ଆଇଚିପୁର-କଡ଼ମା ସେତୁ କାର୍ଯ୍ୟରେ ଅନିୟମିତତା
କୋରେଇ,୧୭ା୭(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଆଇଚିପୁର-କଡ଼ମା ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାର କାମୁଡ଼େଇ ଛକଠାରୁ କେନ୍ଦୁଝର ଜିଲା ସୀମା ପର୍ଯ୍ୟନ୍ତ ଭାୟା କଡ଼ମା ଦେଇ…
ରାମ୍କୋର ଭୂତଳ ଜଳ ଚୋରି
ଯାଜପୁର,୧୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍କୋ ସିମେଣ୍ଟ କାରଖାନା ପ୍ରାୟ ୮ଟି ବୋରୱେଲ ମାଧ୍ୟମରେ ମନଇଚ୍ଛା ଭୂତଳ ଜଳ ଚୋରି କରୁଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆଖପାଖ ୭ଟି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ…
ଶ୍ରାବଣରେ ବଢୁଛି କେତକୀ ଫୁଲର ଚାହିଦା
ମହାକାଳପଡ଼ା,୧୬।୭(ପ୍ରତାପ ଚନ୍ଦ୍ର ସ୍ବାଇଁ)ଶ୍ରାବଣ ମାସରେ ମହାଦେବଙ୍କ ମସ୍ତକରେ ଜଳଲାଗି ସହିତ କେତକୀ ଫୁଲର ଚଢ଼ାଇବାର ବିଧି ରହିଛି। କେତକୀ ଫୁଲ ମହାଦେବଙ୍କ ମସ୍ତକରେ ଲାଗି କଲେ କୋଟି ଜନ୍ମର ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଦିନ ଥିଲା କେନ୍ଦ୍ରାପଡ଼ା ଜିଲା…
ଚାଷୀଙ୍କୁ ଋଣ ପ୍ରଦାନରେ ଦୁର୍ନୀତି
ଯାଜପୁର,୧୫ା୭ (ହର୍ଷବର୍ଦ୍ଧନ ବେହେରା): କୃଷକମାନଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ହୋଇଛି। ଏହିକ୍ରମରେ ୨୦୨୨ ଜୁନରେ ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ)/ଲାର୍ଜ ଏରିଆ ମଲ୍ଟିପରପୋଜ୍ ସୋସାଇଟି (ଲାମ୍ପ୍ସ)ର ସମ୍ପାଦକ କିମ୍ବା…
ପ୍ରାଚୀନ ଶିବ ମନ୍ଦିରର ଧ୍ୱଂସାବଶେଷ ଠାବ
ଚଣ୍ଡିଖୋଲ,୧୫ା୭(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ବାଲିପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଦେକୁଡୀ-ଚାନ୍ଦପୁର ଗ୍ରାମ ଉପକଣ୍ଠ ତେଲଙ୍ଗା ଗଡ଼ିଆରୁ ପଙ୍କ ଉତ୍ତୋଳନ ବେଳେ ଏକ ପ୍ରାଚୀନ ଶିବ ମନ୍ଦିରର ଧ୍ୱଂସାବଶେଷ ଠାବ କରାଯାଇଛି। ଏଥିରେ ମୋଟ୍ ୪୦ଖଣ୍ଡ ମସୃଣ, ପାଲିସ୍…
୨୨ କୋଟିର ରାସ୍ତା ବର୍ଷେ ଗଲାନାହିଁ
ଚଣ୍ଡିଖୋଲ,୧୫ା୭(ପ୍ରଦୀପ୍ତ କୁମାର ପୃଷ୍ଟି): ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାରେ ଏବେ ମରାମତି କାର୍ଯ୍ୟ ଆରମ୍ଭ ହୋଇଗଲାଣି। କଟକ ଚାର୍ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ରହିଛି ଏହି ରାସ୍ତା। ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ମାତ୍ର ୧୦…
ଘରୋଇ ଚିକିତ୍ସାକୁ ପ୍ରୋତ୍ସାହନ
ଯାଜପୁର,୧୪ା୭(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ତଥା ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ହେଲେ ଯାଜପୁରରୋଡ ଗୋଷ୍ଠୀ…
ନିରୀହ ଜମିହରାଙ୍କୁ କାରଖାନା ମନା
ଯାଜପୁର/କଳିଙ୍ଗନଗର,୧୪ା୭(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ଗ୍ରାମର ନିରୀହ ଜମିହରାଙ୍କୁ କାରଖାନା ଗେଟ୍ ପରିସରରେ ବି ପାଦ ଥାପିବା ମନା। ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଡବଲ ବୁଲ୍ ସିମେଣ୍ଟ ନୁଭୋକୋ(ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ। ଏହି ସିମେଣ୍ଟ…
ମନକଥା ଖୋଲି କହିଲେ ହିମାଂଶୁ
ଧର୍ମଶାଳା,୧୩।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ସମାଜସେବୀ ହିମାଂଶୁ ଶେଖର ସାହୁ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ମନକଥା ଖୋଲି କହିଛନ୍ତି। ଗତ ଦୁଇ ଦିନ ପୁର୍ବରୁ ଭାଜପା ରାଜ୍ୟ ସଭାପତିଙ୍କୁ…
ମହାନଦୀର ସୃଷ୍ଟି ହେଉଛି ବୃହତ୍ ବାଲି ପଠା
ମହାକାଳପଡ଼ା,୧୩।୭(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଦେଇ ବହି ଯାଉଥିବା ମହାନଦୀର ଗତିପଥରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି ା ଏହି କାରଣରୁ ନଦୀ ମଝିରେ ବୃହତ୍ ବାଲି ପଠା ସୃଷ୍ଟି ହୋଇଛି। ଫଳରେ ସାମୁଦ୍ରିକ ଜୁଆର ପ୍ରଭାବରେ…
ଡ୍ରପ୍ ଆଉଟ୍ ପିଲାଙ୍କ ଥଇଥାନ ଚିନ୍ତା
ଯାଜପୁର,୧୧ା୭(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାର ଗ୍ରାମାଞ୍ଚଳରେ ବିଫଳ ହୋଇଛି। ବିଶେଷକରି ଜିଲାର ଶିଳ୍ପ ସମୃଦ୍ଧ ଦାନଗଦି ବ୍ଲକରେ ଅଧାରୁ ପାଠ ଛାଡି(ଡ୍ରପ ଆଉଟ) କିମ୍ବା ସ୍କୁଲ ବାରଣ୍ଡା ମାଡି ନ ଥିବା ୬ ରୁ ୧୪…
ନୀଳପଥର ଚୋରି ବୃଦ୍ଧି ପାଉଛି
କାଳିଆପାଣି,୧୧ା୭(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ ବ୍ୟତୀତ ଏକ ମୂଲ୍ୟବାନ ନୀଳପଥର ବହୁଳ ମାତ୍ରାରେ ମିଳୁଛି। ହେଲେ ତାହାର ଗୁରୁତ୍ୱକୁ ସରକାର ଅଣଦେଖା କରୁଛନ୍ତି। ଏଥିସହିତ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଧୀରେଧୀରେ…
Archives


