ଗଞ୍ଜାମ

ଉଚ୍ଚ ଜୁଆର ଯୋଗୁ ସମୁଦ୍ର ଗର୍ଭରେ ଲୀନ ହେବ ୬ ଘର

ଗଞ୍ଜାମ,୨୯।୫(ଡି.ଏନ.ଏ.): ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଉଚ୍ଚ ଲହଡିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅବକ୍ଷୟ ହେବାରେ ଲାଗିଛି। ପାଳିବନ୍ଧ ପଞ୍ଚାୟତର ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର…

ଜେଲରେ ଥିବା ସୁନୀଲଙ୍କ ନାମରେ ପୁଣି ମାମଲା: ଗ୍ରାନାଇଟ ଯୋଗାଇବା ନାଁ ରେ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୯।୫: ଗ୍ରାନାଇଟ ପଥର ଯୋଗାଇବାକୁ କହି ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ସୁନୀଲ କୁମାର ସ୍ବାଇଁ ଓରଫ ପିଙ୍କୁ ବିଶ୍ୱଜିତ ଦାସଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ ହୋଇଛିି। ଏ ନେଇ ପୋଲିସ ସୁନୀଲଙ୍କ ନାଁରେ ମାମଲା ନଂ.୬/୨୨…

ପୋତାଗଡ଼ ନିକଟରେ ହରିଣ ମୃତଦେହ

ଗଞ୍ଜାମ,୨୮ା୫(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟରୁ ଏକ ହରିଣର ମୃତଦେହ ଜବତ କରାଯାଇଛି। ହରିଣଟି ପୋତାଗଡ଼ ଉପରୁ ତଳକୁ ଲମ୍ଫ ମାରିଥିବାରୁ ମୁହଁରେ ଆଘାତ ଲାଗି ଛଟପଟ ହେଉଥିବା ବେଳେ କିଛି ଯୁବକ ହରିଣକୁ ଦେଖି ପାଣି ସିଞ୍ଚି ତା’ ଜୀବନ…

ଓଏଲ୍‌ଏକ୍ସରେ ଗାଡ଼ି କିଣି ଫସିଥାନ୍ତେ ଯୁବକ, ଏମିତି ପାରିଲେ ଜାଣି…

ସୋରଡ଼ା,୨୮ା୫(ଡି.ଏନ୍‌.ଏ.): ଅନ୍‌ଲାଇନ ଠକେଇ ଏବେ ବଢ଼ିଚାଲିଛି। ଗଞ୍ଜାମ ଜିଲା ସୋରଡ଼ାର ଜଣେ ଯୁବକ ଓଏଲ୍‌ଏକ୍ସରେ ଗୋଟିଏ ହିରୋ ଗାଡ଼ି ୨୮୦୦୦ ଟଙ୍କାରେ ବିକ୍ରି ବିଜ୍ଞାପନ ଦେଖି ସମ୍ପୃକ୍ତ ବିଜ୍ଞାପନ ଦାତାଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ବିକ୍ରେତାଙ୍କ(୮୮୪୭୮୩୦୬୩୧) ନମ୍ବରରୁ କଲ୍‌ ଆସିଥିଲା।…

ବେଆଇନ ଭ୍ରୂଣ ନିରୂପଣ କେନ୍ଦ୍ର ସିଲ୍‌

ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲିରେ ଏକ ଘରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ଗର୍ଭସ୍ଥ ଶିଶୁଙ୍କ ଲିଙ୍ଗ ନିରୂପଣ କରାଯାଉଥିଲା। ଏହି ସୂଚନା ମିଳିବା ପରେ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଗୁରୁବାର ସନ୍ଧ୍ୟାରେ…

ବ୍ୟାଙ୍କ ଋଣ ଶୁଝିବା ଆଳରେ ଠକେଇ, ୨ ଗିରଫ

ବ୍ରହ୍ମପୁର ଅଫିସ,୨୭ା୫: ମାଲିକଙ୍କ ମୃତ୍ୟୁ ପରେ ବ୍ୟାଙ୍କ ଋଣ ଶୁଝିବା ଆଳରେ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନର ଚାବି ନେଇ ୬୦ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି କରି ଟଙ୍କା ଠକି ନେଇଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ…

ପ୍ରେମ ପାଇଁ ବାପାଙ୍କୁ ହାଣିଲେ ପୁଅ

ବ୍ରହ୍ମପୁର ଅଫିସ,୨୭ା୫: ପାରିବାରିକ କଳହରୁ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ପୁଅ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୋଚି ସାହିର ଏ. ଭେଙ୍କଟରମଣଙ୍କ ପୁଅ ଏ. ସୁରଜ ଓ ତାଙ୍କ ସହଯୋଗୀ ଖାଲାସୀ ସାହିର…

ପାଚିକା ସହାୟିକା ସଂଘର ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୭ା୫: ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସହାୟିକା ସଂଘର ଏକ ରାଲି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ବାହାରି ଗିରିରୋଡ଼…

ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚୁଛନ୍ତି ଶିକ୍ଷୟିତ୍ରୀ ଶିକ୍ଷକ

ବୁଗୁଡ଼ା,୨୬।୫(ଡି.ଏନ.ଏ.): ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ୨୮ ଉଚ୍ଚ ବିଦ୍ୟାଳୟ ଏପରି ମୋଟ ୧୪୭ ବିଦ୍ୟାଳୟ କାର୍ଯ୍ୟ କରୁଛି। ସେଥିରୁ ଅଧିକାଂଶ ବିଦ୍ୟାଳୟର କେତେକ ଶିକ୍ଷୟିତ୍ରୀ ଶିକ୍ଷକ ସରକାରଙ୍କ ନିର୍ଦ୍ଦେଶକୁ…

୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌, ଦରମା ବନ୍ଦ

ଛତ୍ରପୁର,୨୬।୫(ଡି.ଏନ.ଏ.) ଗଞ୍ଜାମ ଜିଲାରେ ସ୍କୁଲ ସକାଳୁଆ ଚାଲିଛି। ବିଭିନ୍ନ ସମୟରେ ବିଭିନ୍ନ ସ୍କୁଲରେ ଶିକ୍ଷକମାନେ ବିନା ଅନୁମତିରେ ଅନୁପସ୍ଥିତ ରହୁଛନ୍ତି। ଏଥିସହ କେତେକ ଶିକ୍ଷକ ବିଳମ୍ବରେ ସ୍କୁଲ ଆସୁଥିବା ଦେଖିବାକୁ ମିଳୁଛି ା ସକାଳ ୬ ଟାରେ ସ୍କୁଲ ଆସିବା ନିୟମ…

ନିର୍ବନ୍ଧ ସାରି ଫେରୁଥିଲେ, ଓଲଟିଲା ଗାଡ଼ି, ୩ ଗୁରୁତର

ସୋରଡ଼ା,୨୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଦାରିଙ୍ଗବାଡ଼ି ଜାତୀୟ ରାଜପଥ ଗାଜଲବଡ଼ି ନିକଟ ଭୂତପଙ୍କାଳ ରାସ୍ତାରେ ବୁଧବାର ଅପରାହ୍ନରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା ଏକ ଗାଡ଼ି। ଫଳରେ ଏଥିରେ ଥିବା ୧୫ ଜଣଙ୍କ ମଧ୍ୟରୁ ୧୨…

ଦାୟିତ୍ୱ ନେଲେ ଗଞ୍ଜାମର ନୂଆ ଥାନାଧିକାରୀ

ଗଞ୍ଜାମ,୨୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଥାନାଧିକାରୀ ଭାବେ ବୁଧବାର ସୁଦୀପ୍ତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଗଞ୍ଜାମ ଥାନାଧିକାରୀ ଭାବେ ଦାୟିତ୍ୱରେ ଥିବା ପି. ସ୍ବରୁପ କିଶାନ ରମ୍ଭା ଥାନାକୁ ବଦଳି ହେବା ପରେ ବୁଧବାର ସୁଦୀପ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?