ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ମହାନତା, ଗରିବଙ୍କୁ ବଢ଼ାଉଛନ୍ତି ସହାୟତାର ହାତ

ପୁରୁଷୋତ୍ତମପୁର,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଡଙ୍କାରି ଗ୍ରାମର ଭାଣ୍ଡି ଗୌରିଶଙ୍କର (୫୫)ଙ୍କ ହାର୍ଟ ସମସ୍ୟା ନେଇ ସେ ମୁମ୍ବାଇର ଫ୍ଳାଟଇନାମା ହସ୍ପିଟାଲ ଚିକିତ୍ସା ଲାଗି ଯାଇଥିଲେ। ତେବେ ଏହା ଜାଣି ମୁମ୍ବାଇରେ ରହୁଥିବା ଜଣେ ପ୍ରବାସୀ ଓଡ଼ିିଆଙ୍କ ମହାନତା ଦେଖିବାକୁ ମିଳିଛି। ଚିକିତ୍ସା ଲାଗି ସୁଦୂର ମୁମ୍ବାଇକୁ ଯାଉଥିବା ଓଡିଶାର ଲୋକଙ୍କୁ ସହାୟତା କରିବା ଲାଗି ସେ ଆଗେଇ ଆସିଛନ୍ତି। ସେଠିକାର ମୁମ୍ବାଇ କଲ୍ୟାଣ କଳିଙ୍ଗ ଇଲମା ଫାଉଣ୍ଡେଶନ। ଖବର ପାଇ ଫାଉଣ୍ଡେଶନ ସଭାପତି ଦେସିଟି କ୍ରିଷ୍ଣା ଓ ସମ୍ପାଦକ ମାର୍କଣ୍ଡ ନାଇଡୁ ହସ୍ପିଟାଲରେକୁ ଯାଇ ସହାୟତାର ହାତ ବଢ଼ାଇଛନ୍ତି। ଏପରିକି ଯେଉଁ ଗରିବ ଶ୍ରେଣୀର ଓଡ଼ିଆ ମାନେ ଚିକିତ୍ସା ଲାଗି ମୁମ୍ବାଇ ଆସୁଛନ୍ତି ସେମାନଙ୍କୁ ସହାୟତା ଲାଗି ପ୍ରସ୍ତୁତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଦିବ୍ୟାଙ୍ଗ ଗୁରୁତର

ବାଉଁଶୁଣୀ,୩ା୪(ଡି.ଏନ୍‌.ଏ.): ଏବେ ଗାଁ ମୁହାଁ ହୋଇଛନ୍ତି ହାତୀ। ସୋମବାର ସକାଳେ ବୌଦ୍ଧ ଜିଲା ତାଲସରଡ଼ା ପଞ୍ଚାୟତ ଗୋବିନ୍ଦପୁର (ବସ୍ତମପୁର)ରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି।...

ଏଥର ଟୁସୁ କନିଆ, ଶଙ୍କର ବର: ମେ ୨୯ରୁ ଜୁନ ୨ ତାରିଖ ଯାଏ ବାହାଘର

ବାଲେଶ୍ୱର ଅଫିସ,୧୮।୪- ବାଲେଶ୍ୱରରେ ପ୍ରତିବର୍ଷ ପାଳିତ ହେଉଥିବା ଜଉକଣ୍ଢେଇ ବାହାଘର ଲୋକକଳା ଓ ସଂସ୍କୃତି, ଲୋକକଥା, ଲୋକସାହିତ୍ୟ  ପରମ୍ପରାରେ  ଏକ ଅଦ୍ୱିତୀୟ ଲୋକପର୍ବର ମାନ୍ୟତା ଲାଭ...

୪ ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ କରି ସ୍କୁଲ ସଭାପତି ଗିରଫ

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୦ା୮(ବୀରେନ୍ଦ୍ର କୁମାର ଝାଙ୍କର/ଗୁରଦୟାଲ ହଂସ)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲ ପାଇଖାନା ଭିତରେ ଦଶମ ଶ୍ରେଣୀର ୪ ଛାତ୍ରୀଙ୍କୁ...

ଧାନ ବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସରଣ୍ଡା,୩୦।୬(ଡିଏନଏ): ରବି ଋତୁ ଯାଇ ଖରିଫ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ।...

ଲାଠିରେ ବ୍ୟାପିଲା ଝାଡ଼ାବାନ୍ତି

ବ୍ରହ୍ମପୁର ଅଫିସ,୯।୧୦:ଗଞ୍ଜାମ ଜିଲାରେ ଗତ କିଛିମାସ ହେଲା ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ଗ୍ରାମରେ ଗତ ୧...

ଲକ୍‌ ଡାଉନ୍‌ ନିୟମକୁ ଉଲ୍ଲଘଂନ କରି ଚାଲିଥିଲା ପାଠପଢା: କୋଚିଂ ସେଣ୍ଟରକୁ ସିଲ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୫ା୬-କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍‌ ଡାଉନ୍‌ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର...

ରଶି ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ପଢ଼ୁଆ ପୁଅ:  କାନ୍ଦବୋବାଳିରେ ଫାଟିପଡ଼ୁଛି ଘର

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଡାକ୍ତରୀ ଛାତ୍ର ସଚିନ ସାହୁ  ଶୁକ୍ରବାର  ଅପ୍ରାହ୍ନରେ  ବାରିପଦା ପଣ୍ଡିତ ରଘୁନାଥ ମେଡିକାଲ...

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୧୭।୮ – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମୌସୁଧା ଗ୍ରାମର କଲେଜ ପଢୁଆ ଛାତ୍ରୀ ରୀନାରାଣୀ ନାୟକଙ୍କର ଶନିବାର ସାପ କାମୁଡ଼ାରେ...

Advertisement
Archives

Model This Week