ଯାଜପୁର

ବିଧବା ମା’ଙ୍କୁ ଘରୁ ତଡ଼ିଦେଲେ ୩ ପୁଅ

ବରୀ,୩ା୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭଅଁରା ପଞ୍ଚାୟତର ଜଣେ ବିଧବା ସଜନୀ କରଙ୍କୁ ତାଙ୍କ ୩ ପୁଅ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏବେ ସଜନୀଙ୍କୁ ଯାଜପୁର ଜିଲା ମହିଳା ସହାୟତା କେନ୍ଦ୍ରରେ ରଖାଯାଇଛି। ପୁଅମାନେ…

୬ରେ ଅଟକିଛି ଆଦର୍ଶ ଗ୍ରାମ ଯୋଜନା

ଯାଜପୁର ଅଫିସ,୨।୪: ଆଦର୍ଶ ଗ୍ରାମ ଯୋଜନା ସାଧାରଣ ଲୋକଙ୍କୁ ସମ୍ମାନ ଓ ସ୍ବାଭିମାନର ସହ ଜୀବନ ନିର୍ବାହର ଏକ ସର୍ବୋତ୍ତମ ଯୋଜନା। କେବଳ ସରକାରୀ ବିଭାଗ ବା ଦାୟିତ୍ୱ ନିର୍ବାହକାରୀ ସଂସ୍ଥା କୌଣସି ଅଞ୍ଚଳର ବିକାଶ ବା ଉନ୍ନୟନ କରିବା ସମ୍ଭବ ନୁହେଁ।…

ପୂର୍ବ ଶତ୍ରୁତାରୁ ପିଟି ମାରି ଦେଇଥିଲେ

ରସୁଲପୁର,୨।୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ଢିଅସାହିର ବିକାଶ ଲେଙ୍କା ହତ୍ୟା ମାମଲାରେ ସାମିଲ ଗୋଟିଏ ପରିବାରର ବାପା ଓ ୨ପୁଅଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବାପା ହରେକୃଷ୍ଣ ବରାଳ, ବଡ଼ପୁଅ ଗରୁଡ଼ ଓରଫ୍‌…

କୋରେଇ ପାଇଁ ଚିନ୍ତାରେ ବିଜେଡି

ଯାଜପୁର ଅଫିସ,୧ା୪: ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହା ପରେ କେହି ଜଣେ ନେତା ତିଷ୍ଠି ପାରିନାହାନ୍ତି। ଏବେ ପୁଣି ବାହାର ଅଞ୍ଚଳ ନେତାଙ୍କ ନଜର ଏହି ନିର୍ବାଚନ ମଣ୍ଡଳୀ ଉପରେ ପଡ଼ିିଛି। ୨୦୦୦ ପୂର୍ବରୁ ଏଠାରେ ଅଶୋକ…

ତଦନ୍ତରେ ବାଧକ ସାଜିଲା ଝଡ଼ବର୍ଷା

ରସୁଲପୁର,୧ା୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର କୁଳମଣି ଲେଙ୍କାଙ୍କ ପୁଅ ବିକାଶ ଲେଙ୍କାଙ୍କ ହତ୍ୟା ମାମଲାର ତତନ୍ତ ଆରମ୍ଭ ହୋଇଥିବାବେଳେ ଝଡ଼ବର୍ଷା ଏଥିରେ ବାଧକ ସୃଷ୍ଟି କରିଛି। ଶୁକ୍ରବାର ସକାଳୁ ପୋଲିସ ବିକାଶଙ୍କ ଘରୁ ତଦନ୍ତ ଆରମ୍ଭ କରିଛି।…

ରାସ୍ତାକଡ଼ରେ ଗଜା ଗଛ ଗୋଦାମ

କାଳିଆପାଣି,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଗୁରୁଜଙ୍ଗ ଓସ୍ତପାଳ ଗ୍ରାମରେ ବହୁଳ ଭାବେ ଗଜା (ଛୋଟ) ଗଛ କଟାଯାଇ ରାସ୍ତାକଡ଼ରେ (ଗୋଦାମ)ପରି ଗଦା ହୋଇଥିବା ଦେଖିବାକୁ ମିଳିଛି। ହେଲେ ଏଥିପ୍ରତି ବନ ବିଭାଗର ନଜର ପଡୁନାହିଁ। ଫଳରେ…

ଦାୟିତ୍ୱ ହସ୍ତାନ୍ତର ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ

ବରୀ,୩୧।୩(ଡି.ଏନ.ଏ.): ବରୀ ଶିକ୍ଷା ମଣ୍ଡଳ ଅଧୀନ ଅଲିଆବାଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍‌କେ ଜାଭିରଉଦ୍ଦିନ ପରୀକ୍ଷା ସମୟରେ ନିଜ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ପରୀକ୍ଷା ଚାଲିଥିବାରୁ କେତେଜଣ ଛାତ୍ରୀଛାତ୍ର ପରୀକ୍ଷା ନ ଦେଇ ଫେରି ଆସିଥିଲେ।…

ଯୁବକଙ୍କୁ ମାରି ପୋଖରୀରେ ଫୋପାଡ଼ିଦେଲେ

ରସୁଲପୁର,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର ବିକାଶ ଲେଙ୍କାଙ୍କ ମୃତଦେହକୁ ପୋଲିସ ଗୁରୁବାର ଏକ ପରିତ୍ୟକ୍ତ ପୋଖରୀରୁ ଜବତ କରିଛି। ଏ ନେଇ ମୃତ ଯୁବକଙ୍କ ଦାଦା ନୀଳମଣି ଲେଙ୍କା ତାଙ୍କ ପୁତୁରାକୁ ମାରି…

କାଳବୈଶାୀରେ ଚାଷୀ କ୍ଷତିଗ୍ରସ୍ତ

ରସୁଲପୁର,୩୧ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ପଶ୍ଚିମା ଝଡ ପ୍ରଭାବରେ ୨ଦିନ ହେଲା କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରାୟତଃ ୧୫୦ କି.ମି. ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନଙ୍କ…

ଗୁପ୍ତ ଟେଣ୍ଡରରେ ଲକ୍ଷାଧିକ ଟଙ୍କା ଲୁଟ୍‌

ଚଣ୍ଡିଖୋଲ,୩୧ା୩(ଡି.ଏନ.ଏ.): ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟରେ ଅନିୟମିତତାର ସୀମା ଟପି ଗଲାଣି। ଏଭଳି ସ୍ଥିତି ବଡଚଣା ସବ୍‌ଡିଭିଜନରେ ଚର୍ଚ୍ଚାର ବିଷୟ ହୋଇଛି। ଚାରାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ରହିଛି ବଡ଼ଚଣା ସବ୍‌ଡିଭିଜନ। ଏହା ଅଧୀନରେ ୮ କୋଟି ୬୯…

ଗ୍ରାମାଞ୍ଚଳରେ ବଢୁଛି ମଦଦୋକାନ

ଯାଜପୁର ଅଫିସ,୩୧ା୩: ଜାତୀୟ ରାଜପଥ କଡ଼ରେ ଥିବା ଠିପି ବନ୍ଦ ଓ ଠିପି ଖୋଲା ଦେଶୀ ବିଦେଶୀ ମଦଦୋକାନ ସ୍ଥାନାନ୍ତର ହେବା ଦିନଠାରୁ ଗ୍ରାମାଞ୍ଚଳ ପରିବେଶ ଏବଂ ସାମାଜିକ ଚଳଣିରେ ବାଧା ସୃଷ୍ଟି ହୋଇଛି। ଜିଲାସାରା ଏହାକୁ ଲୋକେ ବିରୋଧ କରିବା…

୨୦ ମିନିଟ୍‌ ପବନରେ ୩୦ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା

ଯାଜପୁର ଅଫିସ,୩୧।୩: ଯାଜପୁର ଜିଲା ବ୍ୟାସନଗର ସହରରେ ଗୁରୁବାର ଅପରାହ୍ନ ସାଢେ ୪ଟାରେ ପ୍ରାୟ ୨୦ ମିନିଟ ପବନରେ ୩୦ରୁ ଊଦ୍ଧର୍‌ବ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡିଛି। ୧୯୯୯ ମହାବାତ୍ୟା ଭଳି ପ୍ରବଳ ବେଗରେ ପବନ ବୋହିବାରୁ ସହରର ଛିନଭିନ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri