କେନ୍ଦ୍ରାପଡ଼ା

ରାମଚଣ୍ଡୀଙ୍କ ଝାମୁ ଯାତ୍ରା ମେଳା ପାଇଁ ପ୍ରସ୍ତୁତି

ମହାକାଳପଡ଼ା,୧୧ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଶକ୍ତି ପୀଠ ଦରିଆ ପାରି ମା’ରାମଚଣ୍ଡୀଙ୍କ ମହାବିଷୁବ ସଂକ୍ରାନ୍ତି ତଥା ଝାମୁ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏହି ଅବସରରେ ମା’ଙ୍କ ପୀଠରେ ୭ ଦିନ ଧରି ମେଳା ପାଇଁ ପ୍ରସ୍ତୁତି ଚାଲିଛି। ଏହି ମେଳାରେ…

ଲୁଣା ତଟବନ୍ଧରେ ପଥର ପ୍ୟାକିଂ ଖସୁଛି

କେନ୍ଦ୍ରାପଡ଼ା ଅଫିସ, ୧୧ା୪: ଗତ ସପ୍ତାହରେ ଜଳସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀବନ୍ଧର ସର୍ବେକ୍ଷଣ ହୋଇଛି । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲାସ୍ତରୀୟ ଅଧିକାରୀଙ୍କ ମିଳିତ ଅନୁଧ୍ୟାନ କରାଯାଇ ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି । ଲୁଣା…

ଉପକୂଳ ଅଞ୍ଚଳରେ ଚାଉଳି କୋଳି ଚାହିଦା ବଢୁଛି

ମହାକାଳପଡ଼ା,୧୦ା୪ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ଚାଉଳି କୋଳିର ଚାହିଦା ବୃଦ୍ଧି ପାଇଛି। ବିଶେଷକରି ଖରାଦିନେ ଏହି କୋଳିକୁ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଖାଇ ଭୋକ ଓ ଶୋଷ ମେଣ୍ଟାଇଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।…

ବାଡ଼ ରହିଛି, ଗଛ ନାହିଁ

ପଟ୍ଟାମୁଣ୍ଡାଇ,୧୦ା୪(ସ୍ବ.ପ୍ର.): ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣକୁ ଗୁରୁତ୍ୱ ଦିଆଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରତିବର୍ଷ ବନୀକରଣ ନାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗଛ ଲଗାଯାଉଛି…

କ୍ୟାଲ୍‌ସିୟମ କାର୍ବାଇଡକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୪: ଆଗକୁ ପଣା ସଂକ୍ରାନ୍ତି ସମେତ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ରମଜାନ ମାସ ଚାଲିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରଚୁର ମାତ୍ରାରେ ଫଳ ବଜାରକୁ ଆସୁଛି। ତେବେ ଏହି ଫଳ ଆମ ପାଇଁ ବିଭିନ୍ନ ରୋଗର କାରଣ…

ଜଳ ସ୍ରୋତ ହ୍ରାସ: ମହାନଦୀ ମଝିରେ ବାଲିପଠା ସୃଷ୍ଟି

ମହାକାଳପଡ଼ା, ୯ା୪(ଡି.ଏନ.ଏ.): କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର ପାରାଦୀପ ମଧ୍ୟଭାଗରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଛି। ମହାକାଳପଡା ବ୍ଲକର ରାମନଗର ଓ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସଂଲଗ୍ନ ପ୍ରବାହିତ ହୋଇଥିବା ମହାନଦୀ ବଙ୍ଗୋସାଗରର ମୁହାଣରେ ମିଶ୍ରଣ ହୋଇଛି।…

ଛଦ୍ମଚାଷୀ ଟାର୍ଗେଟ୍‌ ପୂରଣ କଲେ

ପଟ୍ଟାମୁଣ୍ଡାଇ,୯ା୪(ସ୍ବ.ପ୍ର.): ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ମାର୍ଚ୍ଚ ୩୦ରେ ଶେଷ ହେଇଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ୧୪ଟି ମଣ୍ଡିରୁ ୫୮୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨…

ଜଣ୍ଡିସ୍‌ ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୯ା୪: ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ପ୍ରତ୍ୟହ ଅଭିଯୋଗର ସଂଖ୍ୟା ବଢ଼ୁଛି। ଅପରପକ୍ଷରେ ଜିଲାର ଏବେ…

ସାଇବର ଠକେଇର ଶିକାର ସ୍ତ୍ରୀଙ୍କୁ ତଲାକ୍‌ ଦେଲେ ସ୍ବାମୀ

ଡେରାବିଶ,୮ା୪(ସ୍ବ.ପ୍ର.): ସାଇବର ଠକେଇର ଶିକାର ହୋଇଥିବା ଜଣେ ମହିଳାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ବାବୁରାମପାଟଣା ଗଁାରେ ଏହି ଘଟଣା ଘଟିଛି। ଗଁାର ଶେଖ୍‌ ରାଜିଦଙ୍କ ସ୍ତ୍ରୀ ଜମରୁନ୍‌ ବିବି ସାଇବର…

ଘରୋଇ ବିଦ୍ୟାଳୟ ଆରଟିଇ ନିୟମ ମାନୁନାହାନ୍ତି

ରାଜନଗର,୭ା୪(ଡି.ଏନ.ଏ.): ଶିକ୍ଷା ଅଧିକାର ଆଇନ (ଆରଟିଇ)କୁ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଥିବା କେତେଗୋଟି ଘରୋଇ ବିଦ୍ୟାଳୟ ମାନୁନାହଁାନ୍ତି। ଘରୋଇ ବିଦ୍ୟାଳୟଗୁଡିକରେ ଆର୍ଥତ୍କ ଅନଗ୍ରସର ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାର ନିୟମ ଥିବାବେଳେ ରାଜନଗରର କୌଣସି ଘରୋଇ ବିଦ୍ୟାଳୟ ୧୦ବର୍ଷ ଭିତରେ ଏହାକୁ…

ଅବ୍ୟବସ୍ଥା ଘେରରେ ମା’ ରାମଚଣ୍ଡୀ ପୀଠ

ମହାକାଳପଡ଼ା,୭ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଶକ୍ତିପୀଠ ଦରିଆପାରି ମା’ ରାମଚଣ୍ଡୀଙ୍କ ବିଜେସ୍ଥଳୀ ମହାକାଳପଡ଼ା ବ୍ଲକ ରାମନଗରଠାରେ ଆସନ୍ତା ମହାବିଷୁବ ସଂକ୍ରାନ୍ତିରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେବ। ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀଙ୍କ ଘରକରଣା…

କେନ୍ଦ୍ରାପଡ଼ା କୁଜି ମେଣ୍ଢା ସଂରକ୍ଷଣରେ ଅଣଦେଖା

କେନ୍ଦ୍ରାପଡ଼ା ଅଫିସ,୭ା୪: କେନ୍ଦ୍ରାପଡ଼ା ଜିଲାର କୁଜି ମେଣ୍ଢାଙ୍କୁ ଦ୍ରୁତଗତିରେ ସନ୍ତାନ ଉତ୍ପାଦ କ୍ଷମତା ପାଇଁ ଜାତୀୟସ୍ତରରେ ମାନ୍ୟତା ମିଳିଛି। ଫେକବି ଜିନ୍‌ ଥିବା ଏହି ଗୃହପାଳିତ ପଶୁର ସଂରକ୍ଷଣ ସହ ଉଚ୍ଚତର ଗବେଷଣା ଆବଶ୍ୟକ। କେନ୍ଦ୍ରାପଡ଼ା ମେଣ୍ଢା ଜାତୀୟସ୍ତରରେ ୨୦୧୬ରୁ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?