ଗଞ୍ଜାମ

ବିଏମ୍‌ସି କାର୍ଯ୍ୟାଳୟରେ ଖତ ଖାଉଛି ଡଷ୍ଟବିନ

ବ୍ରହ୍ମପୁର ଅଫିସ୍‌,୨୩।୫: ବ୍ରହ୍ମପୁର ମହାନଗରକୁ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ପ୍ରଥମ ସ୍ଥାନକୁ ନେଇ ବିଏମସି ଆଶା ରଖିଛି। ବିଏମସି ପକ୍ଷରୁ ସ୍ବଚ୍ଛତାକୁ ନେଇ ଜନସାଧାରଣଙ୍କ ମତାମତ ସଂଗ୍ରହ ପ୍ରକ୍ରିିୟା ମଧ୍ୟ ସରିଛି। କେବଳ ଫଳାଫଳକୁ ଅପେକ୍ଷା ରହିଛି। ଅନ୍ୟପଟେ ବିଏମସି ପକ୍ଷରୁ…

ଛତ୍ରପୁର ଉତ୍ସବ ମୁଖର

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଯାତ୍ରା ନେଇ ଉତ୍ସବ ମୁଖର ହୋଇଉଠିଛି। ମାସେ ଧରି ଚାଲିବାକୁ ଥିବା ଏହି ଯାତ୍ରାର ୧୭ତମ ଦିବସ ରବିବାର ଅସ୍ଥାୟୀ ପୀଠରେ ସନ୍ଧ୍ୟାରେ ମା’ଙ୍କ ଆଳତୀ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ…

କିରୋସିନ ହେରଫେର ମାମଲା: ତତ୍କାଳୀନ ଭିଏଲ୍‌ଡବ୍ଲ୍ୟୁ, ସରପଞ୍ଚ ଦଣ୍ଡିତ

ବ୍ରହ୍ମପୁର ଅଫିସ,୨୨ା୫: ବ୍ରହ୍ମପୁର ମୁଖ୍ୟ ବିଚାର ବିଭାଗ ମାଜିଷ୍ଟ୍ରେଟ (ସିଜେଏମ୍‌) ବିଷ୍ଣୁପ୍ରସାଦ ମିଶ୍ର ଏକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଣ ହୋଇଥିବା କିରୋସିନ ହେରଫେର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିଥିବାରୁ ସେ ତତ୍କାଳୀନ ଫୁଲବାଣୀ ଜିଲା ଫୁଲବାଣୀ ବ୍ଲକ ଆଲାମୀ…

କଣ୍ଢେଇ ଯାତ୍ରା ଚଳଚ୍ଚିତ୍ରକୁ ଶ୍ରେଷ୍ଠ କ୍ରିଟିକ୍ସ ଚଏସ୍‌ ଆୱାର୍ଡ

ବ୍ରହ୍ମପୁର ଅଫିସ୍‌,୨୨ା୫: ଅନ୍ତର୍ଜାତୀୟ କଳା ସଂସ୍କୃତି ଚଳଚ୍ଚିତ୍ର ମହୋତ୍ସବରେ ବ୍ରହ୍ମପୁରର କଣ୍ଢେଇ ଯାତ୍ରା ଚଳଚ୍ଚିତ୍ର ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ର ଭିନ୍ନତା ତଥା ସ୍ବତନ୍ତ୍ରତାକୁ ଅନୁଭବ କରି ଶ୍ରେଷ୍ଠ କ୍ରିଟିକ୍ସ ଚଏସ୍‌ ଆୱାର୍ଡ ପାଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ନ୍ୟାସୀ ମହାରଣା…

ଅପରାଜିତାଙ୍କୁ ଦେଖାଦେଲେନି ଭାଜପା ନେତା

ବ୍ରହ୍ମପୁର ଅଫିସ,୨୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗତ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତ ବେଳେ ତାଙ୍କୁ ଦେଖାଦେଲେନି ଭାଜପା ନେତା। ଏହା ବିରୋଧୀ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ସେ ଦଳୀୟ କାର୍ଯ୍ୟକ୍ରମରେ ଆସି ନ ଥିଲେ। ପୁରୁଷୋତ୍ତମପୁର…

ଶିକ୍ଷୟିତ୍ରୀଙ୍କ ଚାକିରି ନିୟମିତ କରିବାକୁ ୩ ଲକ୍ଷ ଠକେଇ

ବ୍ରହ୍ମପୁର ଅଫିସ,୨୨ା୫: ରେଳ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଅଭିଯୋଗରେ ଗୋଷାଣି ନୂଆଗାଁ ପୋଲିସ ଦ୍ୱାରା ଗିରଫ ହୋଇ କାରାଗାରରେ ଥିବା ହିଲପାଟଣାର ଗଣେଷ ହୋତା ନାଁରେ ପୁଣି ଏକ ମାଲା…

ମୁଜାଗଡ଼ ଠାକୁରାଣୀ ଯାତ୍ରା: ଆଜି ଦେବୀଙ୍କ ନଗର ଭ୍ରମଣ

ଭଞ୍ଜନଗର,୨୨ା୫(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକ ମୁଜାଗଡ଼ ଠାକୁରାଣୀ ଯାତ୍ରା ଶନିବାର ଚତୁର୍ଥ ଦିବସରେ ପହଞ୍ଚତ୍ଛି। ୧୮ରେ ଦେବୀଙ୍କୁ ସ୍ଥାୟୀ ମଣ୍ଡପରୁ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ଏହାପରେ ଦେବୀଙ୍କ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଯାତ୍ରା ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର…

କାମ୍ପା ଅର୍ଥ ଆସିନାହିଁ, ଶ୍ରମିକ ହଟହଟା

ଭଞ୍ଜନଗର,୨୨ା୫(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ କୋଠା ବ୍ରିଟିଶ ଶାସନ ସମୟରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ତାହା ଭଗ୍ନ ଅବସ୍ଥାକୁ ଚାଲିଆସିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେଉଁ ମୁହୂର୍ତ୍ତରେ ଉକ୍ତ କୋଠା ଭୁଶୁଡ଼ି ପଡ଼ିବା ସମ୍ଭାବନା ରହିଛି। ବିଭିନ୍ନ…

ଲକ୍ଷଲକ୍ଷ ସଂଖ୍ୟାରେ ସମୁଦ୍ରମୁହାଁ କଇଁଛ

ଗଞ୍ଜାମ,୨୧ା୫(ଡି.ଏନ୍‌.ଏ.): କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲାର ରୁଷିକୁଲ୍ୟା ମୁହାଁଣରେ ଗତ କିଛିଦିନ ହେବ ଲକ୍ଷଲକ୍ଷ ଛୁଆ କଇଁଛ ଅଣ୍ଡାରୁ ଫୁଟି ଏବେ ସମୁଦ୍ରମୁହାଁ ହେଉଥିବା ଦେଖିବାକୁ ମିଳିଛି। ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପରିବେଶରେ ରାତିସାରା ବିସ୍ତୀର୍ଣ୍ଣ ବାଲୁକା…

ରାଜ୍ୟସ୍ତରୀୟ ସୁଇମିଂ ପ୍ରତିଯୋଗିତାରେ ଗଞ୍ଜାମର ୧୧ ପ୍ରତିଯୋଗୀ ମନୋନୀତ

ଛତ୍ରପୁର,୨୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ସୁଇମିଂ ପୁଲ୍‌ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ତଥା ବିଭିନ୍ନ ସ୍ଥାନରୁ ୩୦ଜଣ ଖେଳାଳି ୧୦ରୁ ୧୧, ୧୨ରୁ ୧୪ ଏବଂ ୧୫ରୁ ୧୭ ବର୍ଗ ବୟସର…

ଶ୍ୱଶୁର ଘର ଯିବାକୁ ବାହାରି ଥିଲେ, ମିଳିଲା ନାଳରୁ ମୃତଦେହ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମ ନିକଟ କୁରେଇଶୁଣି ମନ୍ଦିର ପାର୍ଶ୍ୱରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ସଦର ଥାନା ଅଧୀନ ନୂଆ ବଉଳଝୋଳି ଗ୍ରାମର…

୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦିନକର ଦରମା ବନ୍ଦ

ଛତ୍ରପୁର,୧୯।୫(ଡି.ଏନ.ଏ.)-ସ୍କୁଲରେ ଅନୁପସ୍ଥିତ ରହିବା ନେଇ ଗଞ୍ଜାମ ଜିଲାର ୨ ଜଣ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଉକ୍ତ ୨ ଶିକ୍ଷକଙ୍କୁ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେମାନେ ହେଲେ ଭଞ୍ଜନଗର ବ୍ଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?