ଗଞ୍ଜାମ

ଓଡ଼ିଶା ବାହାରୁ ଆସିଲେ ଜଣାଅ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୦।୩(ଡି.ଏନ୍‌.ଏ.)- କୋରୋନା ସଂକ୍ରମଣ ବଢୁଥିବାରୁ ଗଞ୍ଜାମ ଜିଲାପାଳ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ସେ ଶନିବାର ଟୁଇଟ କରି କହିଛନ୍ତି, ଯଦି କେହି ଓଡ଼ିଶା ବାହାରୁ ଗଞ୍ଜାମକୁ ଆସନ୍ତି , ତାହା ହେଲେ ସେ ସ୍ଥାନୀୟ…

ଓଡିଆ ନ ଜାଣିବା ମହଙ୍ଗା ପଡ଼ିଲା: ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ପଦବୀ ଅସିଦ୍ଧ

ଛତ୍ରପୁର,୧୯।୩(ଡି.ଏନ.ଏ): ଓଡିଆ ଲେଖାପଢ଼ା ଜାଣି ନ ଥିବା କାରଣରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସରପଞ୍ଚ ଏମ୍‌ .ଲକ୍ଷ୍ମୀଙ୍କ ପଦବୀ ଅସିଦ୍ଧ ଘୋଷଣା ହୋଇଛି। ଛତ୍ରପୁର ସିଭିଲ ଜଜ୍‌ ଜୁନିୟର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଗୁରୁବାର…

ଯୌତୁକ ନିର୍ଯାତନା, ସ୍ବାମୀ ଅଟକ

ଗଞ୍ଜାମ,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ନିର୍ଯାତନା ଦେଉଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି l ଏତଲା ପରେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ କେସ୍‌ ନମ୍ବର ୫୩/୨୧ରେ ମାମଲା ରୁଜୁ କରିବା…

ପ୍ରବାସୀଙ୍କୁ ଯାତ୍ରା ମନା

ଛତ୍ରପୁର,୧୭ା୩: ଗଞ୍ଜାମ ଜିଲାରେ ପୁଣି କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଥିବାରୁ ଜିଲାବାସୀଙ୍କୁ ସତର୍କ ରହିବାକୁ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଭର୍ଚୁଆଲ ବୈଠକରେ ଅବଗତ କରାଇଛନ୍ତି। ଜିଲାରେ ଆଗକୁ ଦୋଳଯାତ୍ରା, ତାରାତାରିଣୀଙ୍କ ଯାତ୍ରା ଓ ଦଣ୍ଡଯାତ୍ରା…

ଗଞ୍ଜାମରେ ଝାମୁ ଯାତ୍ରା ଶୁଭାରମ୍ଭ: ୨୩ରୁ ନିଆଁରେ ଚାଲିବେ ମାନସିକଧାରୀ

ଞ୍ଜାମ,୧୭।୩(ଡି.ଏନ୍‌.ଏ.): ଆବାହନ କାଳରୁ ହୋଇ ଆସୁଥିବା ତେଲୁଗୁ ସମ୍ପ୍ରଦାୟ ଦେବୀ ମା’ ଏଲଏମାଙ୍କ ଝାମୁ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି । ଗଞ୍ଜାମସ୍ଥିତ ଷୋହଳ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ଙ୍କ ମନ୍ଦିରରେ ଏହି ଯାତ୍ରା ଅନୁଷ୍ଟିତ ହୁଏ। ବର୍ତ୍ତମାନ…

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ସାଇକେଲ ରାଲି

ବଲାଙ୍ଗୀର ଅଫିସ,୧୭।୩: ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ବଲାଙ୍ଗୀର ପକ୍ଷରୁ ବୁଧବାର ସାଇକେଲ ଶୋଭାଯାତ୍ରା ଆୟୋଜନ ହୋଇଛି। ସ୍ଥାନୀୟ ଗାନ୍ଧୀ ଭବନ ସମ୍ମୁଖରୁ ଆରମ୍ଭ ହୋଇଥିବା ସଚେତନତା ସାଇକେଲ ରାଲିକୁ ପ୍ରଫେସର ମଧୁସୂଦନ ପତି ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।…

ଯୁବକଙ୍କୁ ଗୁଳିମାଡ଼; ୩ ଗିରଫ, ବନ୍ଧୁକ ଜବତ

ବ୍ରହ୍ମପୁର ଅଫିସ, ୧୭।୩: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ସିଂ ଧୋବା ସାହିରେ ମଙ୍ଗଳବାର ମଧ୍ୟରାତିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ପୋଲିସ ଏହି ଘଟଣାରେ ବୁଧବାର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଖୋଡାସିଂ…

ଲଟେରି ଉଠିଲେ ମିଳୁଛି ପାଣି

ଛତ୍ରପୁର,୧୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ ପାନୀୟ ଜଳ ଅଭାବ ଦେଖାଦେଇଛି। ବିଶୁଦ୍ଧ ପାଣି ଟୋପାଏ ପାଇଁ ଏଠାରେ ଲଟେରି ପକାଇବାକୁ ପଡୁଛି। ଭାଗ୍ୟ ସାଥ୍‌ ଦେଲେ ଲଟେରି ଉଠିଲେ ଶୋଷ ମେଣ୍ଟାଇବାକୁ ପାଣି ମିଳୁଛି। ଏପରି ଦେଖିବାକୁ ମିଳିଛି…

ମଣ୍ଡି ନେଲାନି ଧାନ, ପୁରସ୍ତମପୁର-ହୁମା ରାସ୍ତା ଅବରୋଧ କଲେ ଚାଷୀ

ଗଞ୍ଜାମ,୧୫।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଧାନ କିଣୁ ନ ଥିବା ଅଭିଯୋଗରେ ସୋମବାର ଚାଷୀମାନେ ପୁରସ୍ତମପୁର- ହୁମା ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଯାହା ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା…

ଫଟୋ ଉଠାଇ ଚର୍ଚ୍ଚାରେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୧୫।(ଡି.ଏନ.ଏ): ଗଞ୍ଜାମ ସହରଠାରୁ କିଛି ଦୂରରେ ଥିବା ଐତିହାସିକ ପୋତାଗଡ଼ ଉନ୍ନତିକରଣ କାର୍ଯ୍ୟ ଜୋରସୋରରେ ଚାଲିଛି।ଏହାକୁ ତଦାରଖ କରୁଛନ୍ତି ଖୋଦ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ପୋତାଗଡ଼ ଗ୍ରସ୍ତରେ ଆସିଥିବା ଜିଲାପାଳ ଋଷିକୁଲ୍ୟା ବାଲୁକା ଶର୍ଯ୍ୟାରେ ବିରଳ ମଙ୍ଗୋଲିଆ ପକ୍ଷୀ…

ପ୍ରଶାସନର ସଚେତନତା ଅଭାବ: ସଂକ୍ରମଣ ବଢିବା ଆଶଙ୍କା

ଗଞ୍ଜାମ,୧୫।୩: (ଡି.ଏନ.ଏ.): ବ୍ରହ୍ମପୁର ମେଡିକାଲରେ ପୁଣି କରୋନା ସଂକ୍ରମଣ ଚି଼ହ୍ନଟ ହେବା ପରେ ଚିନ୍ତାରେ ପଡିଯାଇଛି ପ୍ରଶାସନl ଏଭଳି ସମୟରେ ଗଞ୍ଜାମ ସହରରେ ଅଧିକାଂଶ ଲୋକ ମାକ୍ସ ବ୍ୟବହାର କରୁନାହାନ୍ତି କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି l ବଡ଼ ବଜାରରେ…

ଗଞ୍ଜାମକୁ ପୁଣି ଡରାଉଛି କରୋନା

ଛତ୍ରପୁର,୧୪।୩: ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କେତେକ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଏପଟେ ଗଞ୍ଜାମ ଜିଲାକୁ ଟ୍ରେନ୍‌ ଯୋଗେ କରୋନା ହଟସ୍ପଟ ରାଜ୍ୟରୁ ଶତାଧିକ ପ୍ରବାସୀ ଫେରୁଛନ୍ତି। ମହାରାଷ୍ଟ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?