କେନ୍ଦ୍ରାପଡ଼ା

ସିଟି ହସ୍ପିଟାଲ ସ୍ଥାପନ ଘୋଷଣା ପର୍ଯ୍ୟନ୍ତ ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ, ୪ା୨: ଗୁରୁବାର କଥାବାର୍ତ୍ତା ସରିଥିଲା। ଜିଲାପାଳ ରାଜ୍ୟ ସରକାରଙ୍କୁ ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଟି ହସ୍ପିଟାଲ ସ୍ଥାପନ ପାଇଁ ଚିଠି ଲେଖିବେ। ଏହାପରେ ଗତ ୨୪ ତାରିଖଠାରୁ ସିଟି ହସ୍ପିଟାଲ ଦାବିରେ ଚାଲିଥିବା…

କେନ୍ଦ୍ରାପଡ଼ା ଜିଲା ଆଉ ଶିଳ୍ପବିହୀନ ରହିବନି

କେନ୍ଦ୍ରାପଡ଼ା ଅଫିସ, ୪ା୨: କେନ୍ଦ୍ରାପଡ଼ା ଜିଲା ଆଗକୁ ଶିଳ୍ପ ବିହୀନ ହୋଇରହିବ ନାହିଁ। ଷ୍ଟିଲ ପ୍ଲାଣ୍ଟ ସମେତ ଶିଳ୍ପ କରିଡରରେ ଛୋଟବଡ ଶିଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଦେଖିବାକୁ ମିଳିବ। ଏ ନେଇ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ପାର୍ଶ୍ୱରେ ୩ଟି…

ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଗୋପ,୪।୨(ଡି.ଏନ୍‌.ଏ.): ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଶୁକ୍ରବାର ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁଇଜଣିଆ ଟିମ୍‌ ଉକ୍ତ ପଞ୍ଚାୟତର ନାରୁଅ, ତେଲିପଡା ଗ୍ରାମରେ ପହଞ୍ଚତ୍ ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ହିତାଧିକାରୀମାନଙ୍କୁ ମିଳିଥିବା ପାଇଖାନାଗୁଡ଼ିକ…

୪ ପିଲାଙ୍କ ଭାଗ୍ୟ ଜେଜେମା’ ଜେଜେଙ୍କ କାନ୍ଧରେ

ରାଜନଗର, ୩ା୨( ଡି.ଏନ.ଏ.):ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ସ୍ବାମୀଙ୍କ ସହ ଜୀବନ କାଟିବା ପାଇଁ ପ୍ରତିଜ୍ଞା କରିଥିବା ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ଗର୍ଭରୁ ଜନ୍ମ ଦେଇଥିବା ୪ ପିଲାଙ୍କୁ ପର କରି ଘର ଛାଡି ଚାଲି ଯାଇଛନ୍ତି।…

ଆବାସ ଯୋଜନା ବାଟବଣା

ପଟ୍ଟାମୁଣ୍ଡାଇ, ୧।୨(ସ୍ବ.ପ୍ର.):  ଅସହାୟ ନିରୀହ ଗରିବ ଶ୍ରେଣୀର ଲୋକମାନଙ୍କ ଥଇଥାନ କରିବା ସରକାରଙ୍କ ପକ୍ଷରୁ ଆବାସ ଯୋଜନା ଚାଲିଛି। ପ୍ରଶାସନିକ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ…

ଆନ୍ଦୋଳନକୁ ସମର୍ଥନ ମିଳୁଛି, ଜନ ଅସନ୍ତୋଷ ବଢ଼ୁଛି

କେନ୍ଦ୍ରାପଡ଼ା ଅଫିସ, ୧।୨: ଖଡିଅଙ୍ଗସ୍ଥିତ ପୁରୁଣା କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅପନ୍ତରା ହୋଇଛି। ଅପରପାର୍ଶ୍ୱରେ ଏହି ସ୍ଥାନରେ ସିଟି ହସ୍ପିଟାଲ ସ୍ଥାପନ ଦାବି ସହରବାସୀଙ୍କ ଜିଦ୍‌ରେ ପରିଣତ ହୋଇଛି। ପ୍ରତି ୱାର୍ଡରୁ ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ…

ଅଫ୍‌ଲାଇନ, ଅନ୍‌ଲାଇନରେ ସାମଗ୍ରୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧।୨: ସୁନେଲି ରଙ୍ଗର ବଣୁଆ ଘାସ କାଇଁଚ। ଏହି ଘାସ ଏବେ କେନ୍ଦ୍ରାପଡ଼ା ଜିଲାର ୧୮୬୪ ପରିବାରର ମହିଳାଙ୍କୁ ରୋଜଗାର ଦେବା ସହ ଏଥିରୁ ଉପତ୍ନ୍ନ ସାମଗ୍ରୀ ଦେଶ ବିଦେଶରେ ଚାହିଦା ବଢ଼ାଇଛି। ଏ ସମ୍ପର୍କରେ କାଇଁଚ କାରିଗର…

ସମୁଦ୍ର ଗର୍ଭରେ ମାଦଳି ଦ୍ୱୀପ ଅବକ୍ଷୟ

ମହାକାଳପଡ଼ା,୧।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ଅଞ୍ଚଳ ମାଦଳି ଦ୍ୱୀପ ଅବକ୍ଷୟ ହେବାରେ ଲାଗିଛି। ଉକ୍ତ ଦ୍ୱୀପର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲିଯାଉଛି। ଅପରପକ୍ଷରେ ଦିନ ଥିଲା ଏହି ବାଲୁକା ଶଯ୍ୟା…

ବେଆଇନ ଇଟାଭାଟି ପାଇଁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୩୦ା୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ବଢି ଚାଲିଛି। ଭାଟିରେ ବ୍ୟବହାର ହେଉଥିବା କାଠ ଓ କୋଇଲାରୁ ଧୂଅଁା ସାଙ୍ଗକୁ ଧୂଳି ଉଡି ପରିବେଶକୁ ପ୍ରଦୂଷିତ କରୁଛି। ଧୂଅଁା ଯୋଗୁ ଶ୍ୱାସରୋଗୀ ଓ ସାଧାରଣ ଲୋକ ରୋଗରେ ପଡୁଛନ୍ତି।…

ଅର୍ଥକରୀ ଫସଲ ଆଖୁଚାଷ ହ୍ରାସ

କେନ୍ଦ୍ରାପଡ଼ା ଅଫିସ, ୩୦ା୧:କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ଏହାସତ୍ତ୍ୱେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତବର୍ଷ ୧…

ଭିତରକନିକା ବୁଲିଲେ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି

ରାଜନଗର, ୩୦ା୧(ଡି.ଏନ.ଏ.):ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ ରବିବାର ଦିନିକିଆ ଭିତରକନିକା ବୁଲି ଫେରି ଯାଇଛନ୍ତି। କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ କେନ୍ଦ୍ରାପଡ଼ାଠାରୁ ଏସ୍‌ପି ମଡକର ସମ୍ବିତ୍‌ ସମ୍ପଦ, ଉପଜିଲାପାଳ ନିରଞ୍ଜନ ବେହେରା ସ୍ବାଗତ…

ଅପରାଜିତାଙ୍କ ଗସ୍ତଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡ଼ା ଅଫିସ,୨୯।୧: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶନିବାର କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ସହରର ତିନିମୁହାଣୀଠାରୁ ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ସେ ପଦଯାତ୍ରା କରିଥିଲେ ା ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲା ଭାଜପାର ଅନେକ ନେତାଙ୍କ ଅନୁପସ୍ଥିତିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri