ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ଗଞ୍ଜାମ,୩୦ା୧(ଡି.ଏନ୍.ଏ.): ଆସନ୍ତା ଫେବୃୟାରୀ ୨୦ରେ ଗଞ୍ଜାମ ବ୍ଲକରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଗଞ୍ଜାମ ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଆରମ୍ଭ ହୋଇଛି l କେମିତି ଶାନ୍ତି ଶୃଙ୍ଖଳା, ଅବାଧରେ ଭୋଟରମାନେ ନିଜର ମତଦାନ କରି ପାରିବେ ସେଥିପାଇଁ…
ଉଠୁନି ଧାନ: ରାସ୍ତା ଅବରୋଧ କରି ବ୍ରହ୍ମପୁରକୁ ପାଣି ଯୋଗାଣ ବନ୍ଦ କଲେ ଚାଷୀ
ଛତ୍ରପୁର,୨୯।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଚାଷୀମାନଙ୍କ ଧାନ ଉଠୁନି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଉଠାଣରେ ଅହେତୁକ ବିଳମ୍ବ ହେତୁ ଟୋକନ୍ ରଦ୍ଦ ହେବାର ଆଶଙ୍କା ଦେଖାଯାଇଛି। ଏ ନେଇ ଚାଷୀମାନେ ପ୍ରତିକ୍ରିୟା ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।…
ପୂଜା ସାମଗ୍ରୀ ଦୋକାନରେ ନିଆଁ ଲଗାଇ ଦୌଡ଼ି ପଳାଇଲେ ଦୁର୍ବୃତ୍ତ
ଗଞ୍ଜାମ,୨୯।୧(ଡି.ଏନ୍.ଏ.): ଗଞ୍ଜାମ ବଡ଼ ବଜାରଠାରେ ଥିବା ପୂଜା ସାମଗ୍ରୀ ଦୋକାନରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ମୂଲ୍ୟବାନ୍ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି। ବିଳମ୍ବିତ ରାତିରେ ଦୋକାନରେ ନିଆଁ ଜଳୁଥିବା…
ଭାଜପା ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ବାଇକ୍ରେ ଉଠାଇନେଇ ସାଙ୍ଘାତିକ ମାଡ଼
ଗଞ୍ଜାମ,୨୯।୧(ଡି.ଏନ୍.ଏ.): ଆଉ ମାତ୍ର କେଇଟା ଦିନପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ନିର୍ବାଚନ ପୂର୍ବରୁ ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ରମ୍ଭା ଅଞ୍ଚଳରେ ରାଜନୈତିକ ହିଂସା ଘଟିଥିବା ଜଣାପଡିଛି। ଜଣେ ଭାଜପା ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ସାଙ୍ଘାତିକ ମାଡ଼ ମରାଯାଇଥିବା…
ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ବାଇକ୍
ପୋଲସରା,୨୮।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ସୁନାରିବୁଗୁଡା ହଜ ନିକଟରେ ଶୁକ୍ରବାର ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପୋଲସରା ଥାନା ଚିରିକିପଡ଼ା ଶାସନ ଗ୍ରାମର ବାପୁନି ସାହୁ। ଯୁବକ ଜଣକ ବାଇକ୍ରେ ପୋଲସରା…
ବନ୍ଦ କୋଠରୀରୁ ମିଳିଲା ଯୁବକଙ୍କ ମୃତଦେହ
ଗଞ୍ଜାମ,୨୮।୧(ଡି.ଏନ୍.ଏ.): ଗଞ୍ଜାମ ଥାନା ୱାର୍ଡ ନଂ. ୪ ରାଉଳସାହିର ଏକ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ବଳରାମ ପଣ୍ଡା (୪୫)। ଖବରପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଘଟଣାର…
ମିଶନ ଶକ୍ତି :୧୦୭ ମହିଳା ସଙ୍ଘକୁ ୩.୧୩ କୋଟି ଋଣ
ଛତ୍ରପୁର,୨୮।୧(ଡି.ଏନ୍.ଏ.): ମିଶନ ଶକ୍ତି କାର୍ଯ୍ୟକ୍ରମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜୀବିକାରେ ଉନ୍ନତି ଆଣିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଗଞ୍ଜାମ ଜିଲାର ୧୦୭ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଶୁକ୍ରବାର ଛତ୍ରପୁରସ୍ଥିତ ସଂସ୍କୃତି ଭବନଠାରେ ଇଣ୍ଡିଆନ ବ୍ୟାଙ୍କ୍ ପକ୍ଷରୁ…
୩ ସମିତି ସଭ୍ୟ, ୨ ସରପଞ୍ଚ ଅପ୍ରତିଦ୍ୱନ୍ଦ୍ୱୀ
ଛତ୍ରପୁର,୨୮ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୨୮୨ଟି ଓ୍ବାର୍ଡମେମ୍ବର ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସରିଛି। ତେବେ ଚମାଖଣ୍ଡି, ଅଗସ୍ତିନୂଆଗାଁ ଓ କଣମଣା ପଞ୍ଚାୟତ ସମିତିସଭ୍ୟ ଏବଂ ଚମାଖଣ୍ଡି,…
ମଣ୍ଡି ନେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ଅବିରୋଧ କଲେ ଚାଷୀ
ପୁରୁଷୋତ୍ତମପୁର,୨୮ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡବରଗାଁର ଚାଷୀମାନେ ଅମଳ ଧାନକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଛନ୍ତି। ଆଛୁଲି-କୋଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପଡ଼ିଛି । ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ଲଗାଣ…
ପ୍ଲାଷ୍ଟିକ ଚାଉଳ ବଣ୍ଟନ ପ୍ରସଙ୍ଗ: ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଜିଲାପାଳ
ଗଞ୍ଜାମ,୨୭।୧(ଡି.ଏନ୍.ଏ.): ଚଳିତ ମାସରେ ରାସନ କାର୍ଡଧାରୀଙ୍କୁ ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ କରାଯାଇଥିବା ପୁଇଁତୋଳା ୱାର୍ଡ ନଂ ୮ ର କିଛି ହିତାଧିକାରୀ ଅଭିଯୋଗ କରିଥିଲେ l ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଚେଇଁ ଉଠିଛି ଜିଲା ପ୍ରଶାସନ…
ଜ୍ୱାଇଁ ଡାକରାରେ ଆସି ଫେରିଲେନି ଧରମ ଭାଇ
ଗଞ୍ଜାମ,୨୭ା୧(ଡି.ଏନ୍.ଏ.): ଭଉଣୀଙ୍କ ବାହାଘର ପାଇଁ ଜ୍ୱାଇଁ ଡାକରା ଆସିଥିବା ଧରମ ଭାଇ ଆଉ ଫେରିଲେନି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମରେ। ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଛକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ…
ମଣ୍ଡିରୁ ଉଠୁନି ଧାନ, ଟୋକନ ରଦ୍ଦ ଆଶଙ୍କା
ଛତ୍ରପୁର,୨୭ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଚାଷୀମାନଙ୍କ ଧାନ ଉଠୁନି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଉଠାଣ ଅହେତୁକ ବିଳମ୍ବ ହେତୁ ଟୋକେନ ରଦ୍ଦ ହେବାର ଆଶଙ୍କା ଦେଖାଯାଇଛି। ୪୦୦ ଟୋକନ ମଧ୍ୟରୁ ୩୭ଟି ଟୋକନରେ ୧୪୬୧ କୁଇଣ୍ଟାଲ ଧାନ…
Archives


