ଜଗତ୍‌ସିଂହପୁର

୩୦ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ବାଲିକୁଦା,୭ା୪(ସ୍ବ.ପ୍ର.): ୩୦ ବର୍ଷ ଧରି ଫେରାର୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ବାଲିକୁଦା ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧୀନ ବରମୁଣ୍ଡଳୀ ପଞ୍ଚାୟତ ବରଦିଆ (ଫୁଲବେଲାରୀ) ଗଁାର…

ଏନ୍‌ଏମ୍‌ଏମ୍‌ଏସ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ

ନାଉଗଁା,୬ା୪(ସ୍ବ.ପ୍ର): ଭାରତ ସରକାରଙ୍କର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏକ ଗୁରୁତ୍ୱପୂନ୍ନ ଯୋଜନା। ଏହାର ସଫଳ ରୂପାୟନ କରାଯିବା ସହ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ୨୦୨୨ ମେ…

ସମୁଦ୍ରରେ ହ୍ରାସ ପାଉଛି ମତ୍ସ୍ୟ ସମ୍ପଦ

ପାରାଦୀପ,୬ା୪(ସ୍ବ.ପ୍ର.): ଅଣସଙ୍ଗଠିତ କ୍ଷେତ୍ରରେ ସର୍ବାଧିକ ରୋଜଗାର ମାଧ୍ୟମ ଥିବା ମତ୍ସ୍ୟ ଶିଳ୍ପ ଏବେ ବିପଦରେ। କାରଣ ସମୁଦ୍ରରେ ଏବେ ମାଛ ବଂଶ ଲୋପ ପାଇବାରେ ଲାଗିଛି। ଯେଉଁଥିପାଇଁ ସମୁଦ୍ରରେ ମାଛଧରି ପେଟ ପୋଷୁଥିବା ମତ୍ସ୍ୟଜୀବୀ ରୋଜଗାର ବିହୀନ ହେବାରେ ଲାଗିଛନ୍ତି। ଏପରିକି…

ମୁଖ୍ୟାଳୟରେ ସରକାରୀ କର୍ମଚାରୀ ରହୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୬ା୪: ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକ ମୁଖ୍ୟାଳୟରେ ରହୁନାହାନ୍ତି। ଏପରି କି ଜିଲା ମୁଖ୍ୟାଳୟରେ ମଧ୍ୟ ରହୁ ନ ଥିବା ଗୁରୁତର ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, କେତେଜଣ ସରକାରୀ ଗାଡିର ଦୁରୂପଯୋଗ…

‘ମହିଳାଙ୍କ ସ୍ବାବଲମ୍ବୀ ପାଇଁ ମିଶନ ଶକ୍ତି କାଫେ ଏକ ବଳିଷ୍ଠ ମାଧ୍ୟମ’

ରଘୁନାଥପୁର,୫।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାପାଳ ପାରୁଲ ପଟୱାରି, ଉପଜିଲାପାଳ ମହେନ୍ଦ୍ର କୁମାର ମଲ୍ଲିକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲା ପରିଷଦ ରୁଦ୍ରନାରାୟଣ ଦାଶ ମଙ୍ଗଳବାର ନୂତନ ଭାବେ ଖୋଲାଯାଇଥିବା ଅନ୍ନପୂର୍ଣ୍ଣା ମିଶନଶକ୍ତି କାଫେ ପରିଦର୍ଶନରେ ଆସିିଛନ୍ତି। ରଘୁନାଥପୁର ବ୍ଲକ ମହିଳା ମହାସଂଘ…

ଜଳପଥରେ ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଚାଲିଛି

ପାରାଦୀପ,୫।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ସମେତ ଦେଶର ସମସ୍ତ ବନ୍ଦର ଭିତ୍ତିକ ସହରରେ ବୁଧବାର ୬୦ ତମ ଜାତୀୟ ନୌବାଣିଜ୍ୟ ଦିବସ ପାଳନ ହେବ। ଏଥିପାଇଁ ପ୍ରତ୍ୟେକ ବନ୍ଦର କର୍ତ୍ତୃପକ୍ଷ ଓ ସେଠାରେ ଥିବା ବ୍ୟବହାରକାରୀ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏବେ…

ଗ୍ରାମ୍ୟ ଜଙ୍ଗଲରୁ ମାଟି ଖୋଳାଯାଉଛି

ନାଉଗାଁ,୪।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ଅଞ୍ଚଳକୁ ସଂଯୋଗୀକରଣ ରାସ୍ତାଗୁଡ଼ିକର ପୁନଃ ନିର୍ମାଣ ଓ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏହିସବୁ ରାସ୍ତାପାର୍ଶ୍ୱ ହେଉ ବା ନୂତନ ଭାବେ ନିର୍ମିତ ରାସ୍ତା ପୋତିବା ପାଇଁ…

ବିନା କାମରେ ଜବ୍‌କାର୍ଡଧାରୀଙ୍କ ନାମରେ ଉଠୁଛି ଟଙ୍କା

ନାଉଗାଁ,୪।୪(ସ୍ବ.ପ୍ର): ନାଉଗାଁ ବ୍ଲକରେ ଏମ୍‌ଜିଏନ୍‌ଆରଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି)ରେ ବହୁ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଅର୍ଥକୁ ଯନ୍ତ୍ରୀ, ଠିକାଦାର, ରାଜନେତା ଓ ଜିଆରଏସ୍‌ ମିଳିତ ଭାବେ ହାତେଇବାକୁ ପଛାଉ ନାହାନ୍ତି। ଏମ୍‌ଜିଏନ୍‌ଆରଇଜିଏସ୍‌ କେନ୍ଦ୍ର ସରକାରଙ୍କ…

ବର୍ଷାରେ ଧସିଲା ୧୦ ନଂ. କେନାଲ ମାଟି

ଜଗତ୍‌ସିଂହପୁର ଅଫିସ,୩ା୪: ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନର ମନମାନିକୁ ନେଇ ଅସନ୍ତୋଷ ବଢ଼ୁଛି। ଗତ ୨ ଦିନ ହେବ ବର୍ଷା ଯୋଗୁ ଜଗତ୍‌ସିଂହପୁର ସହର ବଙ୍ଗଳା ଛକ ନିକଟ ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣାଧୀନ ବକ୍ସ…

ଶିକ୍ଷାନୁଷ୍ଠାନରେ କମ୍‌ ତାଲିକାରେ ଅଧିକ ଶିକ୍ଷକ

ନାଉଗାଁ,୨।୪(ସ୍ବ.ପ୍ର.): ନାଉଗାଁରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ସମୁଦାୟ ୭୯ଟି ରହିଛି। ଏସବୁ ବିଦ୍ୟାଳୟ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା ଓ ମଧ୍ୟାହ୍ନଭୋଜନର ତଦାରଖ ପାଇଁ ୯ଟି କ୍ଲଷ୍ଟର ରହିଛି। ଏହି ୯ କ୍ଲଷ୍ଟରରେ…

୪୦ ହଜାର ହେକ୍ଟର ମୁଗ ଫସଲ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୧ା୪: ଜଗତ୍‌ସିଂହପୁର ଜିଲାରେ ଚଳିତବର୍ଷ ପାଖାପାଖି ୪୦ ହଜାର ହେକ୍ଟର ଜମିରେ ହୋଇଥିବା ମୁଗଚାଷ ମଧ୍ୟରୁ ଅଧିକାଂଶ ବହୁମାତ୍ରାରେ ପ୍ରଭାବିତ ହୋଇଛି। କାଳବୈଶାଖୀ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁ କିଛି ଜମିରେ ମୁଗ ଭଲ ସ୍ଥିତିରେ…

ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩୧ା୩: ଏପ୍ରିଲ ୩ରେ ଜଗତ୍‌ସିଂହପୁର ଜିଲା ପ୍ରତିଷ୍ଠା ଦିବସ। ଏନେଇ ପ୍ରସ୍ତୁତି ଏକପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଜ୍ଞାପନ ପତ୍ର ସଂଖ୍ୟା ନଂ. ୩୬୭/…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri