ଜଗତ୍‌ସିଂହପୁର

ଗଣତନ୍ତ୍ରର ୩ ସ୍ତମ୍ଭକୁ ଧରି ରଖିଛି ଗଣମାଧ୍ୟମ

ଜଗତ୍‌ସିଂହପୁର, ୨୬।୭ (ପ୍ରମୋଦ କୁମାର ନାୟକ ) ଗଣତନ୍ତ୍ରର ୩ଟି ସ୍ତମ୍ଭ କଥା ଆମେ ଜାଣିଛନ୍ତି, କିନ୍ତୁ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଉଛି। ଏହା ଆଜିର ସମାଜରେ ସବୁଠାରୁ ମୁଖ୍ୟ ତତ୍ତ୍ବ। ଆମେ ଯେତେବେଳେ ଶିବଙ୍କ ପାଖରେ ବେଲପତ୍ର ଅର୍ପଣ...

ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମ, ଯୁବପିଢ଼ିଙ୍କ ଭୂମିକା ସମାନ

ଜଗତ୍‌ସିଂହପୁର, ୧୯।୭(ପ୍ରମୋଦ କୁମାର ନାୟକ): ଭାରତ ହେଉଛି ବିଶ୍ୱର ଶ୍ରେଷ୍ଠ ଓ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଏ ରାଷ୍ଟ୍ରରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ଗଣମାଧ୍ୟମ ସହ ଯୁବପିଢ଼ି ମଧ୍ୟ ସମାନ ଭୂମିକା ନିର୍ବାହ କରିବାର ଅଛି। ଗଣମାଧ୍ୟମ ଗଣତନ୍ତ୍ରର...

୧୭ ଘଣ୍ଟା ପରେ ଉଦ୍ଧାର ହେଲା କାଉଡ଼ିଆଙ୍କ ମୃତଦେହ

ଜଗତସିଂହପୁର,୧୭ା୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ଆଳିପିଙ୍ଗଳ ନିକଟ ଦେବୀ ନଦୀର ଅପରପାର୍ଶ୍ୱ କେତକେଶ୍ୱର ଘାଟରେ ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ଗ୍ରାମର ରମେଶ ପ୍ରଧାନଙ୍କ ପୁଅ ଭୋଳା (୧୪) ରବିବାର ଅପରାହ୍ନରେ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଜନସାଧାରଣ ଓ...

ମାଛଗାଁ କେନାଲ ଭାଙ୍ଗି ତରିକୁନ୍ଦ, ଦଳେଇଘାଇ ନିକଟରେ ଘାଇ

ଜଗତ୍‌ସିଂହପୁର,୧୭ା୭(ପ୍ରମୋଦ ନାୟକ): ବିରିବାଟୀଠାରୁ ଜଗତ୍‌ସିଂହପୁର ଦେଇ ଲମ୍ବିଥିବା ମାଛଗାଁ କେନାଲର ତରିକୁନ୍ଦ ଓ ଦଳେଇଘାଇ ନିକଟରେ ଯଥାକ୍ରମେ ୨୦ ଓ ୧୫ ଫୁଟର ଘାଇ ହୋଇଛି। ଫଳରେ ଜଗତ୍‌ସିଂହପୁର-କନ୍ଦରପୁର ୫୫ ନଂ. ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚରେ ଜଳ...

ଦେବୀ ନଦୀରେ ଭାସିଗଲେ କାଉଡ଼ିଆ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ଆଳିପିଙ୍ଗଳ ନିକଟ ଦେବୀ ନଦୀରେ ରବିବାର ଏକ ଅଘଟଣ ଘଟିଛି। ଆଳିପିଙ୍ଗଳ ଆରପଟ କେତକେଶ୍ୱର ଘାଟରୁ ଜଣେ ନାବାଳକ କାଉଡିଆ ନଦୀରେ ଭାସି ଯାଇଛନ୍ତି। ନାବାଳକ ଜଣକ ହେଲେ ତିର୍ତ୍ତୋଲ ଥାନା ବିଦ୍ୟାଧରପୁର...

ଚିରଞ୍ଜୀବଙ୍କ ନିଲମ୍ବନ: କର୍ମୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା

 ଜଗତ୍‌ସିଂହପୁର ଅଫିସ, ୧୬।୭: ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ କଂଗ୍ରେସରୁ ନିଲମ୍ବନ କରାଯିବା ପରେ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏହି ନିଷ୍ପତ୍ତି ବିରୋଧରେ ଜିଲା...

ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଆହତ ଡଲ୍‌ଫିନ୍‌

ପାରାଦୀପ,୧୬ା୭(ଶରତ ରାଉତ): ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ପୋତାଶ୍ରୟ ମଧ୍ୟରେ ରବିବାର ସକାଳେ ଏକ ଆହତ ଡଲଫିନ୍‌ ଦେଖିବାକୁ ମିଳିଛି। ପୋତାଶ୍ରୟର ୪ ନମ୍ବର ବର୍ଥରେ ଥିବା ଏକ ଅଚଳ ବୋଟ୍‌ ମଧ୍ୟରେ ଡଲଫିନ୍‌ ଆତଯାତ ହେଉଛି। ଆହତ ଥିବାରୁ...

ଚିରଞ୍ଜୀବଙ୍କ ନିଲମ୍ବନ: ଯୁବ କଂଗ୍ରେସର ପ୍ରତିବାଦ

ଜଗତ୍‌ସିଂହପୁର ଅଫିସ,୧୬।୭ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ କଂଗ୍ରେସରୁ ନିଲମ୍ବନ କରାଯିବା ପରେ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏହି ନିଷ୍ପତ୍ତି ବିରୋଧରେ ଜିଲା ଯୁବ କଂଗ୍ରେସ...

କେନାଲରେ ପାଣି ନାହିଁ, ତଳି ପ୍ରଭାବିତ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ)ପ୍ରତିବର୍ଷ ଜୁନ ଶେଷ ସୁଦ୍ଧା କେନାଲରେ ପାଣି ଆସିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମାଛଗାଁ ମୁଖ୍ୟ କେନାଲର ୧୯(ଏ) ଡିଷ୍ଟ୍ରିବ୍ୟୁଟାରୀରେ ପାଣି ନାହିଁ । ଅନ୍ୟପଟେ ଚଳିତବର୍ଷ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଛି...

ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ

କୁଜଙ୍ଗ,୧୪।୭ (ମନୋଜ ପ୍ରଧାନ): ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୦୧ରେ କୁଜଙ୍ଗରେ ବନବିହାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ୧୨୨ବର୍ଷର ହାଇସ୍କୁଲକୁ ୫-ଟି ଯୋଜନାରେ ରୂପାନ୍ତରଣ କରାଯାଇଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି।  ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ...

ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାଙ୍କୁ ମିଳିବ ଚାଉଳ

ଜଗତ୍‌ସିଂହପୁର, ୧୧ା୭ (ପ୍ରମୋଦ କୁମାର ନାୟକ): ପାଠ ପଢିବା ସମୟରେ ଅନେକ ପିଲା ଭିନ୍ନକ୍ଷମ ଓ ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟ ଯାଇପାରୁ ନାହାନ୍ତି। ଏଥିଯୋଗୁ ସେମାନେ ପ୍ରଚଳିତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚତ୍ତ ହେଉଛନ୍ତି। ଏହା ଉପରେ ମଣ୍ଟୁ ଦାସ ନାମକ...

ପରିବା ଦର ନିୟନ୍ତ୍ରଣ ବାହାରେ

ଜଗତ୍‌ସିଂହପୁର, ୧୦ା୭ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ସମ୍ପ୍ରତି ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏବେ କୌଣସି ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ଟମାଟୋ କିଲୋଗ୍ରାମ ପ୍ରତି ଦର ୧୨୦ ଟଙ୍କାରେ ପହଞ୍ଚତ୍ଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri