କଳାହାଣ୍ଡି

ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

କୋକସରା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସହ ଅନୁବନ୍ଧିତ ବ୍ଲକର ଡାଲଗୁମାଠାରେ ଥିବା ସିଏସପି ଶାଖାରେ ବୃଦ୍ଧା ସତିଦେଈ ଚନ୍ଦନ (୮୦) ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ଖୋଲିଥିବା ଜମାଖାତାରୁ ୮ ହଜାର ୫ ଶହ ଟଙ୍କା ସିଏସପି…

ନିମ୍ନମାନର କାମ ନେଇ ସିଡିଏମ୍‌ଓଙ୍କଠାରେ ଅଭିଯୋଗ

କେସିଙ୍ଗା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମପଞ୍ଚୟତ ବାଲସି ଗ୍ରାମରେ ନିର୍ମାଣାଧୀନ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିମ୍ନମାନର କାମ ଓ ବିନା ସୂଚନା ଫଳକରେ ଚାଲିଛି। ଏ ନେଇ ଗ୍ରାମବାସୀ ସିଡିଏମଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହି କାମରେ ଶିଶୁ…

ଭବାନୀ ନିଆଲ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର(ବ୍ୟୁରୋ)/ ଭବାନୀପାଟଣା, ୧୧।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ସୋମବାର ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ମାନସ…

ଘରୋଇ କମ୍ପାନୀକୁ କେନ୍ଦୁପତ୍ର ବିକ୍ରି କରିବା ବିରୋଧ କରି ଦାବିପତ୍ର ଦେଲେ କର୍ମଚାରୀ

କୋକସରା,୧୦।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ ଅନ୍ତର୍ଭୁକ୍ତ ବିଜମରା ସେକ୍ସନ ଅଧୀନରେ କାର୍ଯ୍ୟ କରୁଥିବା ମୁନସି, ଚେକର, ଚପରାଶି ଓ କେନ୍ଦୁପତ୍ର ତୋଳାଳୀମାନେ ସୋମବାର କୋକସରା ବ୍ଲକ ଉପାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ବିଗତ…

ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ଚାକିରି

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ସେକ୍ଟର ଅଧୀନ ଉପକାଭଟ୍ଟାର ଅଙ୍ଗନଓ୍ବାଡ଼ି କର୍ମୀ ଝୁନୁପମା ଶତପଥୀ ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି। ଏହା ପରେ ତାଙ୍କୁ ବହିଷ୍କାର ପାଇଁ ଭବାନୀପାଟଣା ଡିଏସ୍‌ଡବ୍ଲ୍ୟୁ ପକ୍ଷରୁ…

କଳାହାଣ୍ଡିରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌ ଥିବା ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବଲାଙ୍ଗୀର ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହିତ ସହଯୋଗୀ ଥିବା କଳାହାଣ୍ଡିର ବିନୀତ ନାଏକ ଜିଲାର ବହୁ ଛାତ୍ରୀଛାତ୍ରଙ୍କୁ ଚାକିରି ଦେବା…

ବଜ୍ରପାତରେ ଚାଲିଗଲା ନାବାଳିକାଙ୍କ ଜୀବନ

କୋକସରା,୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ା ଗ୍ରାମରେ ବଜ୍ରପାତ ଘଟି ତରୁଣ ବାଗଙ୍କ ନାବାଳିକା ଝିଅ ମଧୁସ୍ମିତା(୧୩)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ମଧୁସ୍ମିତା ସାଙ୍ଗମାନଙ୍କ ସହ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେତିକିବେଳେ ଘଡଘଡି ସହ ବର୍ଷା…

୧୬୦ କି.ମି.ଚାଲିକି ଗାଁକୁ ଆସିଲେ ଦାଦନ ଶ୍ରମିକ

ଭବାନୀପାଟଣା,୭।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ଜିଲାରେ ପୁଣି ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। କଳାହାଣ୍ଡି ଜିଲାରୁ ସୁଦୂର ବାଙ୍ଗାଲୁରକୁ ଦାଦନ ଖଟିବାକୁ ଯାଇ ସେଠାରେ ଠିକାଦାରଙ୍କ ଦ୍ୱାରା ନିର୍ଯାତିତ ହୋଇ କୌଣସି ପାଉଣା ନ ପାଇ ଶେଷରେ…

ହନୁମାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ

କୋକସରା,୬।୪(ଡି.ଏନ୍‌.ଏ.): ହନୁମାନ ଜନ୍ମୋତ୍ସବ ଅବସରରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ଥିବା ବଜରଙ୍ଗବଳୀ ମନ୍ଦିରରେ ହନୁମାନ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ପୂଜାବିଧି ସହ ୧୦୮ ସବାମଣି ଭୋଗ ଅର୍ପଣ କରାଯାଇଥିଲା।…

ଗ୍ୟାସ୍‌ଚୁଲାରେ ପୋଡ଼ି ମହିଳା ଗୁରୁତର

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡ଼ା ଗ୍ରାମର ସୂର୍ଯ୍ୟକାନ୍ତି ମହାନ୍ତି (୬୫) ଗୁରୁବାର ଘରେ ରୋଷେଇ କରୁଥିବା ବେଳେ ରନ୍ଧନ ଗ୍ୟାସ୍‌ ଚୁଲା ନିଆଁରେ ପୋଡ଼ି ଗୁରୁତର ହେବା ପରେ ପରିବାର ଲୋକେ କୋକସରା ଡାକ୍ତରଖାନାରେ ଭର୍ତ୍ତି…

କଶ୍ମୀରର ଭ୍ରମ ସୃଷ୍ଟି କରୁଛି ଆମପାଣି

କୋକସରା,୬ା୪(ଡି.ଏନ୍‌.ଏ.): କିଛିଦିନ ହେବ କୋକସରା ବ୍ଲକ ଅଞ୍ଚଳରେ ଅପରାହ୍ନରେ ଝଡ଼ ତୋଫାନ ସହ ତୁହାକୁତୁହା ବର୍ଷା ଲାଗି ରହିଛି। ଗୁରୁବାର ଅପରାହ୍ନରେ ବ୍ଲକର ଆମପାଣି, ବଡ଼ ପୋଡ଼ାଗୁଡ଼ା,ବରାଡଙ୍ଗା ପଞ୍ଚାୟତ ଅଞ୍ଚଳରେ ପ୍ରବଳ ଝଡ଼ ସହ କୁଆପଥର ବର୍ଷା ହୋଇଛି। ଆମପାଣି ଦେଇ…

ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜଣେ ମୃତ, ଜଣେ ଗୁରୁତର

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ଗ୍ରାମରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ଼ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଚାଷ ଜମିକୁ କାମ କରିବାକୁ ଯାଇଥିବା ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?