ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଗଞ୍ଜାମ,୨୬।୩ (ଡି.ଏନ୍‌.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ସହରରେ ମଧ୍ୟ ଦେଖିବାକୁ ମିଳିଛି। କୃଷକ ସଭା ଓ ସିଟୁ ସଂଗଠନ ପକ୍ଷରୁ ଗଞ୍ଜାମ ରାଜପଥ ଅବରୋଧ ସହିତ ବ୍ଲକ, ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି। ଏଥିରେ ଓଡିଶା କୃଷକ ସଭା ରାଜ୍ୟ ଉପସଭାପତି ପି. ହରେକୃଷ୍ଣ ରେଡ୍ଡୀ. ଦଳିତ ବିକାଶ ନେତା ରାମଚନ୍ଦ୍ର ନାୟକ, ସିଟୁ ଶ୍ରମିକ ନେତା ଓ ସରପଞ୍ଚ ଦିଲ୍ଲୀପ ଛୋଟରାୟ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ଗଡୁଛି, ତାତି ବଢୁଛି

ବଇଣ୍ଡା, ୧୫।୫(ଡି.ଏନ୍‌.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ...

ବିଦ୍ୟାଳୟରେ ଖତ ଖାଉଛି କମ୍ପ୍ୟୁଟର

ଭଦ୍ରକ ଅଫିସ, ୨୫।୭ – ଆଧୁନିକତା ଦୌଡ଼ରେ ଛାତ୍ରୀଛାତ୍ରଙ୍କୁ ତାଳ ଦେଇ ସାମିଲ କରାଇବା ପାଇଁ କମ୍ପ୍ୟୁଟର ପ୍ରଶିକ୍ଷଣ ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ...

ଏନ୍‌ଟିପିସିରେ ହ୍ରାସ ହେବନି ବିଦ୍ୟୁତ୍‌ ଉତ୍ପାଦନ

ତାଳଚେର,୧୯ା୪(ନି.ପ୍ର.) – ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ଉଦ୍ୟୋଗର ବିଦ୍ୟୁତ୍‌ ଉତ୍ପାଦନ ନେଇ ସିଏମ୍‌ଡି ଗୁରୁଦୀପ ସିଂ ଏବଂ ଆଞ୍ଚଳିକ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି।...

ହାଟରେ ମାସ୍କ ବାଣ୍ଟି ସଚେତନତା

ଖୋର୍ଦ୍ଧା ଅଫିସ,୧୧ା୪: ମେଳଣ ପଡ଼ିିଆ ପରିବା ହାଟରେ ଶୁକ୍ରବାର ଗୁରୁଜଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ମାସ୍କ, ଡେଟଲ, ସାନିଟାଇଜର ଆଦି ବଣ୍ଟାଯିବା ସହ କରୋନା ଭୂତାଣୁ...

ବିବିଧ ସମସ୍ୟା, ଏକକ ସମାଧାନ କେନ୍ଦ୍ର

ବାଲେଶ୍ୱର ଅଫିସ, ୨୩।୧୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ନିକଟରେ ଏହାର ଗ୍ରାହକ...

ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ କରି ଲୁଟ୍‌, ୨ ଗିରଫ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଏସାର ପେଟ୍ରୋଲ ପମ୍ପ ସମୁଖରେ ଥିବା ମହିନ୍ଦ୍ରା ଓାର୍କସପ୍‌ ଠାରେ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ...

ଧରିତ୍ରୀ ପ୍ରଭାବ: ଚିକିତ୍ସା ପାଇଁ ସହାୟତା ରାଶି ପଠାଇଲେ ପ୍ରବାସୀ ଭାରତୀୟ

ବରଗଡ଼ ଅଫିସ୍‌,୧।୫- ନିଆଁରେ ପୋଡ଼ି ହୋଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ଗୁରୁତର ଆହତ ହୋଇଛନ୍ତି...

ଲୁଚିଛପି ନିଆଁ ଲଗାଉଥିଲେ, ଧରିଲା ବନ ବିଭାଗ

ବାଲିଗୁଡା,୧୧ା୩: ଫୁଲବାଣୀ ବନଖଣ୍ଡ ଅଧୀନ ଟିକାବାଲି ପରେଷ୍ଟ ରେଞ୍ଜ ଲାଇନପଡ଼ା ରିଜର୍ଭ ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ବ୍ୟକ୍ତିଙ୍କୁ ଟିକାବାଲି ବନବିଭାଗ କର୍ମଚାରୀ କାବୁ କରିଛନ୍ତି।...

Advertisement
Archives

Model This Week