ଲୋପ ପାଇବେ ବିଞ୍ଝାରପୁରୀ ଗାଈ
ଯାଜପୁର ଅଫିସ,୧୮ା୫: ଯାଜପୁର ଜିଲାର ବିଞ୍ଝାରପୁରୀ ଗୋ ସମ୍ପଦକୁ ୨୦୧୦ ମେ ମାସରେ ଜାତୀୟ ମାନ୍ୟତା ମିଳିଥିଲା। ଏହାସହ ମାଲକାନଗିରି ଜିଲାର ମୋଟୁ, ଗଞ୍ଜାମ ଓ ଫୁଲବାଣୀ ଜିଲାର ଘୁମୁସୁରୀ, ନୂଆପଡ଼ା ଜିଲାର ଖରିଆର, ପୁରୀ ଓ ଖୋର୍ଦ୍ଧା ଜିଲାର ଚିଲିକା…
ଯାଜପୁର-କେନ୍ଦ୍ରାପଡ଼ା ସୀମାରେ ଚୋରାତେଲ କାରବାର
ବାଲିଚନ୍ଦ୍ରପୁର,୧୮ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥର ଯାଜପୁର-କେନ୍ଦ୍ରାପଡ଼ା ଜିଲା ସୀମାନ୍ତ ଇଲାକାରେ ବ୍ୟାପକ ଚୋରା ପେଟ୍ରୋଲ, ଡିଜେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ଶେଷ ଭାଗ ହେଉଛି ପାରିପଲେଇ ଛକ ଓ କେନ୍ଦ୍ରାପଡ଼ା ଜିଲାର ଆରମ୍ଭ ସ୍ଥାନଟି ହେଉଛି…
ଦିବ୍ୟାଙ୍ଗ ଧନେଶ୍ୱରଙ୍କୁ ଘର ମିଳୁନାହିଁ
କଳିଙ୍ଗନଗର,୧୮ା୫(ଡି.ଏନ.ଏ.):ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ଅନ୍ତର୍ଗତ ଜରି ଗ୍ରାମର ଧନେଶ୍ୱର ସେଠୀ ଜଣେ ଭୂମିହୀନ ଓ ଦିବ୍ୟାଙ୍ଗ ବ୍ୟକ୍ତି। ଘର ନ ଥିବାରୁ ସେ ଓ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ବାଳମୁକୁଳିଠାରେ ଘର ଭଡ଼ା ନେଇ ରହୁଛନ୍ତି। ଧନେଶ୍ୱର…
୩ ଦିନ ପରେ ବି ପୋଲିସ ହାତ ଖାଲି
କଳିଙ୍ଗନଗର,୧୮ା୫(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ସେନ୍କୋ ଜୁଏଲେରି ଶୋ’ରୁମ୍ ଲୁଟ୍ ଘଟଣାକୁ ବୁଧବାର ୩ ଦିନ ବିତିଛି। ହେଲେ ଡକାୟତମାନଙ୍କୁ ଠାବ କରିବାରେ ପୋଲିସ ବିଫଳ ହୋଇଛି । ମଙ୍ଗଳବାର ପୋଲିସ ଅଭିଯୁକ୍ତମାନଙ୍କ ଫଟୋ ଜାରି କରିବା ସହିତ ସୂଚନାଦାତାଙ୍କୁ ପୁରସ୍କାର…
ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ନିର୍ଦ୍ଦେଶ
ଯାଜପୁର ଟାଉନ,୧୭।୫(ଡି.ଏନ.ଏ.): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲା ପରିଷଦ ସମ୍ମିଳନୀଗୃହରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲାପାଳ…
‘ଆମ ଜମି ଆମକୁ ଫେରାଅ’
ଯାଜପୁର ଅଫିସ,୧୭।୫ : ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ, କଳ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର ଯେ, ସହାନୁଭୂତିଶୀଳ ଏକଥା ମେସ୍କୋ ଷ୍ଟିଲ କାରଖାନା କ୍ଷେତ୍ରରେ ଦେଖିବାକୁ ମିଳୁଛି । ଦୀର୍ଘ ୪ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ…
୩ ଲୁଟେରାଙ୍କ ଫଟୋ ଜାରି କଲା ପୋଲିସ
ଯାଜପୁର ଅଫିସ,୧୭।୫ : ଯାଜପୁର ଜିଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ଦଳା ଛକ ନିକଟରେ ଥିବା ସେନ୍କୋ ଜୁଏଲେରି ଶୋ’ରୁମରୁ ସୋମବାର ହୋଇଥିବା ଡକାୟତି ଘଟଣାରେ ପୋଲିସକୁ ଏକ ବଡ଼ ସୁରାକ ମିଳିଛି। ଶୋ’ରୁମର ଗୁପ୍ତ ସ୍ଥାନରେ ଲାଗିଥିବା ସିସିଟିଭି…
ପର୍ଯ୍ୟଟନ ସ୍ଥଳ ହେବ ନଗଡ଼ା: ମନ୍ତ୍ରୀ ଘଡ଼ାଇ
କାଳିଆପାଣି,୧୭ା୫(ଡି.ଏନ.ଏ.): ଯାଜପୁର ଜିଲାର ନଗଡ଼ା ଏକଦା ଅପପୁଷ୍ଟିର ନିନ୍ଦା ମୁଣ୍ଡାଇଥିବାବେଳେ ଆଜି ପର୍ଯ୍ୟଟନସ୍ଥଳରେ ପରିଣତ ହେବାକୁ ଯାଉଛି। ଆଗାମୀ ଦିନରେ ପର୍ଯ୍ୟଟକମାନେ ପାହାଡ଼ ପାଦଦେଶରେ ଥିବା ସୁକିନ୍ଦାର ଆରାଧ୍ୟ ଦେବୀ ମା’ ଖଣ୍ଡୁରାଇଙ୍କ ଦର୍ଶନ କରିବେ। ଏହାପରେ ୬ କି.ମି. ପିଚୁ…
ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ନିର୍ଦ୍ଦେଶ
ଯାଜପୁର ଟାଉନ,୧୭ା୫(ଡି.ଏନ.ଏ.): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲା ପରିଷଦ ସମ୍ମିଳନୀଗୃହରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲାପାଳ…
‘ଆମ ଜମି ଆମକୁ ଫେରାଅ’
ଯାଜପୁର ଅଫିସ,୧୭ା୫ : ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ, କଳ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର ଯେ, ସହାନୁଭୂତିଶୀଳ ଏକଥା ମେସ୍କୋ ଷ୍ଟିଲ କାରଖାନା କ୍ଷେତ୍ରରେ ଦେଖିବାକୁ ମିଳୁଛି । ଦୀର୍ଘ ୪ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ…
ସାମାନ୍ୟ ବନାନ ତ୍ରୁଟି ପାଇଁ
ଯାଜପୁର ଅଫିସ,୧୭ା୫ : ପୂର୍ବତଟ ରେଳପଥ ଅଧୀନ ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ କରି ଯାଜପୁର ରୋଡ ନାମରେ ନାମିତ କରିବାକୁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛନ୍ତି। ହେଲେ ବିଜ୍ଞାନ ଏବଂ…
ଗେଙ୍ଗୁଟିରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ
ଚଣ୍ଡିଖୋଲ,୧୬।୫(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାସନ ପୁରୁଷୋତ୍ତମପୁର ଅଞ୍ଚଳ ଅମିତ ଖଣ୍ଡାଇ, ମଳୟ ନାୟକ ।…
Archives


