ଗଞ୍ଜାମ

ମର୍ନିଂଓ୍ବାକ୍‌ ବେଳେ ମହିଳାଙ୍କୁ କମେଣ୍ଟ ମାରି ଯୁବକ ଗିରଫ

ଛତ୍ରପୁର,୨୬।୩: ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ମହିଳା ଜଣକ ମର୍ନିଂଓ୍ବାକ କରିବା ପାଇଁ ଆସୁଥିବା ବେଳେ ଯୁବକ ଜଣକ ତାଙ୍କୁ କମେଣ୍ଟ ମାରିଥିଲେ। ଏନେଇ ମହିଳା ଜଣକ ଛତ୍ରପୁର ପୋଲିସକୁ ଅବଗତ…

ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଗଞ୍ଜାମ,୨୬।୩ (ଡି.ଏନ୍‌.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ସହରରେ ମଧ୍ୟ ଦେଖିବାକୁ ମିଳିଛି। କୃଷକ ସଭା ଓ ସିଟୁ ସଂଗଠନ…

ବଡ଼ଖରିଡ଼ାରେ ଅଗ୍ନିକାଣ୍ଡ: ୮ ପରିବାର ସର୍ବସ୍ବାନ୍ତ, ତହସିଲଦାରଙ୍କ ପକ୍ଷରୁ ସହାୟତା

ପୁରୁଷୋତ୍ତମପୁର, ୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଟି ପରିବାର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଆସବାବପତ୍ର ସମେତ ଧାନ, ଚାଉଳ, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ…

ଦିଗପହଣ୍ଡିରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ

ଦିଗପହଣ୍ଡି,୨୬।୩(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ସର୍ବଭାରତୀୟସ୍ତରରେ ଗଠିତ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଦିଗପହଣ୍ଡିରେ ଶୋଭାଯାତ୍ରା କରାଯାଇଛି। ଶୁକ୍ରବାର ସ୍ଥାନୀୟ ବସଷ୍ଟାଣ୍ଡ – ଟାଉନ ଛକରେ ସିପିଆଇ…

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ଯାତ୍ରା

ପୁରୁଷୋତ୍ତମପୁର,୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ପୁରୁଷୋତ୍ତମପୁରଠାରେ ଗୁରୁବାର କୋଭିଡ୍‌ କଟକଣାରେ ଆରମ୍ଭ ହୋଇଛି। ଏଠାରେ ଥିବା ତିନୋଟି ଦଣ୍ଡ ଯାତ୍ରା ଦଳ (ଧୋବା ପୁଞ୍ଜା, ବିପତ୍ତି ହାରିଣି ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା )ର…

କୋଭିଡ କଟକଣା ମଧ୍ୟରେ ହେଲା ଝାମୁଯାତ୍ରା: ନିଆଁରେ ଚାଲିଲେ ମାନସିକଧାରୀ

ଗଞ୍ଜାମ,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏଲଏମା ମନ୍ଦିରରେ ଚଳିତ ବର୍ଷ ଝାମୁଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି। ଏ ନେଇ ଶହ ଶହ ମାନସିକଧାରୀ ନିଆଁରେ ଚାଲିଛନ୍ତି। ସେଠାରେ ପାନୀୟ ଜଳ ବ୍ୟବସ୍ଥା ଓ…

ନେଗେଟିଭ୍‌ ରିପୋର୍ଟ ବିନା ଗଞ୍ଜାମରେ ପ୍ରବେଶ ମନା

ଛତ୍ରପୁର,୨୨ା୩: କରୋନା ହଟସ୍ପଟ ରାଜ୍ୟରୁ ପ୍ରବାସୀମାନେ ଟ୍ରେନ ଯୋଗେ ଗଞ୍ଜାମ ଜିଲାକୁ ଫେରୁଛନ୍ତି। ଦୈନିକ ଛତ୍ରପୁର, ବ୍ରହ୍ମପୁର ଓ ଖଲ୍ଲିକୋଟ ଷ୍ଟେଶନରେ ପ୍ରବାସୀ ଓହ୍ଲାଉଛନ୍ତି। ଜିଲାରେ ଆଗକୁ ଦଣ୍ଡଯାତ୍ରା, ତାରାତାରିଣୀ ଯାତ୍ରା, ଦେଳଯାତ୍ରା ଓ ବ୍ରହ୍ମପୁରରେ ବୁଢ଼ୀ ଠାକୁରାଣୀ ଯାତ୍ରା ହେବ।…

ଯାତ୍ରାରେ ଯୋଗଦେଇ ପାରିବେନି ଜିଲା ବାହାର ଲୋକ

ବ୍ରହ୍ମପୁର ଅଫିସ୍‌,୨୧ା୩: ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ରବିବାର ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କୁ ନେଇ ମିଳିତ ବୈଠକ ପରେ ସମାଧାନର ବାଟ ଫିଟିଛି। ବିଏମ୍‌ସି ସମ୍ମିଳନୀ…

ବୁଢୀ ଠାକୁରାଣୀ ଯାତ୍ରାକୁ ବିଏମ୍‌ସିର ଅନୁମତି

ବ୍ରହ୍ମପୁର ଅଫିସ,୨୧ା୩: ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ଶନିବାର ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୭ଦିନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। କୋଭିଡ୍‌…

ବ୍ରହ୍ମପୁର ଆଇଟିଆଇକୁ ସ୍କଚ୍‌ ଆୱାର୍ଡ

ବ୍ରହ୍ମପୁର ଅଫିସ୍‌,୨୧ା୩: କରୋନା ସମୟରେ ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ କରି ବ୍ରହ୍ମପୁର ଶିଳ୍ପ ତାଲିମ୍‌ ବୈଷୟିକ ଅନୁଷ୍ଠାନ ୭୨ତମ ସ୍କଚ୍‌ ସମିତିରେ ଶନିବାର ସ୍ବର୍ଣ୍ଣ ବିଜେତା ଭାବେ ସ୍କଚ୍‌ ଆୱାର୍ଡ଼ ହାସଲ କରିଛି। ଛାତ୍ରୀଛାତ୍ରମାନେ ସ୍ମାର୍ଟ…

କରୋନା କଟକଣା: ଗଞ୍ଜାମରେ ନିରାଡ଼ମ୍ବର ହେବ ଦୋଳଯାତ୍ରା

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମର ଐତିହାସିକ ଦୋଳଯାତ୍ରା ଏଥର ନିରାଡ଼ମ୍ବରରେ ପାଳନ ହେବ। କରୋନା କଟକଣା ପାଇଁ ଚଳିତ ବର୍ଷ ବାଜା ରୋଷଣୀ ନାଚଗୀତ ବିନା କେବଳ ରୀତିନୀତିରେ ଦୋଳଯାତ୍ରା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ସହରରେ ପ୍ରଶାସନ ପକ୍ଷରୁ ଏ ନେଇ…

ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ମହାନତା, ଗରିବଙ୍କୁ ବଢ଼ାଉଛନ୍ତି ସହାୟତାର ହାତ

ପୁରୁଷୋତ୍ତମପୁର,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଡଙ୍କାରି ଗ୍ରାମର ଭାଣ୍ଡି ଗୌରିଶଙ୍କର (୫୫)ଙ୍କ ହାର୍ଟ ସମସ୍ୟା ନେଇ ସେ ମୁମ୍ବାଇର ଫ୍ଳାଟଇନାମା ହସ୍ପିଟାଲ ଚିକିତ୍ସା ଲାଗି ଯାଇଥିଲେ। ତେବେ ଏହା ଜାଣି ମୁମ୍ବାଇରେ ରହୁଥିବା ଜଣେ ପ୍ରବାସୀ ଓଡ଼ିିଆଙ୍କ ମହାନତା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?