କଳାହାଣ୍ଡି

ଟେମରା, କାଉଡୋଳାରେ ଧାନ ମଣ୍ଡି ଖୋଲିଲା

କୋକସରା, ୨୪।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନ କାଉଡୋଳା ଓ ଟେମରାରେ ସୋମବାରଠୁୁ ଧାନ ମଣ୍ଡି ଆରମ୍ଭ ହୋଇଛି। କୋକସରା ବ୍ଲକର ୧୪ଟି ମଣ୍ଡି ଓ ଉପମଣ୍ଡିରେ ମଧ୍ୟ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି।…

ସ୍କୁଲ ବନ୍ଦ ପରେ ବସ୍ତାନି ବଦଳରେ ଗୋରୁଗାଈ ଚରାଉଛନ୍ତି ପିଲା

କୋକସରା, ୨୪।୧୧ (ଡି.ଏନ.ଏ.) ଆଜକୁ ପ୍ରାୟ ୭ ମାସରୁ ଊର୍ଦ୍ଧ୍ୱ ହେବ କରୋନା ଯୋଗୁ ସ୍କୁଲରେ ପଡିଛି ତାଲା। ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଉପାନ୍ତ ଓ ବନବାସୀ ଅଞ୍ଚଳରେ ପଢ଼ୁଥିବା ପିଲାଙ୍କ ଭାଗ୍ୟ। ଏବେ ବହି ବସ୍ତାନି ବଦଳରେ…

ଲଡୁଗାଁରେ ଖରିଫ ମଣ୍ଡି ଉଦ୍‌ଘାଟିତ

କୋକସରା,୨୨।୧୧(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ମଣ୍ଡି ଶୁଭାରମ୍ଭ ହୋଇଛି । ଲଡୁଗାଁ ନିୟନ୍ତ୍ରଣ ବଜାର କମିଟି ପ୍ରାଙ୍ଗଣରେ ଚାଷୀ କମିଟି ସଦସ୍ୟ, ପ୍ୟାକ୍ସ କର୍ମଚାରୀ, ଆରଏମସି କର୍ମଚାରୀ ଓ ଶ୍ରମିକ ଉପସ୍ଥିତ ଥିଲେ । ଏହି ଅବସରରେ ଧାନ…

ଟେମରାଠାରେ ପଞ୍ଚାୟତସ୍ତରୀୟ କଳାକାର ସମ୍ମିଳନୀ

କୋକସରା,୨୨।୧୧ (ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରାଠାରେ ପଞ୍ଚାୟତସ୍ତରୀୟ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆବାହକ ଶମ୍ଭୁ ଶଙ୍କର ମାଝି ଓ ନିବେଦକ ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ ପଞ୍ଚାୟତର ଅନେକ ଲୋକ କଳାକାରଙ୍କ ସମେତ ବାଦ୍ୟ କଳାକାର ଯୋଗଦେଇଥିଲେ । ଏହି…

ଦାନ ଜମିରେ ଧାନ ମଣ୍ଡି

କୋକସରା, ୨୨।୧୧ (ଡି.ଏନ.ଏ.) ମଣ୍ଡି ପାଇଁ ଜାଗା ମିଳୁ ନ ଥିଲା। ଗମ୍ଭାରୀଗୁଡାର ଚାଷୀ ମାଧବ ରାଉତ ନିଜ ୧ ଏକର ଚାଷ ଜମିକୁ ମଣ୍ଡି ପାଇଁ ଦାନ କରିଥିଲେ। ଶନିବାର ତାଙ୍କ ହାତରେ ସେହି ମଣ୍ଡି ଉଦ୍‌ଘାଟିତ ହୋଇଛି। କଳାହାଣ୍ଡି…

ବଡଟେମରି ମଣ୍ଡିକୁ ଅଲଗା କରିବାକୁ ଦାବି

କୋକସରା,୨୨।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଚାରବାହାଲ ପ୍ୟାକ୍ସ ଅଧୀନରେ ଥିବା ମୋଟେର ମଣ୍ଡିରୁ ରଣମାଲ ପ୍ୟାକ୍ସର ବଡଟେମରି ମଣ୍ଡିକୁ ସମ୍ପୂର୍ଣ୍ଣ ଅଲଗା କରିବାକୁ ଚାଷୀମାନେ ଦାବି କରିଛନ୍ତି। ଚାଷୀଙ୍କ ଅଭିଯୋଗ ହେଲା, ବଡଟେମରୀ ମଣ୍ଡିର ଚାଷୀମାନେ ମଣ୍ଡି ଆରମ୍ଭ…

କଳାହାଣ୍ଡିରେ ବିରଳ ପ୍ରଜାତିର ବାଦୁଡି

ଜୁନାଗଡ,୨୧।୧୧(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମେରିଆବନ୍ଧଲି ପଞ୍ଚାୟତ ଡୁମେରବାହାଲ ଗ୍ରାମରେ ଶୁକ୍ରବାର ରାତିରେ ଏକ ବିରଳ ପ୍ରଜାତିର ବାଦୁଡି ଦେଖିବାକୁ ମିଳିଛି। ସାଧାରଣତଃ ବାଦୁଡିର ରଙ୍ଗ କଳା ହୋଇଥିବାବେଳେ ଏହି ବାଦୁଡିର ରଙ୍ଗ ନିଳ ଓ ହଳଦିଆ ରହିଥିଲା। ଘଟଣାରୁ ଜଣାପଡିଛି,…

ତହସିଲ ଅଫିସ ସମ୍ମୁଖରେ ଆନ୍ଦୋଳନ

କୋକସରା, ୧୮।୧୧ (ଡି.ଏନ.ଏ)- ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବୁଧବାର ଦେଶବ୍ୟାପି ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ ସମର୍ଥନ ଜଣାଇ ଆଦିବାସୀ ଏକତା ପରିଷଦର ସମର୍ଥନରେ ଭାରତ ମୁକ୍ତି…

ଗୋତମୁଣ୍ଡାଠାରେ ନୂତନ ଧାନ ମଣ୍ଡି ଉଦ୍‌ଘାଟିତ

କୋକସରା, ୧୮।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡାଠାରେ ସୋମବାର ଧର୍ମଗଡ ବିଧାୟକ ମହୋଷଧି ବାଗ ନୂତନ ଧାନ ମଣ୍ଡି ଉଦ୍‌ଘାଟନ କରିଛନ୍ତି। ଧାନ ମଣ୍ଡି ଉଦ୍‌ଘାଟନ ହେବା ପରେ ଅଞ୍ଚଳର ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ…

ରେଙ୍ଗାଲପାଲିଠାରେ ଚିତ୍ରଗୁପ୍ତ ପୂଜା

କୋକସରା, ୧୮।୧୧ (ଡି.ଏନ.ଏ.) କୋକସରା ବ୍ଲକ ରେଙ୍ଗାଲପାଲିଠାରେ ଧର୍ମଗଡ ଉପଖଣ୍ଡସ୍ତରୀୟ କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କରଣ ସମାଜର ଆରଧ୍ୟ ଦେବତା ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତି ଅନୁକ୍ରମେ ଅନୁଷ୍ଠିତ ହୋଇଥିଲା।…

ଏଟିଏମ୍‌ରୁ ଟଙ୍କା ଲୁଟ୍‌, ଧରାପଡ଼ିଲେ ଲୁଟେରା

ଜୁନାଗଡ଼,୧୫ା୧୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରସ୍ଥିତ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ବେଳେ ସ୍ଥାନୀୟ ପୋଲିସ ହାତରେ ଧରାପଡ଼ଛନ୍ତି ଲୁଟେରା। ଗିରଫ ଲୁଟେରାଙ୍କ ନିକଟରୁ ଏକ ପଲସର ବାଇକ, ନଗଦ ୬୭ ହଜାର ୨ ଶହ ଟଙ୍କା, ୭ଟି ବିଭିନ୍ନ ବ୍ୟାଙ୍କର ଏଟିଏମ…

ମଣ୍ଡି ଖୋଲିନି, ଖଳାରେ ପଡିରହିଛି ଧାନ

କୋକସରା, ୧୩।୧୧ (ଡି.ଏନ.ଏ.) ଖରିଫ ଧାନ ଏବେ ଅମଳ କରୁଛନ୍ତି ଚାଷୀ। ସ୍ବଳ୍ପ ଓ ମଧ୍ୟମ କିସମ ଧାନ ଅମଳ ହୋଇସାରିଥିବା ବେଳେ ବଡ ଧାନ ଜମିରେ ପାକଳ ଅବସ୍ଥାରେ ଅଛି। ଏଭଳି ସମୟରେ କଳାହାଣ୍ଡି ପ୍ରଶାସନ ଆସନ୍ତା ୧୫ ତାରିଖରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri