ଜଗତ୍‌ସିଂହପୁର

ରାଜନୈତିକ ସମୀକରଣ ବଦଳିବା ସମ୍ଭାବନା: ଖୁବ୍‌ଶୀଘ୍ର ଭାଜପାରେ ମିଶିପାରନ୍ତି ଲଲାଟେନ୍ଦୁ

ଜଗତ୍‌ସିଂହପୁର, ୮ା୪(ପ୍ରମୋଦ କୁମାର ନାୟକ):ଏକଦା ଓଡ଼ିଶା ରାଜନୀତିରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସ୍ବର୍ଗତ ବାସୁଦେବ ମହାପାତ୍ରଙ୍କ ନଁା ଥିଲା। ଜଗତ୍‌ସିଂହପୁର ଜିଲାରେ ସେ ବେଶ୍‌ ଲୋକପ୍ରିୟ ଥିଲେ। ସେ ୩ ଥର ଅର୍ଥାତ୍‌ ୧୯୭୧, ୧୯୭୪ ଓ ୧୯୮୦…

ଅରିନ୍ଦମ ହେଲେ କଟକ ଜିଲାପାଳ, ଜଗତସିଂହପୁର ପାଇଁ…

କଟକ/ଜଗତସିଂହପୁର,୫ା୪: ଶୁକ୍ରବାର କଟକର ନୂଆ ଜିଲାପାଳ ନିଯୁକ୍ତ ହୋଇଛନ୍ତି। ଆଏଏସ୍‌ ଅରିନ୍ଦମ ଡାକୁଆ କଟକର ନୂଆ ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଜଗତସିଂହପୁର ପାଇଁ ମଧ୍ୟ ନୂଆ ଜିଲାପାଳ ଭାବେ ଆଇଏସ୍‌ ଅନୁପମ ଶାହା ନିଯୁକ୍ତ ହୋଇଛନ୍ତି। ପୂର୍ବରୁ କଟକ…

ବିଧାୟକଙ୍କୁ ଟିକେଟ ନ ଦେବାକୁ ଦାବି

କୁଜଙ୍ଗ,୫।୪ (ମନୋଜ ପ୍ରଧାନ):ପାରାଦୀପରେ ବିଜେଡି ଟିକେଟକୁ ନେଇ ଉଠିଥିବା ଝଡ଼ ଥମିବାର ନାଁ ଧରୁନାହିଁ । ଏନେଇ ଦୀର୍ଘ ଦୁଇମାସ ହେବ ବିଜେଡିର କେତେଜଣ ଅସନ୍ତୁଷ୍ଟ କର୍ମୀ ଓ ଦଳୀୟ ସରପଞ୍ଚ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ସମାବେଶ କରିଆସୁଥିଲେ ।…

ଟିକେଟ୍‌ ନ ମିଳିବାରୁ ରାଗରେ ନିଆଁବାଣ ହେଲେ ଅମରେନ୍ଦ୍ର

ଜଗତ୍‌ସିଂହପୁର, ୫ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଟିକେଟକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କସରତର ଅନ୍ତ ଘଟିଛି। ପ୍ରଶାନ୍ତ ମୁଦୁଲି ଦଳୀୟ ଟିକେଟ ପାଇବା ଘୋଷଣା ପରେ ଅନ୍ୟତମ ପ୍ରମୁଖ ଆଶାୟୀ ଅମରେନ୍ଦ୍ର ଦାସ…

ଏଥର ପାରାଦୀପରୁ କିଏ ହେବେ ବିଜେଡି ପ୍ରାର୍ଥୀ, କଟିବ ସମ୍ବିତଙ୍କ ଟିକେଟ୍‌!

ଭୁବନେଶ୍ୱର, ୪।୪: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେଡି ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ହେଲେ ଏଥିରେ ପାରାଦୀପର ନାଁ ନାହିଁ। ତେବେ ପାରାଦୀପରୁ ବିଜେଡି କାହାକୁ ଟିକେଟ୍‌ ଦେବ ସେନେଇ ଚର୍ଚ୍ଚା ଜାରି…

ବାଲିକୁଦା-ଏରସମା, ପାରାଦୀପ ଅଙ୍କ ଛିଣ୍ଡୁନି

ଜଗତ୍‌ସିଂହପୁର, ୪ା୪(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଏଥିମଧ୍ୟରେ ବିଜେଡି ୨ଟି ଅର୍ଥାତ୍‌ ଜଗତ୍‌ସିଂହପୁର ଏବଂ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ପୂର୍ବରୁ ଭାଜପା ତିର୍ତ୍ତୋଲ ଓ ପାରାଦୀପ ଆସନ ପାଇଁ ପ୍ରାର୍ଥୀ…

ପ୍ରଶାନ୍ତଙ୍କୁ ଟିକେଟ, ଚିରଞ୍ଜୀବଙ୍କ ସମର୍ଥକ ନିରାଶ

ଜଗତ୍‌ସିଂହପୁର, ୪।୪(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ବୁଧବାର ବିଜେଡି ପୁଣି ଭରସା କରିଛି। ତାଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନମଣ୍ଡଳୀରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡିର ଗୋଟିଏ ଗୋଷ୍ଠୀ ଅର୍ଥାତ୍‌ ପ୍ରଶାନ୍ତଙ୍କ…

ରଘୁନାଥଙ୍କ ପାଇଁ ଅଡୁଆ ଏକାଧିକ ଆଶାୟୀ

ଜଗତ୍‌ସିଂହପୁର,୨୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି ପୂରାପୂରି ଗୋଳିଆ ହୋଇଯାଇଛି। ଗତ ଜାନୁଆରୀରେ ବିଜେଡି ବିଶୃଙ୍ଖଳା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ସିଧାସଳଖ ପୂର୍ବତନ…

ବେଆଇନ ଇଟାଭାଟି: ପୋଡ଼ା ଚାଲିଛି ଇଟା

ନାଉଗାଁ,୨ା୪(ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ତାପମାତ୍ରା ବୃଦ୍ଧିକୁ ନଜରରେ ରଖି ଇଟାଭାଟିଗୁଡିକ ଉପରେ ରୋକ ଲଗାଯାଇଛି। କିନ୍ତୁ ନାଉଗାଁ ବ୍ଲକରେ ବେଆଇନ ଭାବେ…

ପଣ୍ୟ କାରବାରରେ ପାରାଦୀପ ବନ୍ଦର ୧ ନମ୍ବର:ଦୀନଦୟାଲ କାଣ୍ଡଲା ପୋର୍ଟ ପଛରେ ରହିଗଲା

ପାରାଦୀପ,୨ା୪(ଶରତ ରାଉତ):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଚଳିତ ଆର୍ଥିକ ବର୍ଷରେ ରେକର୍ଡ ୧୪୫.୩୮ ଏମ୍‌ଏମ୍‌ଟି (ମିଲିୟନ ମେଟ୍ରିକ ଟନ) ପଣ୍ୟ କାରବାର କରିଛି, ଯାହା ଦେଶର ସମସ୍ତ ବୃହତ୍‌ବନ୍ଦର କ୍ଷେତ୍ରରେ ସର୍ବାଧିକ। ଫଳରେ ପାରାଦୀପ ଏବେ ଦେଶରେ ୧…

ବିଜେଡିରେ ଆଶାୟୀ ସଂଖ୍ୟା ବଢ଼ି ଚାଲିଛି

ଜଗତ୍‌ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଆଶାୟୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁନନ୍ଦନ ଦାସ ବିଧାୟକ ଅଛନ୍ତି। ସେ ଏଥର ପୁଣିଥରେ…

ଆଳିପିଙ୍ଗଳ ନିକଟରେ ୪ ବେଆଇନ ବାଲିଘାଟ

ଜଗତ୍‌ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହରଠାରୁ ମାତ୍ର ୬/୭ କିଲୋମିଟର ଦୂର ଦେବୀ ନଦୀର ଆଳିପିଙ୍ଗଳ ନିକଟରେ ୪ଟି ବେଆଇନ ବାଲି ଘାଟ ଚାଲିଛି। ଯେଉଁ କାରଣରୁ ପ୍ରତ୍ୟହ ବହୁ ହାଇୱା, ଟ୍ରକ, ଟ୍ରାକ୍ଟର ଓ ୪୦୭ ଆଦିରେ ବାଲି ଚୋରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri