ଯାଜପୁର

ଅନ୍ଧାରରେ ଜାରକା ଅସ୍ଥାୟୀ ବସ୍‌ଷ୍ଟାଣ୍ଡ

ଧର୍ମଶାଳା,୨୬।୪ (ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥର ଜାରକା ନୂତନ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ପରିସର ଅନ୍ଧାରରେ ରହିଛି। ଜାରକାଠାରେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ହେବା ପରେ ରାଜପଥର ଉଭୟ ପାର୍ଶ୍ୱରେ ହାଇ ମାଷ୍ଟ ଲାଇଟର ବ୍ୟବସ୍ଥା କରାଯାଇଥିଲା। ହେଲେ...

ନକଲି ଶିକ୍ଷକଙ୍କ ମାଷ୍ଟରମାଇଣ୍ଡ ନକଲି ବିଇଓ

ଯାଜପୁର ଅଫିସ/କୋରେଇ, (ଡି.ଏନ.ଏ.),୨୬।୪: ରାଜ୍ୟରେ ବିଭିନ୍ନ ଜିଲାରେ ନକଲି ପ୍ରମାଣପତ୍ରଧାରୀଙ୍କ ଉପରେ ତନାଘନା ତଦନ୍ତ ଚାଲିଛି। ହେଲେ ଯାଜପୁର ଜିଲାରେ ନକଲି ଆଦିବାସୀ ସାଜି ଶିକ୍ଷକତା କରୁଥିବା ବ୍ୟକ୍ତିିଙ୍କ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଶୀର୍ବାଦ ରହିଥିବା ଚର୍ଚ୍ଚା ହେଉଛି। ଏପରି...

ଗଚ୍ଛିତ ଚାଉଳକୁ ନେଇ ଅଡୁଆରେ ରିଟେଲର

ଚଣ୍ଡିଖୋଲ,୨୬।୪ (ଡି.ଏନ୍‌.ଏ.): କେନ୍ଦ୍ର ସରକାର ଗତ ଜାନୁୟାରୀରୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ କରିବା ପରେ ଚାଉଳ ଯୋଗାଣ ନିୟମ କଡ଼ାକଡ଼ି କରିଛନ୍ତି। ଏଥିନେଇ ଗତ ୧୯ତାରିଖରେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ବିଭାଗ ଅତିରିକ୍ତ ସଚିବ ନେତ୍ରମଣି...

ବିରୋଧ ପାଇଁ ସଜବାଜ

ଯାଜପୁର ଅଫିସ,୨୫।୪: କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନାରୁ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ସ୍ବାସ୍ଥ୍ୟଗତ ସଙ୍କଟ ଦେଖାଦେଇଛି। ଏଭଳି ଅନିୟନ୍ତ୍ରିତ ପରିସ୍ଥିତିରେ ଆଉ ଏକ କାରଖାନା କଳିଙ୍ଗନଗରରେ ପାଦ...

ଡମଶାଳ କୂଳରେ ଜଙ୍ଗଲ କାଟି ଘର ନିର୍ମାଣ

କାଳିଆପାଣି,୨୫।୪: (ଡି.ଏନ.ଏ.) ବନ ବିଭାଗର ନିଷ୍କ୍ରିୟତା ପାଇଁ ସୁକିନ୍ଦା ବନାଞ୍ଚଳ ଏବେ ଧ୍ୱଂସ ହେବାରେ ଲାଗିଛି । ଖଣି ପାଇଁ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ମହାଗିରି ପର୍ବତମାଳା ସବୁଜିମା ଶୂନ୍ୟ ହେବାରେ ଲାଗିଛି। ଏବେ ସୁକିନ୍ଦା ଖଣିଅଞ୍ଚଳର ଚିରସ୍ରୋତା ଡ଼ମଶାଳ...

ବେଧଡ଼କ ଚାଲିଛି ବେଆଇନ ଚିମିନୀ ଇଟାଭାଟି

କୋରେଇ,୨୫।୪: (ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ପଥରପଦା ମୌଜାରେ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ନିଜର ବେଆଇନ ଚିମିନ ଇଟାଭାଟି ଚଳାଇଛନ୍ତି। ଏନେଇ ସ୍ଥାନୀୟ ଅଧିବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଅଧିକାରୀଙ୍କ ଇଟା...

ତହସିଲଦାରଙ୍କ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଗୃହ ନିର୍ମାଣ ଚାଲିଛି

ସିଂହପୁର,୨୫।୪: (ଡି.ଏନ.ଏ.) ବିଂଝାରପୁର ଥାନା, ବରୀ ବ୍ଲକ ଅଧୀନ ମଧୁସୁଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମରେ ଅନାବାଦୀ ଜମିରେ ଜଣେ ବ୍ୟକ୍ତି ଗୃହ ନିର୍ମାଣ କରୁଥିଲେ। ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ମଧ୍ୟ ସେ କାମ ବନ୍ଦ କରି ନ ଥିଲେ।...

ପ୍ରେମ, ପ୍ରତାରଣାରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଚଣ୍ଡିଖୋଲ/ଛତିଆ, ୨୪ା୪(ଡି.ଏନ.ଏ.):: ପ୍ରେମ, ପ୍ରତାରଣାରୁ ଯାଜପୁର ଜିଲା ବୈରୀ ଥାନା ଅଧୀନ କାଇମାଟିଆ ପଞ୍ଚାୟତ ବିରିଜଙ୍ଗା ଗ୍ରାମର ଜଣେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ରବିବାର ଥାନା ଘେରାଉ କରିଛନ୍ତି ଗ୍ରାମବାସୀ। ସେମାନେ ଥାନା ନିକଟରେ ମୃତଦେହ ରଖି ପ୍ରାୟ ୨...

ଷ୍ଟେଶନ ବଜାର ମୁଖ୍ୟ ରାସ୍ତା ଅନ୍ଧାର

ଯାଜପୁରରୋଡ,୨୪ା୪(ଡି.ଏନ.ଏ.): ବିଭିନ୍ନ ସମସ୍ୟାରେ ଜର୍ଜରିତ ହୋଇ ବିବାଦର ପରଧିରେ ରହିଛି ବ୍ୟାସନଗର ପୌରପରିଷଦ। ପୌରାଧ୍ୟକ୍ଷାଙ୍କ ନିର୍ବାହୀ ଅଧିକାରୀଙ୍କୁ ଫାଇଲ ପିଙ୍ଗା ଘଟଣା ହେଉ କି ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନରେ ବିଳମ୍ବକୁ ନେଇ ବିବାଦରେ ପୌର ପରିଷଦ ରହିିଥିବାବେଳେ ସମସ୍ୟାରେ...

ମାଟିରେ ମିଶିଲା ୨୨ ବର୍ଷର ପୁରୁଣା ସ୍କୁଲ

ଯାଜପୁର ଅଫିସ,୨୪ା୪: ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଭାଗବତପୁରସ୍ଥିତ ପ୍ରାୟ ୨୨ ବର୍ଷ ପୁରୁଣା ପ୍ରାଥମିକ ବିଦ୍ୟାଳୟ ଗୃହ ମାଟିରେ ମିଶି ଯାଇଛି। ଏହାକୁ ନେଇ ଭାଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯିବା ସହ ଆବଶ୍ୟକ ତଦନ୍ତ କରି ବିହିତ...

ଜରି, ବାଙ୍ଗରାରେ ପାନୀୟ ଜଳ ସଙ୍କଟ

ସିଂହପୁର,୨୪ା୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନାରେ ସରକାରଙ୍କ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଇଛି। ମାତ୍ର କେତେକ ପଞ୍ଚାୟତରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜନେତାଙ୍କ ଦୂରଦୃଷ୍ଟି ଅଭାବରୁ ଲୋକେ ପାନୀୟ ଜଳ...

ଯାଜପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁର ଟାଉନ,୨୪ା୪(ଡି.ଏନ.ଏ.): ଯାଜପୁର ସହରର ଟ୍ରାଫିକ୍‌ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ଏହା ଜନଜୀବନକୁ ପ୍ରଭାବିତ କରୁଛି। ସହରରେ ଏକମୁଖି ମାର୍ଗ ବହୁ ସ୍ଥାନରେ ନିର୍ମାଣ ହୋଇଥିଲେ ବି ବିପରୀତ ଦିଗରୁ ଯାନବାହନଗୁଡ଼ିକ ଯାତାୟାତ କରିବା ଯୋଗୁ ବହୁ ସମୟରେ ଦୁର୍ଘଟଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri