁ। ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଜିଲାରେ ଆଳୁ ମିଶନ ଫେଲ ମାରିଛି। ସେହିପରି ପନିପରିବା ଜିଲାରେ ଚାଷ ହେଉଥିଲେ ମଧ୍ୟ ବର୍ଷର ଅଧିକାଂଶ ସମୟ ବାହାର ରାଜ୍ୟର ବିଷାକ୍ତ ପନିପରିବା…
ମରଣଯନ୍ତା ପାଲଟିଛି ପଟ୍ଟାମୁଣ୍ଡାଇ ଫୁଟ୍ପାଥ୍
ପଟ୍ଟାମୁଣ୍ଡାଇ, ୧୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ବଜାର ରାସ୍ତା ବାଇପାସଠାରୁ ଡାକବଙ୍ଗଳା ପର୍ଯ୍ୟନ୍ତ ଫୁଟ୍ପାଥ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାକୁ ପୁନଃ…
ବୁଡ଼ିଥିବା ଜାହାଜ ଯୋଗୁ ହେଉଛି ବୋଟ୍ ଦୁର୍ଘଟଣା
ମହାକାଳପଡ଼ା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହୁକିଟୋଲା ମୁହାଣ ମୁହଁର ଅନତି ଦୂରରେ ମାଦଳି ନିକଟରେ ଫରାସୀର ଏକ ପଣ୍ୟବାହୀ ଜାହାଜ ଭେଲଦା ୧୮୬୬/୬୭ ମସିହାରେ ବୁଡି ଯାଇଥିଲା। ଏହି ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ…
ଗରଦପୁର ବ୍ଲକରେ ଦୁର୍ନୀତି ଅଭିଯୋଗ
ପାଟକୁରା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ସାଜିଛି। ଉନ୍ନୟନ ଅର୍ଥର ବ୍ୟାପକ ହେରଫେର ହୋଇଛି। ଏପରି ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ…
ପୁଣି ଦବିଲା ଲୁଣା ନଦୀବନ୍ଧ, ୭ ଗାଁରେ ଆତଙ୍କ
ଡେରାବିଶ,୧୧ା୧୧(ସ୍ବ.ପ୍ର.): ଲୁଣା-ଚିତ୍ରୋପତ୍ଳା ଦ୍ୱିପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଞ୍ଚାୟତ ପକ୍ଷୋଟଠାରେ ଗତ ଶୁକ୍ରବାର ରାତିରେ ଲୁଣା ନଦୀବନ୍ଧର ଦକ୍ଷିଣ ପାର୍ଶ୍ୱରେ ୪୦ ଫୁଟ ନଦୀବନ୍ଧ ଦବି ଯାଇଥିଲା। ଗୁରୁବାର ଏହି ନଦୀବନ୍ଧ ଆହୁରି ୨ ଫୁଟ ଦବି ଯିବାରୁ…
ଗ୍ରୀନ୍, ୟେଲୋକୁ ଟପି ଅରେଞ୍ଜ ଜୋନ୍ରେ କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ଅଫିସ,୧୧ା୧୧: କେନ୍ଦ୍ରାପଡ଼ା ଜିଲାରେ ଦିନକୁଦିନ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ବାୟୁ ଗୁଣବତ୍ତା ସୂଚୀର ୨୨୫କୁ ଛୁଇଁ ଏକ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ଜିଲାରେ ଖଣି ନାହିଁ। ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ନ ଥିବା ବେଳେ…
ପରିବେଶର ଶତ୍ରୁ ବେଆଇନ ଇଟାଭାଟି
କେନ୍ଦ୍ରାପଡ଼ା ଅଫିସ,୧୦ା୧୧: ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ଇଟାଭାଟି ବଢ଼ି ଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ମାଟି ଇଟା ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ପରିବେଶର…
ଝିଅ ନ ମିଳିଲେ ଆତ୍ମହତ୍ୟା କରିବାକୁ ମା’ବାପାଙ୍କ ଚେତାବନୀ
ଆଳି,୯ା୧୧ (ଡି.ଏନ. ଏ. ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଯୁବକ ମାସେ ହେବ ଅପହରଣ କରି ନେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ନାବାଳିକାଙ୍କ ପରିବାର ପକ୍ଷରୁ ଯୁବକଙ୍କ ଘର ଉପରେ ଅତର୍କିତ ଆକ୍ରମଣ କରିବା…
କ୍ଷେତକୁ ମିଳୁନି ପାଣି, ବାହାରିପାରୁନି ଧାନ ଥୋଡ଼
ମହାକାଳପଡ଼ା, ୯ା୧୧(ଡି.ଏନ.ଏ.): ଚାଷର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଚାଷୀମାନଙ୍କ ପାଖରେ ଏହିସବୁ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା…
ଟିଣଛପର ଘର ପରେ ସୁକଲାଲ୍ଙ୍କ ମୁହଁରେ ଫୁଟିଲା ହସ
ମହାକାଳପଡ଼ା,୮ା୧୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ବି.ବି. କଲୋନୀ ଗ୍ରାମ ଶ୍ମଶାନ ନିକଟରେ ଦୀର୍ଘ ୪୦ବର୍ଷ ଧରି ଅସହାୟ ବୃଦ୍ଧ ସୁକଲାଲ୍ ଦେବନାଥ (୭୨) ପଲିଥିନ ତଳେ ଜୀବନ ବିତାଉଛନ୍ତି। ଏ ସମ୍ପର୍କରେ ଅଗଷ୍ଟ ୨୬ରେ ‘ଧରିତ୍ରୀ’ରେ ଖବର ପ୍ରକାଶିତ…
୭ ମାସରେ ୯୧୪ ପରିବାରକୁ ୧୦୦ ଦିନର କାମ
କେନ୍ଦ୍ରାପଡ଼ା ଅଫିସ, ୮ା୧୧:ଗ୍ରାମାଞ୍ଚଳ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) ଲାଗୁ ହୋଇଥିଲା। ଏହି ଯୋଜନା କେନ୍ଦ୍ରାପଡ଼ା ଜିଲାରେ ବାଟବଣା ହୋଇଛି। ଜିଲାର ମୋଟ ଜବ୍କାର୍ଡଧାରୀ ୩,୨୯,୬୦୫…
ଟିଏମ୍ସି କେନ୍ଦ୍ରର ସାମଗ୍ରୀ କିଣାରେ ହେରଫେର
ପଟ୍ଟାମୁଣ୍ଡାଇ, ୮ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ୨୦୨୦ ଏପ୍ରିଲ୍ ୬ରେ ଆଳି ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ କଳବଳ ଲଗାଇ ସଂକ୍ରମଣ ରୋକିବାକୁ ସତର୍କତା ସ୍ବରୂପ ଜନତା କର୍ଫ୍ୟୁ, ଲକ୍…
Archives


