କେନ୍ଦ୍ରାପଡ଼ା

ହକି ମାସ୍କଟରେ ଓଲି ହସୁଛି, ଗହୀରମଥାରେ ମରୁଛି

ଜଗନ୍ନାଥ ଧଳ କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ପରେ ଏହାର ଡେମୋ କପ କେନ୍ଦ୍ରାପଡ଼ା ଜିଲାକୁ ସୋମବାର ଆସିଛି। ୨ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ସ୍ବାଗତ କରାଯାଇଛି। ଏହି ଅବସରରେ ହକିର ମାସ୍କଟ ଓଲିକୁ…

ନିଷିଦ୍ଧାଞ୍ଚଳରେ ଚାଲିଛି ଟ୍ରଲର, କଇଁଛ ମରୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୧୦ା୧: ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ଦ୍ରୁତଗତିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳର ମାଦଳିରେ ଏକ ଏନ୍‌ଜିଓର ସଦସ୍ୟମାନେ ୨୦ ମୃତ କଇଁଛ ଦେଖିବା ପରେ ବାଲିରେ ରବିବାର ପୋତିଛନ୍ତି। ଅପରପକ୍ଷରେ ନିଷିଦ୍ଧାଞ୍ଚଳରେ ବୋଟ୍‌,…

କ୍ଷେତକୁ ଜଳସେଚନ ଚୁଆ ମେଣ୍ଟାଉଛି

ମହାକାଳପଡ଼ା,୧୦ା୧ (ଡି.ଏନ.ଏ.): ମହାନଦୀର ଜଳସ୍ତର କମୁଥିବାରୁ ସମୁଦ୍ର ଜୁଆର ଲୁଣାପାଣି ନଦୀ ମଧ୍ୟକୁ ଚାଲି ଆସୁଛି। ଫଳରେ ଖରାଦିନିଆ ଡାଳୁଅ ଧାନ କରୁଥିବା ଚାଷୀମାନେ ବାଧ୍ୟହୋଇ ଜମି ନିକଟରେ ଛୁଆକରି ଚାଷଜମିକୁ ଜଳସେଚିତ କରୁଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ରିହାତି ଦରରେ…

୨୦ରୁ ଅଧିକ ମୃତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ପୋତାଗଲା

ମହାକାଳପଡ଼ା,୯ା୧(ଡି.ଏନ.ଏ.): ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମାଦଳି ମୁହାଣ ବାଲୁକା ଶଯ୍ୟାରେ ୨୦ରୁ ଅଧିକ ମୃତ ଅଲିଭ୍‌ ରଡ୍‌ଲେ କଇଁଛଙ୍କୁ ରବିବାର ପୋତାଯାଇଛି। ହିନ୍ଦୁଶାସ୍ତ୍ର ଅନୁଯାୟୀ, କଇଁଛ ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ଅବତାର ଭାବେ ପୂରାଣ ବର୍ଣ୍ଣିତ…

ଜାନୁୟାରୀରୁ କମିଲାଣି ମହାନଦୀ ଜଳ

କେନ୍ଦ୍ରାପଡ଼ା ଅଫିସ,୯ା୧: ଜାନୁୟାରୀ ଆରମ୍ଭରୁ ମହାନଦୀ ଜଳ କମିବା ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲାରେ ଏହି ସିଷ୍ଟମ୍‌ରେ ଥିବା ନଦୀଗୁଡିକ ଶୁଖିଯାଉଛି। ଲୁଣା, ଚିତ୍ରୋପତ୍ଳା, ବିରୂପା, ମହାନଦୀ ଆଦିରେ ପ୍ରବାହିତ ଜଳ କମିବା ଫଳରେ ବହୁ ମୁଖ୍ୟ ଓ ଶାଖା କେନାଲ…

ବ୍ରାହ୍ମଣୀ ନଦୀଶଯ୍ୟାରୁ ବେଆଇନ ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୯ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଉଠାଇ ନେଇ କଷଣଅଣ୍ଟାଠାରେ ନିର୍ମାଣ ହେଉଥିବା କ୍ରିଟିକାଲ କେୟାର ହସ୍ପିଟାଲ କାର୍ଯ୍ୟରେ ଲଗା ଯାଉଛି। ସାଧାରଣ ଲୋକଙ୍କ…

ଭିତରକନିକାରେ ୧,୮୫୨ ବିଦେଶୀ ପକ୍ଷୀ ବଢ଼ିଲେ

ରାଜନଗର,୯ା୧(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖରେ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଆସିଥିବା…

ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ମାଛଚାଷ

କେନ୍ଦ୍ରାପଡା ଅଫିସ, ୮।୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ ା ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ ା ଫଳରେ ଜିଲାର ଯୁବ ମାନବସମ୍ବଳ ବିଦେଶମୁହଁା ହେଉଥିବା ବେଳେ ମହିଳାମାନେ ମାଛଚାଷ ପ୍ରତି ଆଗ୍ରହ…

ଅଶୃଖୋଳାର ପୁନରୁଦ୍ଧାର ହେଉନି, ଜଳ ସଙ୍କଟ ଆଶଙ୍କା

ପାଟକୁରା, ୭ା୧ (ଡି.ଏନ.ଏ.): କଟକ ସଦର, ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଅଶୃଖୋଳା ନାମକ ଏକ ପ୍ରାକୃତିକ ଜଳାଶୟ ପୁରାତନ କାଳରୁ ପ୍ରବାହିତ ହେଉଥିବା ଦେଖାଯାଏ। ପୁରାତନ କାଳରେ ଯେତେବେଳେ ଗଁା ଗଣ୍ଡାରେ କୂଅ, ପୋଖରୀ ଓ ନଳକୂପ…

ଉପାନ୍ତରେ ଓଡ଼ିଆ ଭାଷା ସ୍ଥିତି ସଙ୍କଟ

କେନ୍ଦ୍ରାପଡ଼ା ଅଫିସ, ୭ା୧: ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସ୍ଥିତିକୁ ନେଇ ଗତ ୪ ତାରିଖରେ ଗୃହ କମିଟିର ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟବହାର କମି…

ମଧ୍ୟାହ୍ନଭୋଜନରେ ପୋକ, ଚୁଟି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ। ଘରୋଇ ବିଦ୍ୟାଳୟ ପ୍ରତି ମୋହ ତୁଟାଇ କିପରି ସରକାରୀ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ିବେ, ସେଥିପାଇଁ ତୃଣମୂଳ ସ୍ତରରେ ସରକାର ବିଦ୍ୟାଳୟକୁ ସରସ ସୁନ୍ଦର କରୁଛନ୍ତି। ୫-ଟି ମାଧ୍ୟମରେ…

ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ପର୍ଯ୍ୟଟନ ଋତୁ ଆସିଲେ ବଣଭୋଜି କରିବାକୁ ଆଖିଆଗରେ ହୁକିଟୋଲା କଥା ପଡେ। ଚତୁଃପାର୍ଶ୍ୱରେ ନୀଳ ଜଳରାଶି ମଝିରେ ଏହି ଦ୍ୱୀପ। ଘଞ୍ଚ ସବୁଜ ବନାନୀ ନଦୀର ଉଭୟପାର୍ଶ୍ୱରେ ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ପ୍ରକୃତିର ଅନନ୍ୟ ସୃଷ୍ଟି। ଯେଉଁଠି ଲୁଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri