ଗଞ୍ଜାମ

ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ଉପବାଚସ୍ପତି

ଗଞ୍ଜାମ,୮।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହାରାଙ୍କ ପାଇଁ ରାମଗଡ଼, ହୁମ୍ମା, ସୁବଳୟା, ସାନରାମଚନ୍ଦ୍ରପୁର ପଞ୍ଚାୟତରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମାରଥାନ ପ୍ରଚାର କରିଛନ୍ତି। ସେ ବିଭିନ୍ନ ପ୍ରଥପ୍ରାନ୍ତକ ସଭାରେ…

ମଣ୍ଡିରୁ ଉଠୁନି ଧାନ: ଯୋଗାଣ ନିରୀକ୍ଷକଙ୍କୁ ଭେଟିଲେ ଚାଷୀ

ଗଞ୍ଜାମ,୮।୨(ଡି.ଏନ୍‌.ଏ.): ଧାନ ଅମଳକୁ ଦୁଇ ମାସ ବିତିଗଲାଣି। ହେଲେ ମଣ୍ଡିରୁ ଧାନ ଉଠିବା ବିଳମ୍ବ ହେଉଥିବା ଯୋଗୁ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝାଡ଼କୁଦା ଗ୍ରାମର ଚାଷୀମାନେ ବ୍ଲକ ଯୋଗାଣ…

କଲର ବେଲ୍ଟ ପ୍ରତିଯୋଗିତା

ଛତ୍ରପୁର,୭ା୨(ଡି.ଏନ୍‌.ଏ.) ଛତ୍ରପୁର କେଏମ୍‌ପି ସ୍ପୋଟର୍‌ସ ଏକାଡେମି ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରସ୍ଥ ଏକାଡେମିର ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୬୮ଜଣ ପ୍ରଶିକ୍ଷାର୍ଥୀ ଏହି…

ଆନ୍ତଃ ଜିଲା ସିନ୍ଧି ଚୋର ଦଳ ଗିରଫ

ଆସିକା,୭ା୨(ଡି.ଏନ୍‌.ଏ.): ଆସିକା ପୋଲିସ ରବିବାର ଆନ୍ତଃଜିଲା ସିନ୍ଧି ଚୋର ଦଳର ୫ଜଣଙ୍କୁ ଗିରଫ କରିଛି ା ସେମାନେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ମୁଶାଖାଇ ଗ୍ରାମର ଗଣେଶ ଶିକାରୀ, ରାଶବ ଶିକାରୀ, ସଞ୍ଜୟ ଶିକାରୀ, ଆସିକା ଥାନା ବାବନପୁର…

ଗୋଲାପ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ, ୭ା୨: ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ସୋମବାରଠାର ରୋଜ୍‌ ଡେ ପାଳନ ହେବ। ପଶ୍ଚାତ୍ୟ ସଂସ୍କୃତି ଅନୁସାରେ ଏହି ଦିନ ପ୍ରିୟଜନଙ୍କୁ ଗୋଲାପ ଫୁଲ ଉପହାର ସ୍ବରୁପ ପ୍ରଦାନ କରାଯାଏ। ଏଣୁ ସାଧାରଣ ଦିନ…

ଜଙ୍ଗଲରେ ନକଲି ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ଉପକଣ୍ଠ ମୋହଡା ପଞ୍ଚାୟତ ବୁରଗଁାରୁ ରବିବାର ଠାବ ହୋଇଛି ଆଉ ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି। ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିବା ଏହି ଫ୍ୟାକ୍ଟ୍ରିରେ ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଚଢାଉ କରି…

ପିଲାଙ୍କ ଖୁସି କହିଲେ ନ ସରେ

ଗଞ୍ଜାମ,୭ା୨(ଡି.ଏନ୍‌.ଏ.): ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ପରେ ସ୍କୁଲ ଛାତ୍ରୀଛାତ୍ରଙ୍କ ଖୁସି କହିଲେ ନ ସରେ। ସୋମବାର ଭାରତୀ ବିଦ୍ୟାପୀଠକୁ ସ୍କୁଲର ନବମ ଓ ଦଶମ ଶ୍ରେଣୀର ପିଲାମାନେ ଲମ୍ବା ଧାଡ଼ିରେ ଯାଇଥିଲେ । ସ୍କୁଲ…

ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ଫ୍ଲାଗ ମାର୍ଚ୍ଚ

ଛତ୍ରପୁର,୬।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ଛତ୍ରପୁର ବ୍ଲକ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥନୀୟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ…

ଜିଲା ପରିଷଦ ଆସନ ପାଇଁ ତ୍ରିମୁଖୀ ଲଢ଼େଇ, ସମୀକରଣ ବଦଳିବା ଆଶଙ୍କା

ଗଞ୍ଜାମ,୫।୨(ଡି.ଏନ୍‌.ଏ.): ଆସନ୍ତା ୨୦ ତାରିଖରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଛି। ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି।…

ଦୁଇ ଫେରାର ଅପରାଧୀଙ୍କୁ ପଳାତକ ଘୋଷଣା

ପୁରୁଷୋତ୍ତମପୁର,୫।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ୱ ଦେଇ ବିଭିନ୍ନ ଗ୍ରାମରେ ଥିବା ଅପରାଧୀଙ୍କୁ ଦମନ ଲାଗି ଚଢ଼ାଉ ଜାରି ରହଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପୀୟୂଷ ରଞ୍ଜନ ଛୋଟରାୟଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଚାଲିଛି। ଶନିବାର ଦୁଇ ଜଣ…

ପ୍ରଚାର ମଙ୍ଗ ଧରିଛନ୍ତି ଛତ୍ରପୁର ବିଧାୟକ

ଛତ୍ରପୁର,୫।୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଛତ୍ରପୁର ବ୍ଲକ ୨୦ ନଂ. ଜୋନରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରଚାର ମଙ୍ଗ ଧରିଛନ୍ତି। ୨୦ନଂ. ଜୋନ୍‌ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତରେ ଜିଲା ପରିଷଦ ସଭ୍ୟ ପାଇଁ…

ପ୍ରଚାର ମୈଦାନରେ ଜିଲାପରିଷଦ ପ୍ରାର୍ଥୀ

ଗଞ୍ଜାମ,୪।୧(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ୨୦ରେ ଗଞ୍ଜାମ ବ୍ଲକରେ ହେବ l ଏଥିପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତିି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ l ବତ୍ତର୍ର୍ମାନ ଚଳିତ ନିର୍ବାଚନରେ ପ୍ରଚାର ପାଇଁ ବିଜେଡି ପାର୍ଥୀମାନେ ଆଗୁଆ ଥିବା ଦେଖିବାକୁ ମିଳିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri