ରେଙ୍ଗାଲପାଲିଠାରେ ଚିତ୍ରଗୁପ୍ତ ପୂଜା

କୋକସରା, ୧୮।୧୧ (ଡି.ଏନ.ଏ.) କୋକସରା ବ୍ଲକ ରେଙ୍ଗାଲପାଲିଠାରେ ଧର୍ମଗଡ ଉପଖଣ୍ଡସ୍ତରୀୟ କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କରଣ ସମାଜର ଆରଧ୍ୟ ଦେବତା ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତି ଅନୁକ୍ରମେ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଉପେନ୍ଦ୍ର ଦାସଙ୍କ ତତ୍ତ୍ବାବଧାନରେ ପୂଜା କର୍ତ୍ତା ଭାବେ ଶ୍ୟାମସୁନ୍ଦର ପଟ୍ଟନାୟକ ଓ ଆଲ୍ଲାଦିନୀ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିଲେ। ପୂଜାର୍ଚ୍ଚନା ପରେ ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୀଳକଣ୍ଠ ପଟ୍ଟନାୟକ ସଭା ସଞ୍ଚାଳନ କରିଥିଲେ। ସଭାରେ କରଣ ସମାଜର ଉନ୍ନତି କାମନା କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ନିଷ୍ପତି ନିଆଯାଇଥିଲା। କୋଭିଡ ନିୟମ ପାଳନ କରି ସମସ୍ତ ପୂଜାବିଧି କରାଯାଇଥିଲା। କର୍ଯ୍ୟକ୍ରମରେ ସଭାପତି ମନୋରଞ୍ଜନ ପଟ୍ଟନାୟକ, ସମ୍ପାଦକ ନୀଳକଣ୍ଠ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଭୂଦତ୍ତ ପଟ୍ଟନାୟକ, କଳ୍ପବଟ ପଟ୍ଟନାୟକ, ମାଧବ ପଟ୍ଟନାୟକ, ବଂଶୀଧର ପଟ୍ଟନାୟକ, ସୁଭମ ପଟ୍ଟନାୟକ, ପୀତାମ୍ବର ପଟ୍ଟନାୟକ, ଦଶରଥ ପଟ୍ଟନାୟକ, କିଶନ ପଟ୍ଟନାୟକ, ଲକ୍ଷ୍ମିକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟଖାଇ ୪୭ ଛାତ୍ରୀଛାତ୍ର ଅସୁସ୍ଥ

ପାଟଣାଗଡ଼, ୨୧ା୮(ପ୍ରହଲ୍ଲାଦ ପାଢ଼ୀ): ବଲାଙ୍ଗୀର ଜିଲା ପାଟଣାଗଡ ସହର ଉପକଣ୍ଠ ରାମପାଲିଠାରେ ଥିବା ଅନ୍ବେଷା ହଷ୍ଟେଲର ୪୭ଜଣ ଛାତ୍ରୀଛାତ୍ର ସୋମବାର ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ...

ସାକାର ହେଉନି ସେତୁ ସ୍ବପ୍ନ

(ସଚ୍ଚିଦାନନ୍ଦ ପ୍ରଧାନ) କଣିହାଁ ,୨୩।୧୨ – ଟିକିରା ନଦୀରେ ସେତୁଟିଏ ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରିଆସୁଥିଲେ। ଜିଲା ଖଣିଜ ପାଣ୍ଠିରୁ ୧୪...

ଲୁହା ଆଙ୍ଗେଲ ଚୋରି ଘଟଣା: ଦୁଇ ଗିରଫ

ଯୋଡ଼ା,୧୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପୂର୍ବ ଯୋଡ଼ାସ୍ଥିତ ଟିସ୍କୋ କଲୋନୀରେ ଘର କାମ ପାଇଁ ରଖାଯାଇଥିବା ୩୪ଟି ଲୁହା ଆଙ୍ଗେଲ ଚୋରି କରିଥିବା ଅଭିଯୋଗରେ ପୋଲିସ ୨...

ଅଭିଯୁକ୍ତ ସ୍ବାମୀ ଜେଲ ଗଲେ

କଟକ ଅଫିସ,୧୮ା୧: କଟକ ମଧୁପାଟଣା ଥାନା ଅଧୀନ ଶ୍ରୀରାମ ନଗର ଅଞ୍ଚଳରେ ସୋମବାର ଘଟିଥିବା ମାଆ-ପୁଅ ମୃତ୍ୟୁ ଘଟଣାରେ ପୋଲିସ ମୃତା ମହିଳାଙ୍କ ସ୍ବାମୀ ସନ୍ତୋଷ...

ଚଳନ୍ତା ଟ୍ରକ୍‌ରୁ ପଡି ହେଲ୍‌ପର ଗୁରୁତର

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଗୋପାଳପୁର ୨୦ନଂ.ଜାତୀୟ ରାଜପଥ ନିକଟରେ ଚଳନ୍ତା ଟ୍ରକରୁ ଜଣେ ହେଲ୍‌ପର ପଡିଯାଇ ଗୁରୁତର ହୋଇଛନ୍ତି। ସେ ହେଲେ ଘଟଗାଁ ବ୍ଲକ...

ବସ୍‌ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ

ଯାଜପୁର ଟାଉନ,୧୫।୩(ଡିଏନଏ): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କଲିକତାର...

ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିଲା ଅଭିଯୁକ୍ତ: ଚଢିଗଲା ଟ୍ରକ

ରାୟଗଡା ଅଫିସ,୧୩।୭-ପୋଲିସ ଆଖିରେ ଧୂଳି ଦେଇ ଥାନା ସମ୍ମୁଖରୁ ଖସି ଯିବାକୁ ଜଣେ ଅଭିଯୁକ୍ତ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ...

ରୋଗୀଙ୍କ ଲମ୍ବା ଧାଡ଼ି, ଡାକ୍ତରଙ୍କ ଚେୟାର ଖାଲି

ନୂଆଗାଁ ,୫।୫(ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ  ବ୍ଲକ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରୋଗୀଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଡାକ୍ତରଙ୍କ ଚେୟାର ଖାଲି ପଡ଼ିଥିବା ଅଭିଯୋଗ ହୋଇଛି।...

Advertisement
Archives

Model This Week