ଗଞ୍ଜାମ

ପୋଲିସ, କଏଦୀ ପୋଷାକରେ ଦଣ୍ଡୁଆଙ୍କୁ ସଚେତନ

ସୋରଡ଼ା,୫।୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ସୋରଡ଼ା ବଡଦଣ୍ଡପୁଞ୍ଜାରେ ଦଣ୍ଡୁଆମାନଙ୍କୁ କରୋନା ନେଇ ସଚେତନତା କରାଯାଇଛି। ପୋଲିସ ଓ କଏଦୀ ପୋଷାକରେ ଦୁଇ ଯୁବ କଳାକାର ସଚେତନ କରୁଛନ୍ତି । ପ୍ରତ୍ୟେକ ଦଣ୍ଡୁଆ ଯେପରି ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର କରିବେ ସେ…

ତାରାତାରିଣୀ ଯାତ୍ରାରେ ଦର୍ଶନକୁ ଅନୁମତି: ଭୋଜିଭାତ, ମୁଣ୍ଡନ ବନ୍ଦ

ଛତ୍ରପୁର,୫।୪(ଡି.ଏନ୍‌.ଏ.): ଗଞ୍ଜାମର ଆରାଧ୍ୟା ଦେବୀ ଜଗତ୍‌ଜନନୀ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ପର୍ବ ନେଇ କଟକଣା ଜାରି ହୋଇଛି। ଏହି ଦିନରେ ଦର୍ଶନଭିଳାଷୀ ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମନ୍ଦିର ପରିସର ଓ ଏହାର ଆଖପାଖରେ କୌଣସି ପ୍ରକାର ଭୋଜିଭାତ…

ଗଞ୍ଜାମ ସହରରୁ ୩ କରୋନା ପଜିଟିଭ ଚିହ୍ନଟ: ସୂଚନା ଦେଲେ ଜିଲାପାଳ

ଗଞ୍ଜାମ,୫।୪(ଡି.ଏନ୍‌.ଏ.): ଗତ କିଛି ମାସ ବ୍ୟବଧାନ ପରେ ଗଞ୍ଜାମ ସହରରେ ପୁଣି ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି l ଏହି ସହରରେ ୩ଜଣ କରୋନା ଆକ୍ରାନ୍ତ ହୋଇଥିବା ଖୋଦ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ସୂଚନା ଦେଇଛନ୍ତି l…

ଏଥର ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ: ଗଞ୍ଜାମ ଜିଲାପାଳ

ଗଞ୍ଜାମ, ୫।୪(ଡି.ଏନ୍‌.ଏ): କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମ୍ନାକୁ ଆସୁଛି…

ଗଞ୍ଜାମରେ ପୁଣି କରୋନାର ଆତଙ୍କ

ଛତ୍ରପୁର,୪।୪: ଗଞ୍ଜାମ ଜିଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଲାଣି। କିଛି ଦିନର ବ୍ୟବଧାନ ପରେ ଦୈନିକ ସଂକ୍ରମଣ ଦୁଇ ଅଙ୍କ ଛୁଇଁଲାଣି। ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜିଲାରେ ଆଉ…

୫ ବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ, ଉତ୍ତ୍ୟେକ୍ତ ଜନତାଙ୍କ ରାସ୍ତାରୋକୋ

ପୁରୁଷୋତ୍ତମପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀଠାରେ ଗଙ୍ଗାଧର ପାଣିଗ୍ରାହୀଙ୍କ ଶିଶୁପୁତ୍ର ଗୋପାଳ ପାଣିଗ୍ରାହୀ(୫ବର୍ଷ)ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଚାପି ତାଙ୍କୁ ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତ୍ୟେକ୍ତ…

ବିଦେଶରେ ଚାକିରି ନାଁରେ ଠକେଇ; ଭୁବନେଶ୍ୱରରୁ ଅଭିଯୁକ୍ତଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର ଅଫିସ,୪ା୪: ବିଦେଶରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ନେଇ ବ୍ରହ୍ମପୁରର ଜଣେ ଯୁବକ ଅଭିଯୋଗ କରିଥିଲେ। ଏଭଳି ଏକ ଅଭିଯୋଗର ତଦନ୍ତ କରି ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଭୁବନେଶ୍ୱର ନୟାପଲ୍ଲୀରୁ ଏହି ଠକ ର଼୍ୟାକେଟ୍‌ ମୁଖ୍ୟ ସଞ୍ଜୟ…

ତାରାତାରିଣୀଙ୍କ ଯାତ୍ରାରେ ମୁଣ୍ଡନ ବନ୍ଦ

ଛତ୍ରପୁର,୩।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଓ ଏହାର ସ୍ଥିତି ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣା କରାଯାଇଛି ା ଜିଲାକୁ ଦୈନିକ ଟ୍ରେନ୍‌ ଯୋଗେ ମହାରାଷ୍ଟ୍ର ଓ ଗୁଜରାଟରୁ ଶତାଧିକ ପ୍ରବାସୀ ଫେରିବାରେ ଲାଗିଛନ୍ତିି। କିଭଳି…

ଅଧ୍ୟାପକଙ୍କୁ କରୋନା: ୩ ଦିନ କଲେଜ ବନ୍ଦ

ବୁଗୁଡ଼ା,୩ା୪: ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମହାବିଦ୍ୟାଳୟକୁ ଶନିବାରଠାରୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ରବିବାରଠାରୁ କଲେଜର ସମସ୍ତ କକ୍ଷ ସାନିଟାଇଜ୍‌ କରିବା ପାଇଁ କ୍ୟାମ୍ପସ୍‌ ୩…

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା: ବିଧାୟକ, ବିରୋଧୀ ଦଳ ଉପନେତାଙ୍କ ଗିରଫ ଦାବି

ଦିଗପହଣ୍ଡି,୩।୪(ଡି.ଏନ୍‌.ଏ.): ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଘଟଣା। ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିଧାନସଭା ପୋଡିୟମ ଉପରକୁ…

ପୋଲିସକୁ ନ ଜଣାଇ ଜାଳିଦେଲେ ଛାତ୍ରୀଙ୍କ ମୃତଦେହ

ଚିକିଟି,୨ା୪: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଧାନଘର ଫାଣ୍ଡି ଡାଳପଲଙ୍କ ଅଞ୍ଚଳର ଜଣେ ଦଶମ ଛାତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ହେଲେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।…

ଡିପୋରେ ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର କାଠ

ଭଞ୍ଜନଗର,୧।୪: ଭଞ୍ଜନଗର କଲେଜ ରୋଡ଼ରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋରେ ଗୁରୁବାର ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର କାଠ ଜଳିଯାଇଛି। ମାସେ ମଧ୍ୟରେ ଦ୍ୱିତୀୟ ଥର ଡିପୋରେ ନିଆଁ ଲାଗିଛି। ଗତ ମାର୍ଚ୍ଚ ୨ରେ ଡିପୋରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?