କୋଭିଡ୍ କଟକଣା ମାନିଲେନି ପ୍ରାର୍ଥୀ
ଜଗତ୍ସିଂହପୁର ଅଫିସ, ୨୨ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ଦିନରେ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାର ମୋଟ ୨୬ ଜିଲା ପରିଷଦ ଆସନ ପାଇଁ ୧୦୬ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଶୁକ୍ରବାର ୭୯ ଜଣ ନାମାଙ୍କନ...
ଦଳୀୟ ପ୍ୟାଡ୍ରେ ପ୍ରାର୍ଥୀ ତାଲିକା
ଜଗତ୍ସିଂହପୁର ଅଫିସ, ୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଜଗତ୍ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ଘଟିଛି।...
ଢିଙ୍କିଆରେ ପୋଲିସର ଲାଠିମାଡ଼ ଘଟଣା: ଗୃହ ବିଭାଗକୁ ରିପୋର୍ଟ ତଲବ କଲେ ହାଇକୋର୍ଟ
କଟକ ଅଫିସ,୨୧ା୧: ଜଗତ୍ସିଂହପୁର ଜିଲା ଢିଙ୍କିଆରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅମାନୁଷିକ ଲାଠିମାଡ଼ ଘଟଣାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ନିକଟରୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି। ଏଥିସହ ଢିଙ୍କିଆ ଓ ଆଖପାଖ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ...
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଫୁ: ପ୍ରାର୍ଥୀପତ୍ର ଦାଖଲ ବେଳେ ଶୋଭାଯାତ୍ରାରେ ଆସୁଛନ୍ତି…
କୁଜଙ୍ଗ,୨୦।୧ (ଡି.ଏନ.ଏ.): କୁଜଙ୍ଗ ବ୍ଲକରେ ସମିତିସଭ୍ୟସଭ୍ୟା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ଆସିବାବେଳେ କୋଭିଡ୍ ଗାଇଡଲାଇକୁ ସମ୍ପୂର୍ଣ୍ଣ ଉଲ୍ଲଘଂନ କରିଥିବା ବୁଧବାର ଦେଖିବାକୁ ମିଳିଛି। ଫଳରେ କୁଜଙ୍ଗରେ କୋଭିଡ୍ ସଂକ୍ରମଣ ବଢିବା ଆଶଙ୍କା ପ୍ରକାଶ ପାଇଛି। ସମସ୍ତ ରାଜନୈତିକ ଦଳର...
ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ
ଜଗତ୍ସିଂହପୁର ଅଫିସ, ୧୮ା୧: ଜଗତ୍ସିଂହପୁର ଜିଲାରେ ସୋମବାରଠାରୁ ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡମେମ୍ବର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଜିଲା ପରିଷଦ ସଭ୍ୟ ପାଇଁ କିଛି ଆସନରେ ଏପର୍ଯ୍ୟନ୍ତ...
ଢିଙ୍କିଆବାସୀ-ପୋଲିସ ସଂଘର୍ଷ
କୁଜଙ୍ଗ,୧୫ା୧(ଡି.ଏନ୍.ଏ.): ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜଗତ୍ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ପାନବରଜ ଉଚ୍ଛେଦକୁ ନେଇ ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ଶୁକ୍ରବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଓ ଢିଙ୍କିଆ ଗଁାର ବହୁ ଲୋକ ପରସ୍ପର...
କୁଜଙ୍ଗ ବନାଞ୍ଚଳରେ ୩୯,୧୨୩ ବିଦେଶାଗତ ପକ୍ଷୀ
ପାରାଦୀପ,୧୫ା୧(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା କୁଜଙ୍ଗ ବନାଞ୍ଚଳ ପକ୍ଷରୁ ଚାଲିଥିବା ପକ୍ଷୀଗଣନା କାର୍ଯ୍ୟକ୍ରମ ଶୁକ୍ରବାର ଶେଷ ହୋଇଛି। ଏହି ଅବସରରେ କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିବା ୪ ସ୍ଥାନରେ ପକ୍ଷୀଗଣନା ହୋଇଥିଲା। ଚଳିତବର୍ଷ ଏଠାକୁ ସମୁଦାୟ ୩୯,୧୨୩ ବିଦେଶାଗତ ପକ୍ଷୀ ଆସିଛନ୍ତି।...
ପାରାଦୀପ ସମେତ ୪ ସ୍ଥାନରେ ସରିଲା ପକ୍ଷୀ ଗଣନା
ପାରାଦୀପ,୧୩।୧(ସ୍ବ.ପ୍ର.): କୁଜଙ୍ଗ ବନାଞ୍ଚଳ ପକ୍ଷରୁ ପାରାଦୀପ ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ସରିଛି। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିଛି । ଆଉ ୬ ନୂଆ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ୫ଟି ସେଗମେଣ୍ଟ ପାଇଁ...
ତୈଳ ନିଗମ ପାଇପ ଲାଇନ କାମ ଆରମ୍ଭ
କୁଜଙ୍ଗ,୧୩ା୧ (ଡି.ଏନ.ଏ.): ବିରୋଧ ଯୋଗୁ ଦୀର୍ଘ ୮ମାସ ହେଲା ଅଧାରେ ଅଟକି ଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ବୁଧବାର ପୁଣି ଆରମ୍ଭ ହୋଇଛି। ଭାରତୀୟ ତୈଳ ନିଗମର ୧୨ଶହ ୧୨କିମି ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ଚାଲୁଥିବା ବେଳେ...
ପାନବରଜ ଭାଙ୍ଗିଲେ ୫ଲକ୍ଷ ଜରିମାନା
କୁଜଙ୍ଗ,୧୧।୧(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ସହମତି ଭିତ୍ତିରେ ପାନବରଜ ଭଙ୍ଗା ଚାଲଛି। ଯେଉଁମାନେ କମ୍ପାନୀ ସପକ୍ଷରେ ପାନବରଜ ଭାଙ୍ଗୁଛନ୍ତି ସେମାନଙ୍କ ଉପରେ ଢିଙ୍କିଆ ଗ୍ରାମ କମିଟି କଙ୍ଗାରୁ କୋର୍ଟ ବସାଇ...
ବନ୍ଦରର ବର୍ଦ୍ଧିତ ପ୍ରକଳ୍ପ ଉପରେ ସମୀକ୍ଷା
ପାରାଦୀପ, ୧୧ା୧(ସ୍ବ.ପ୍ର.): କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସଚିବ ଡା.ସଞ୍ଜୀବ ରଞ୍ଜନ ସୋମବାର ପ୍ରଥମ ଥର ପାଇଁ ପାରାଦୀପ ଗସ୍ତ କରିଛନ୍ତି। ତାଙ୍କୁ ସେକ୍ଟର ୨୧ରେ ଥିବା ଜବାହର ଅତିଥି ଭବନରେ ବନ୍ଦର ଅଧ୍ୟକ୍ଷ ପି.ଏଲ...
୩ କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ
ଜଗତ୍ସିଂହପୁର ଅଫିସ, ୧୧ା୧: ଜଗତ୍ସିଂହପୁର ଜିଲାରେ କୋଭିଡ୍- ୧୯ ସୁପରିଚାଳନା ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସୋମବାର ଜିଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ଭିତ୍ତିଭୂମି ଉପରେ ଜିଲାପାଳ କହିଥିଲେ ପାରାଦୀପସ୍ଥିତ କୋଭିଡ୍ ହସ୍ପିଟାଲରେ ୬୫...
Archives


