ଜଗତ୍‌ସିଂହପୁର

ନାବାଳିକାଙ୍କୁ ୪ ଦିନ ଧରି ବଳାତ୍କାର

ପାରାଦୀପ ୪।୯(ସ୍ବ.ପ୍ର.): ପାରାଦୀପରେ ଜଣେ ଆଶାକର୍ମୀଙ୍କୁ ଗଣବଳାତ୍କାର କରାଯିବାର ସପ୍ତାହେ ନ ବିତୁଣୁ ବନ୍ଦର ସହରରେ ପୁଣି ଏକ ଅନୁରୂପ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଲକ୍‌ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗୋଟିଏ ଘରେ ଅଟକ ରଖି ୪ ଦିନ…

୬ ମାସ ବିତିଲା, ଆଶାକର୍ମୀରୁ ନାମ କଟିନି

ପାରାଦୀପ, ୩ା୯ (ସ୍ବ.ପ୍ର.): ଯେକୌଣସି ସରକାରୀ କର୍ମଚାରୀ କିମ୍ବା ସରକାରୀ ଅର୍ଥରେ ପ୍ରତିପୋଷଣ ହେଉଥିବା କର୍ମୀ ଜନପ୍ରତିନିଧି ହେବା ପୂର୍ବରୁ ତାହା ଫେରିଯିବା କଥା। କିନ୍ତୁ ପାରାଦୀପରେ ତା’ର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୌର ଉପାଧ୍ୟକ୍ଷା ଥିବା ଛବିଲତା ରାଉତ ଶାସନରେ…

ମାଦକଦ୍ରବ୍ୟ କାରବାର ବନ୍ଦ ଅଭିଯାନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୩ା୯: ନିଶା ସେବନ ଶରୀର ପାଇଁ କ୍ଷତିକାରକ। ଏଥିପାଇଁ ନିଶା ସେବନରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ମାଧ୍ୟମରେ ବର୍ଷ ବର୍ଷ ଧରି ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏ ବାବଦରେ ସରକାରୀ ଅର୍ଥ ବ୍ୟୟ ହେଉଛି। ଅପରପକ୍ଷରେ…

ସିକ୍ୟୁରିଟି ଗାର୍ଡ ଦେଉଛନ୍ତି ରୋଗୀଙ୍କୁ ଇଞ୍ଜେକ୍‌ଶନ

ନାଉଗାଁ,୧।୯(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ୫ଟି ପଞ୍ଚାୟତର ୨୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଉଛି…

ଜଗତ୍‌ସିଂହପୁର ଜିଲା: ଅଭିମତ ବାକ୍ସ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୧।୯: ଜଗତ୍‌ସିଂହପୁର ଏକ ଶିକ୍ଷିତ ଜିଲା। ଜିଲାର କଳା, ସଂସ୍କୃତି, ସାହିତ୍ୟ ମହାନ୍‌। ବିଜ୍ଞାନ ଓ ରାଜନୀତି ଆଦି କ୍ଷେତ୍ରରେ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି। କିନ୍ତୁ ସମୟଚକ୍ରରେ ଜିଲାରେ ଦୁର୍ନୀତି ଆଶାତୀତ ଭାବେ ବଢ଼ିଛି। ଅତୀତରେ ଅର୍ଥାତ୍‌…

ପିଲାଙ୍କୁ କୋଚିଂ ସେଣ୍ଟରମୁହାଁ କରୁଛନ୍ତି ସରକାରୀ ଶିକ୍ଷକ

ଜଗତ୍‌ସିଂହପୁର ଅଫିସ୍‌, ୩୦ା୮:ବିଦ୍ୟାଳୟସ୍ତରରେ ସରକାରୀ ଶିକ୍ଷକ ବେସରକାରୀ ଭାବେ ଶିକ୍ଷାଦାନ କରି ପାରିବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରୀ ଶିକ୍ଷକ ବେସରକାରୀ ଟ୍ୟୁସନ୍‌ କିମ୍ବା କୋଚିଂ ସେଣ୍ଟର ଆଦିରେ ଶିକ୍ଷାଦାନକୁ ବାରଣ…

ହକି ଖେଳ ପ୍ରତି ଆଗ୍ରହ ବଢ଼ାଅ

ବାଲିକୁଦା,୩୦।୮(ସ୍ବ.ପ୍ର.):ବାଲିକୁଦାସ୍ଥିତ ବୋରିକିନା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀଜାତୀୟ କ୍ରୀଡ଼ାଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଳ ପଟୁଓ୍ବାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ହାଇସ୍କୁଲ ପରିସରରେ ନିର୍ମିତ ମୋ ସ୍କୁଲ ହକି କ୍ଲବର ନୂତନ ଗୃହକୁ ଉଦ୍‌ଘାଟନ କରିଥିଲେ ା ହକି…

୪୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା

ଜଗତ୍‌ସିଂହପୁର ଅଫିସ, ୨୮।୮: ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହୋଇଗଲେ ଅଧିକାଂଶ ବିଲରୁ ଜଳ ନିଷ୍କାସନ ସହଜ ହେଉନି। ଏ ପରିସ୍ଥିତିରେ ଗତ ଲଗାଣ ବର୍ଷା ଓ ବନ୍ୟା ପରେ…

ପୀଡ଼ିତାଙ୍କ ବୟାନ ରେକର୍ଡ

ପାରାଦୀପ,୨୮।୮(ସ୍ବ.ପ୍ର.): ପାରାଦୀପ ଆଦର୍ଶଥାନା ଅଞ୍ଚଳରେ ଆଶାକର୍ମୀଙ୍କୁ ଗଣବଳାତ୍କାର ଘଟଣାରେ ଶନିବାର ପୋଲିସ ମାମଲା (ନଂ.୨୭୫/୨୨)ରୁଜୁ କରିଛି। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇ କୁଜଙ୍ଗ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ପାଖରେ ବୟାନ ରେକର୍ଡ କରାଯାଇଛି। ଏତଦ୍‌ବ୍ୟତୀତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌…

ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ, ୨୭ା୮: ଜଗତ୍‌ସିଂହପୁର ଚାଟରା ବିଶୋଇ ସାହିର ଟୁନି ଦେଈ(୮୩) ୨ ପୁଅ ଓ ଗୋଟିଏ ଝିଅ ଜନ୍ମ କରି ମଧ୍ୟ ଅସହାୟ। କାରଣ ଯେଉଁ ୨ ପୁଅଙ୍କ କାନ୍ଧରେ ଢିରା ଦେଇ ଶେଷ ଜୀବନ କାଟିଦେବେ ବୋଲି ଭାବିଥିଲେ…

ଅଣସଂକ୍ରମିତ ରୋଗ ଔଷଧ ମିଳୁନି

ବାଲିଆ,୨୭ା୮(ସ୍ବ.ପ୍ର.): ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିଛି ଦିନ ହେବ ଅଣସଂକ୍ରମିତ ରୋଗର ଔଷଧ ମିଳୁନାହିଁ। ବିଶେଷ କରି ଡାଇବେଟିସ, ବ୍ଲଡ ପ୍ରେସର, ଶ୍ୱାସ ଭଳି ରୋଗର ଔଷଧ ମିଳୁନାହିଁ। ରୋଗୀମାନେ ଔଷଧ ପାଇଁ ପ୍ରତିଦିନ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନିରାଶ ହୋଇ…

ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର

ଜଗତ୍‌ସିଂହପୁର ଅଫିସ, ୨୬ା୮: ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ, ସିଗାରେଟ୍‌ ଆଦି ନିଶା କାରବାର ଉପରେ ସରକାରୀ କଟକଣା ରହିଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଅନେକ ଶିକ୍ଷାନୁଷ୍ଠାନ ନିକଟରେ ଖୁଲମଖୁଲା ଏହି କାରବାର ଚାଲିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri