ଜଗତ୍‌ସିଂହପୁର

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ବାଲିକୁଦା,୧୧।୨(ସ୍ବ.ପ୍ର.): ବନ୍ଦର ସାମୁଦ୍ରିକ ଥାନା ଅଧୀନ ଫୁଲୁପାଟଣା ଗ୍ରାମର ସୁଜିତ ବେହେରାଙ୍କ ସ୍ତ୍ରୀ ଟୁକୁନିଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ଶନିବାର ରାତିରେ ଜବତ ହୋଇଛି। ଅପରପକ୍ଷେ ଝିଅକୁ ଯୌତୁକ ପାଇଁ ଶାଶୁ ଘର ଲୋକେ ହତ୍ୟା କରିଛନ୍ତି ବୋଲି ବାପଘର…

ନିଲାମ ଅବଧି ସରିଥିଲେ ବି ଚାଲିଛି ବେଆଇନ ବାଲି ଉଠାଣ

କୁଜଙ୍ଗ/ରାହାମା,୧୧ା୨(ଡି.ଏନ୍‌.ଏ.): କୁଜଙ୍ଗ ତହସିଲ ଅନ୍ତର୍ଗତ କଳଦ୍ୱୀପ ବାଲି ସଇରାତ୍‌ର ନିଲାମି ମିଆଦ ପୂରିଥିଲେ ମଧ୍ୟ ରାତିରେ ବାଲି ଚୋରା ଚାଲାଣ ଚାଲିଛି। ଏନେଇ ଶୁକ୍ରବାର ଭାଜପା ଯୁବ ମୋର୍ଚ୍ଚା କୁଜଙ୍ଗ ବ୍ଲକ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଉକ୍ତ…

ଜଗତ୍‌ସିଂହପୁର କୋର୍ଟରେ ସୋମାଲିକାଙ୍କ ବୟାନ ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୧୧ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଧାୟକ ଦାସଙ୍କ ବିରୋଧରେ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର…

ମେରାଇନ୍‌ ରାସ୍ତାକୁ ବିପଦ

ପାରାଦୀପ,୯ା୨(ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦ ସୀମାଠାରୁ ତୈଳ ବିଶୋଧନାଗାର ସାଉଥଗେଟ୍‌ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଏବେ ଅବାଧରେ ବାଲି ଓ ମାଟି ଖୋଳା ଯାଉଥିବା ଦେଖିବାକୁ ମିଳିଛି। ଏହାଦ୍ୱାରା କେତେକ ଜାଗାରେ ସମୁଦ୍ର ଢେଉ ମେରାଇନ୍‌ ରାସ୍ତା ପାଖରେ ପହଞ୍ଚତ୍ ଗଲାଣି। ଏହାକୁ…

୩ ହୁଣ୍ଡିରୁ ବାହାରିଲା ୧୩ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ, ୮ା୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିର ପରିସର ହୁଣ୍ଡି ଖୋଲିବା କାର୍ଯ୍ୟ ୬ ମାସ ପରେ ଆରମ୍ଭ ହୋଇଛି। ପ୍ରଥମ ଦିନ ଅର୍ଥାତ୍‌ ମଙ୍ଗଳବାର ମୋଟ ୮ଟି ୩ଟି ଖୋଲାଯାଇ ୧୨,୬୪,୨୪୫ ଟଙ୍କା ସଂଗ୍ରହ କରାଯାଇଛି…

ଶୁଆକଣରେ ଜଳ ଜୀବନ ମିଶନ ଦିଗହରା

ନାଉଗଁା, ୮ା୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଶୁଆକଣ ଗଁାର ଚତୁଃପାର୍ଶ୍ୱକୁ ଦେବୀ ନଦୀ ଘେରି ରହିଛି। ଏହି ଗଁାଟି ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ପାନୀୟ ଜଳର ସମସ୍ୟା ଲାଗି ରହିଛି। ସମୁଦ୍ର ତଟବର୍ତ୍ତୀ…

ଯୁଦ୍ଧାସ୍ତ୍ର ପରୀକ୍ଷଣ ପାଇଁ ସମୁଦ୍ରରେ ୩ ଦିନିଆ କଟକଣା

ପାରାଦୀପ,୭।୨(ସ୍ବ.ପ୍ର.):ଉପକୂଳବର୍ତ୍ତୀ ଓଡିଶାର ୪ ଜିଲାର ମତ୍ସ୍ୟଜୀବୀଙ୍କ ପାଇଁ ଫେବୃୟାରୀ ୮ରୁ ୧୦ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଜାରି କରାଯାଇଛି। ପ୍ରତିରକ୍ଷା ବିଭାଗ ଚାନ୍ଦିପୁର ପକ୍ଷରୁ ଜାରି ବିଜ୍ଞପ୍ତିରୁ ମିଳିଥିବା ସୂଚନା ଅନୁସାରେ, ଏହି ୩ ଦିନ ସମୁଦ୍ରରେ କିଛି ଯୁଦ୍ଧାସ୍ତ୍ର ପରୀକ୍ଷଣ…

୧୫ ଦିନର ଶିଶୁପୁତ୍ରକୁ ଛାଡ଼ି ମା’, ବାପା ଫେରାର

ଜଗତ୍‌ସିଂହପୁର ଅଫିସ,୬ା୨: ଜଗତ୍‌ସିଂହପୁର ସଦର ମହକୁମା ଚର୍ଚ୍ଚିକା ବଜାର ନିକଟ ମୁଣ୍ଡା ସାହିରେ ରହୁଥିବା ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତି ତାଙ୍କ ୧୫ ଦିନର ଶିଶୁ ପୁତ୍ରକୁ ପୋକପୁରର ଜଣେ ବ୍ୟକ୍ତିଙ୍କୁ ଦେଇ ସ୍ତ୍ରୀ ଏବଂ ଆଉ ଏକ ପୁଅଙ୍କ ସହ…

ଆବାସ ଯୋଜନାରେ ଅନିୟମିତତା: ବ୍ଲକ ଘେରାଉ

ଏରସମା/କୁଜଙ୍ଗ/ବିରିଡି/ବାଲିଆ/ରଘୁନାଥପୁର/ନାଉଗାଁ, ୪ା୨(ସ୍ବ.ପ୍ର./ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୟମିତତା ହୋଇଥିବା ଅଭିଯୋଗ କରି ଶବିବାର ଭାଜପା ପକ୍ଷରୁ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ବ୍ଲକରେ ଘେରାଉ କରାଯାଇ ବିଡିଓଙ୍କୁ ଦାବି ପତ୍ର ଦିଆଯାଇଛି। ଏନେଇ ଏରସମାରେ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏଥିରେ ଭାଜପା ଓବିସି…

ପ୍ରଧାନମନ୍ତ୍ରୀ ଆବାସ ତଦନ୍ତରେ ଦୁର୍ନୀତି

ରଘୁନାଥପୁର,୪।୨(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତ ବେଳେ ରଘୁନାଥପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତରେ ଦୁର୍ନୀତି ହୋଇଥିବା ନେଇ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତଦନ୍ତବେଳେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଇ ଅଯୋଗ୍ୟମାନଙ୍କୁ ତାଲିକାଭୁକ୍ତ କରାଯାଇଛି ବୋଲି…

ତିର୍ତ୍ତୋଲ ବିଧାୟକଙ୍କ ନାମରେ ମାମଲା ରୁଜୁ

ଜଗତ୍‌ସିଂହପୁର ଅଫିସ, ୪ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ପ୍ରତାରଣା ଅଭିଯୋଗ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଗତ୍‌ସିଂହପୁର ଥାନାରେ ମାମଲା (ନଂ. ୯୫/୨୩) ରୁଜୁ କରାଯାଇଛି। ଏନେଇ ଜଗତ୍‌ସିଂହପୁର ଥାନା ଆଇଆଇସିଙ୍କୁ ଆଉ ଥରେ ସଦ୍ୟ ଅଭିଯୋଗ କରିବାକୁ କୋର୍ଟ…

ପାରାଦୀପରେ ପ୍ରଦୂଷଣ, ଗଛ ବଞ୍ଚିବା ପାଇଁ ସଂଘର୍ଷ କରୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ। ଏଠାରେ ପ୍ରଦୂଷଣ ଯୋଗୁ ଗଛ ଉପରେ କଳା ଓ ରଙ୍ଗର ଆସ୍ତରଣ ଜମି ରହୁଛି। ଫଳରେ ଗଛ ବଞ୍ଚିବା ପାଇଁ ଏବେ ସଂଘର୍ଷ କରୁଛି। ଦେଶର ଯେଉଁ ୮୮ ସହର ଅତ୍ୟଧିକ ପ୍ରଦୂଷିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri