୧୬ ବର୍ଷ ଧରି ଜବରଦଖଲରେ ମାର୍କେଟ କମ୍ପ୍ଲେକ୍ସ
ପ୍ରୀତିପୁର,୨୮ା୮(ସୁଶାନ୍ତ ବେହୁରିଆ): ସରକାର ଗ୍ରାମ ପଞ୍ଚାୟତର ଆୟବୃଦ୍ଧି, ସ୍ଥାୟୀ ଭିତ୍ତିଭୂମି ବିକାଶ ଓ ଶିକ୍ଷିତ ବେକାରିଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେଉଛନ୍ତି। ମାତ୍ର ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଅଭାବ…
ବସୁଧା ଯୋଜନାରେ ମିଳୁନି ପାଣି
କାଏମା,୨୬ା୮(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍ ଅଧୀନ ବଡ଼କାଏମା ପଞ୍ଚାୟତର ଅନେକ ଗାଁ ପାଇପ୍ ଯୋଗେ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ପାନୀୟ ଜଳ ନ ମିଳିବାରୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଞ୍ଚଳବାସୀ…
ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟକୁ ରାସ୍ତାନାହିଁ
ବରୀ,୨୫ା୮(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍ ଅଧୀନ ବରୀ ପଞ୍ଚାୟତ ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟକୁ ରାସ୍ତା ନାହିଁ। ଫଳରେ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ ବର୍ଷା ଋତୁରେ ଏହି ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାଟି ଜଳମଗ୍ନ…
ସରକାରୀ ବିହନ: ଭରସା ତୁଟିଛି
ଯାଜପୁର,୨୫।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଅଗଷ୍ଟରେ ଏଯାଏ ଆବଶ୍ୟକ ବର୍ଷା ହୋଇ ନ ଥିଲେ ହେଁ ଚାଷୀ ଆଗ୍ରହର ସହିତ ଧାନବୁଣା, ତଳିପକା, କ୍ଷେତ୍ର ପ୍ରସ୍ତୁତ ଆଦିରେ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଚଳିତ ବର୍ଷ ଧାନ ବିହନର ଅଭାବ ପରିଲକ୍ଷିତ…
ଗାଁ ଚାଷୀଙ୍କ ସାଥୀ ତାଳପତ୍ର ପଖିଆ
ଡେରାବିଶ,୨୪ା୮(ବେବେର୍ତ୍ତା ଅଜୟ ଦାସ)ବର୍ଷାଋତୁ ଆସିଲେ ଚାଷୀଙ୍କ ପାଇଁ ଆବଶ୍ୟକ ପଡେ ତାଳପତ୍ରର ପଖିଆ। ଆଧୁନିକତାର ଚାକଚକ୍ୟ ଭିତରେ ଏବେ ବି ବିଭିନ୍ନ ଗାଁରେ ପଖିଆର ଚାହିଦା ଅକ୍ଷୂର୍ଣ୍ଣ ରହିଛି। ଆଜିର ହାଇକେଟ୍ ଯୁଗ ତଥା ପ୍ଲାଷ୍ଟିକର ବହୁଳ ପ୍ରସାର ମଧ୍ୟରେ ପ୍ରାଚୀନ…
କ୍ଷମତା ମିଳୁଛି, ବେକାରି ବଢୁଛି
ଯାଜପୁର ଅଫିସ,୨୪ା୮ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ କ୍ରମଶଃ ବେକାରୀ ସମସ୍ୟା ଗ୍ରାସ କରିବାରେ ଲାଗିଛି ା ଶିଳ୍ପ କମ୍ପାନୀ ଅନୁପାତରେ ନିଯୁକ୍ତି ମିଳୁ ନାହିଁ ା ଶିଳ୍ପ ଓ ଖଣିଦ୍ୱାରା ଜିଲାର ବେକାରୀ ସମସ୍ୟାର ଦୂରୀକରଣ ହୋଇ ପାରିବ ବୋଲି ସରକାର…
ଡିଏମ୍ଏଫ୍ରେ ଶିକ୍ଷା, ସ୍ବାସ୍ଥ୍ୟକୁ ଅଣଦେଖା
ଯାଜପୁର,୨୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍ଏଫ୍) ଗଠିତ ହୋଇଛି। ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ…
ସରକାରୀ ଯୋଜନାରୁ ବଞ୍ଚିତ ମୂଷନଙ୍କ ପରିବାର
ପ୍ରୀତିପୁର,୨୩।୮(ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ୍ ଅଧୀନ ଘଣ୍ଟିଆଳି ଲେଙ୍କା ସାହିର ମୁଷନ ଯେନାଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ରୋଗଗ୍ରସ୍ତ ସ୍ବାମୀ ଓ ମାନସିକ ବିକୃତ ପୁଅକୁ ନେଇ ଭଙ୍ଗା କୁଡ଼ିଆରେ ବାସ କରୁଥିବା ଏହି ୭୫…
ଦୁର୍ବଳ ରାସ୍ତା ଉପରେ ତାଳି ପକାଇଲେ ଠିକାଦାର
ରସୁଲପୁର,୨୨ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ଓ କୁଆଖିଆ ସେକ୍ସନ ଅଧୀନ ହାଟ ସିଂହାପୁରଠାରୁ ଦନେଇପୁରକୁ ସଂଯୋଗ କରୁଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଅନୁଦାନରେ ସୁଦୃଢୀକରଣ କରାଯାଇଛି। ଉକ୍ତ ରାସ୍ତାର ୮କିମି.କୁ ପ୍ରଶସ୍ତୀକରଣ…
ସାର କଳାବଜାର, ଚାଷୀକୁଳ ହତାଶ
ଯାଜପୁର,୨୧ା୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ଦାଉ ସାଧିବା ପରେ ଅତ୍ୟଧିକ ସାର ଦର ବୃଦ୍ଧି ଏବଂ କଳାବଜାରକୁ ନେଇ ଏବେ ଜିଲାର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି ା ବର୍ଷାପରେ ଚାଷକାର୍ଯ୍ୟ ଜୋରସୋର ଚାଲିଥିବାରୁ ଲାଭଖୋର…
ଫାୟାର ଷ୍ଟେଶନ ବାଇପାସ ଗୋଲେଇ ଛକ ମରଣଯନ୍ତା
ଯାଜପୁରରୋଡ୍,୨୧ା୮(ପବିତ୍ର ରଞ୍ଜନ ମହାନ୍ତି):ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟ ଅଭାବ ଯୋଗୁ ଫାୟାର ଷ୍ଟେଶନ ଗୋଲେଇ ଛକ ମରଣଯନ୍ତା ପାଲଟିଛି। ୨ ବର୍ଷ ପୂର୍ବରୁ ୨୧୫ ଜାତୀୟ ରାଜପଥର ନାମ ପରିବର୍ତ୍ତନ କରାଯାଇ ଏହାକୁ ୨୦ନଂ. ଜାତୀୟ ରାଜପଥ ନାମକରଣ କରାଯାଇଛି।…
ବ୍ୟବସାୟୀଙ୍କୁ ମିଳିବ ଏମିତି ଘର
ଯାଜପୁର ଟାଉନ,୨୦ା୮(ପ୍ରଯକ୍ତା ପ୍ର୍ରିୟଦର୍ଶନୀ ମହାନ୍ତି):ଯାଜପୁର ସହର ଉପକଣ୍ଠରେ ନିର୍ମାଣ ଚାଲିଛି ଆରଏମ୍ସି ମାର୍କେଟ୍ କମ୍ପ୍ଲେକ୍ସ। ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବୈତରଣୀ ପଠାରେ ଆର୍ଏମ୍ସି ପକ୍ଷରୁ ବିସ୍ଥାପିତ ବ୍ୟବସାୟୀଙ୍କ ପାଇଁ ଗୃହ ନିର୍ମାଣ ଚାଲିଛି। ମାତ୍ର ଏହା ଏମିତି ନିର୍ମାଣ ହେଉଛି…
Archives


