ଜଗତ୍‌ସିଂହପୁର

ସାକି, ସୀତାଙ୍କ ନିଆରା ରଜ ଉତ୍ସବ

ପାରାଦୀପ,୧୪ା୬(ସ୍ବ.ପ୍ର.): ସାକି ପରିଡ଼ା ଓ ସୀତା ମୁର୍ମୁ। ସେମାନଙ୍କ ଏବେର ଠିକଣା ସନ୍ତୋଷୀ ଜରାଶ୍ରମ, ବାଲିଝରା, ଓ୍ବାର୍ଡ ନଂ.୫, ପାରାଦୀପ। ପୂର୍ବର ଠିକଣା ଜଣାନାହିଁ। ଉଭୟଙ୍କ ବୟସ ୮୩ ବର୍ଷ ହୋଇଥିଲେ ମଧ୍ୟ ସରକାରୀ ଭତ୍ତା ମିଳୁ ନ ଥିଲା। କେତେଜଣ…

ବର୍ଷାକୁ ପାଉନି ଭରସା :ବିହନ ବୁଣିବାକୁ ଡରୁଛନ୍ତି ଚାଷୀ

ଜଗତ୍‌ସିଂହପୁର ଅଫିସ,୧୪ା୬: ବିଗତ ବର୍ଷଗୁଡିକ ତୁଳନାରେ ଚଳିତବର୍ଷ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବର୍ଷା ପରିମାଣ କମିଛି। ଆଗକୁ ମଧ୍ୟ ଆଶାଜନକ ବର୍ଷା ହେବନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଯାହାବି ହେଉ ରଜ ପରେ…

୧୪ରୁ ଖୋଲିବ ମାଛଧରା ବନ୍ଦର, ସଜେଇ ହେଲେଣି ମତ୍ସ୍ୟଜୀବୀ

ପାରାଦୀପ,୧୨ା୬(ସ୍ବ.ପ୍ର.): ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସୁଦୃଢ କରୁଥିବା ପାରାଦୀପର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ଦୀର୍ଘ ୨ ମାସ ଧରି ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଚଳଚଞ୍ଚଳ ହୋଇଛି। ଅର୍ଥାତ ସାମୁଦ୍ରିକ ମାଛ ଧରା କ୍ଷେତ୍ରରେ ଲାଗିଥିବା କଟକଣା ଆସନ୍ତା ୧୪…

ସ୍ଥାଣୁ ପାଲଟିଲାଣି ଜିଲା ଅବକାରୀ ବିଭାଗ : ୧୧ ପଦବୀ ଖାଲି, ଅନିଶ୍ଚିତତାରେ ଅବକାରୀ ଥାନା

ଜଗତ୍‌ସିଂହପୁର ଅଫିସ,୧୨ା୬: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ଅନୁମୋଦିତ ୪୧ ପଦବୀରୁ ୧୧ଟି ଖାଲିପଡିଛି। ସେହିପରି ଜିଲାରେ ହେବାକୁ ଥିବା ଅବକାରୀ ଥାନାଗୁଡିକ ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଏଥିଯୋଗୁ ଜିଲାରେ ଅବାଧରେ ବେଆଇନ…

ଆଗକୁ ବର୍ଷା, ବଢିଲା ଜଳନିଷ୍କାସନ ଚିନ୍ତା : ହଳଦୀପାଣି ନଦୀପଥ ମୁକ୍ତ କରିବାକୁ ଦାବି

ବାଲିକୁଦା,୧୧ା୬(ସ୍ବ. ପ୍ର): ପାରାଦୀପ ସଂଲଗ୍ନ ୭ ପଞ୍ଚାୟତର ୨୯ ରାଜସ୍ବ ଗ୍ରାମର ବର୍ଷାଦିନିଆ ଦୁଃଖ ହେଲା ହଳଦୀପାଣି ନଦୀ। ଭୁତମୁଣ୍ଡାଇ ପଞ୍ଚାୟତଠାରୁ ବିଶ୍ୱାଳି,କୋଠି, ବଗଦିଆ, ନୂଆଗଡ଼, ପାରାଦୀପ ଗଡ଼ ଦେଇ ବର୍ଷାଜଳ ନିଷ୍କାସନର ଏହା ଏକମାତ୍ର ମାଧ୍ୟମ ଥିଲା। ୧୯୬୦ରେ କଟକ-ପାରାଦୀପ…

ତହସିଲ କାର୍ଯ୍ୟାଳୟରେ ନାହିଁ ପିଇବା ପାଣି

ନାଉଗଁ।,୧୧ା୬(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା କରିବାକୁ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି। ମାତ୍ର ଖୋଦ୍‌ ସରକାରୀ କାର୍ଯ୍ୟାଳୟରେ ଏହି ସୁବିଧା ନ ଥିବାରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ନାଉଗଁା ତହସିଲ କାର୍ଯ୍ୟାଳୟରେ…

ନିରାମୟ କେନ୍ଦ୍ରରେ କର୍ମଚାରୀ, ଔଷଧ ଅଭାବ

ପାରାଦୀପ,୧୦ା୬(ସ୍ବ.ପ୍ର.): ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସରକାରୀ ଔଷଧ ପ୍ରତି ଲୋକେ ବିଶେଷ ଆଗ୍ରହ ଦେଖାଉ ନ ଥିବାବେଳେ ଏବେ ସେଥିପ୍ରତି ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେଣୁ…

୩ ମାସ ଜଳିଲାନି ୨ ଲକ୍ଷ ଟଙ୍କାର ହାଇମାଷ୍ଟ ଲାଇଟ୍‌

ତିର୍ତ୍ତୋଲ,୯ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ପୋରଗଦେଇ ପଞ୍ଚାୟତ ଯୋଗଣିଆ ଛକରେ ଗତ ନଭେମ୍ବର ମାସ ୨୮ ତାରିଖରେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇମାଷ୍ଟ ଲାଇଟ୍‌ ଲାଗିଥିଲା। ଚଳିତବର୍ଷ ଫେବୃୟାରୀ ୧୬ ତାରିଖରୁ ତାହା ଅଚଳ ହୋଇପଡିଛି। ଏହାର ମରାମତି ପାଇଁ ପଞ୍ଚାୟତ…

ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ: ଗୋଆ କାର୍ବନ କମ୍ପାନୀ ଆଗରେ ଉତ୍ତେଜନା

ପାରାଦୀପ,୫ା୬(ସ୍ବ.ପ୍ର.): ୪ ଦିନ ତଳେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଶ୍ରମିକଙ୍କ ମଙ୍ଗଳବାର ମୃତ୍ୟୁ ଘଟିବାକୁ ନେଇ ପାରାଦୀପସ୍ଥିତ ଗୋଆ କାର୍ବନ କମ୍ପାନୀ ଆଗରେ ଉତ୍ତେଜନା ପ୍ରକାଶ ପାଇଛି। ଶ୍ରମିକମାନେ କାରଖାନା ଫାଟକ ଆଗରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ…

ବାଲି ଗାଡ଼ି ଜବତ କଲେ ତହସିଲଦାର

ପାରାଦୀପ,୫ା୬(ସ୍ବ.ପ୍ର.): ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର ମଧ୍ୟବର୍ତ୍ତୀ ସୀମା ଭୁତମୁଣ୍ଡାଇ ନିକଟସ୍ଥ ମହାନଦୀରୁ କିଛିଦିନ ହେଲା ବିପୁଳ ପରିମାଣର ବାଲି ଉତ୍ତୋଳନ ଚାଲିଥିଲା। ଦୁଇ ଜିଲାର ସୀମା ମଝିରେ ଏଭଳି କାମ ଚାଲିଥିବାରୁ ଉଭୟ ଜିଲା ପ୍ରଶାସନ ଏହା ତାଙ୍କ ସୀମାରେ…

ବିଦ୍ୟାଳୟ ହେଲା ଅତିଥି ଭବନ: ବ୍ୟବସ୍ଥାରେ ପରିବର୍ତ୍ତନର ପ୍ରଭାବ

ପାରାଦୀପ,୫ା୬(ସ୍ବ.ପ୍ର.): ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ସାଙ୍ଗକୁ ଘରୋଇକରଣ ପ୍ରଭାବରେ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାର ପ୍ରତିଫଳନ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହି କ୍ରମରେ ପାରାଦୀପରେ ଏକ ବିଦ୍ୟାଳୟ ଏବେ ଅତିଥି ଭବନରେ ପରିଣତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?