ଗଞ୍ଜାମ

ଶିକ୍ଷୟିତ୍ରୀଙ୍କ ଚାକିରି ନିୟମିତ କରିବାକୁ ୩ ଲକ୍ଷ ଠକେଇ

ବ୍ରହ୍ମପୁର ଅଫିସ,୨୨ା୫: ରେଳ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଅଭିଯୋଗରେ ଗୋଷାଣି ନୂଆଗାଁ ପୋଲିସ ଦ୍ୱାରା ଗିରଫ ହୋଇ କାରାଗାରରେ ଥିବା ହିଲପାଟଣାର ଗଣେଷ ହୋତା ନାଁରେ ପୁଣି ଏକ ମାଲା…

ମୁଜାଗଡ଼ ଠାକୁରାଣୀ ଯାତ୍ରା: ଆଜି ଦେବୀଙ୍କ ନଗର ଭ୍ରମଣ

ଭଞ୍ଜନଗର,୨୨ା୫(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକ ମୁଜାଗଡ଼ ଠାକୁରାଣୀ ଯାତ୍ରା ଶନିବାର ଚତୁର୍ଥ ଦିବସରେ ପହଞ୍ଚତ୍ଛି। ୧୮ରେ ଦେବୀଙ୍କୁ ସ୍ଥାୟୀ ମଣ୍ଡପରୁ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ଏହାପରେ ଦେବୀଙ୍କ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଯାତ୍ରା ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର…

କାମ୍ପା ଅର୍ଥ ଆସିନାହିଁ, ଶ୍ରମିକ ହଟହଟା

ଭଞ୍ଜନଗର,୨୨ା୫(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ କୋଠା ବ୍ରିଟିଶ ଶାସନ ସମୟରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ତାହା ଭଗ୍ନ ଅବସ୍ଥାକୁ ଚାଲିଆସିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେଉଁ ମୁହୂର୍ତ୍ତରେ ଉକ୍ତ କୋଠା ଭୁଶୁଡ଼ି ପଡ଼ିବା ସମ୍ଭାବନା ରହିଛି। ବିଭିନ୍ନ…

ଲକ୍ଷଲକ୍ଷ ସଂଖ୍ୟାରେ ସମୁଦ୍ରମୁହାଁ କଇଁଛ

ଗଞ୍ଜାମ,୨୧ା୫(ଡି.ଏନ୍‌.ଏ.): କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲାର ରୁଷିକୁଲ୍ୟା ମୁହାଁଣରେ ଗତ କିଛିଦିନ ହେବ ଲକ୍ଷଲକ୍ଷ ଛୁଆ କଇଁଛ ଅଣ୍ଡାରୁ ଫୁଟି ଏବେ ସମୁଦ୍ରମୁହାଁ ହେଉଥିବା ଦେଖିବାକୁ ମିଳିଛି। ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପରିବେଶରେ ରାତିସାରା ବିସ୍ତୀର୍ଣ୍ଣ ବାଲୁକା…

ରାଜ୍ୟସ୍ତରୀୟ ସୁଇମିଂ ପ୍ରତିଯୋଗିତାରେ ଗଞ୍ଜାମର ୧୧ ପ୍ରତିଯୋଗୀ ମନୋନୀତ

ଛତ୍ରପୁର,୨୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ସୁଇମିଂ ପୁଲ୍‌ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ତଥା ବିଭିନ୍ନ ସ୍ଥାନରୁ ୩୦ଜଣ ଖେଳାଳି ୧୦ରୁ ୧୧, ୧୨ରୁ ୧୪ ଏବଂ ୧୫ରୁ ୧୭ ବର୍ଗ ବୟସର…

ଶ୍ୱଶୁର ଘର ଯିବାକୁ ବାହାରି ଥିଲେ, ମିଳିଲା ନାଳରୁ ମୃତଦେହ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମ ନିକଟ କୁରେଇଶୁଣି ମନ୍ଦିର ପାର୍ଶ୍ୱରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ସଦର ଥାନା ଅଧୀନ ନୂଆ ବଉଳଝୋଳି ଗ୍ରାମର…

୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦିନକର ଦରମା ବନ୍ଦ

ଛତ୍ରପୁର,୧୯।୫(ଡି.ଏନ.ଏ.)-ସ୍କୁଲରେ ଅନୁପସ୍ଥିତ ରହିବା ନେଇ ଗଞ୍ଜାମ ଜିଲାର ୨ ଜଣ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଉକ୍ତ ୨ ଶିକ୍ଷକଙ୍କୁ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେମାନେ ହେଲେ ଭଞ୍ଜନଗର ବ୍ଳକ…

କେଏସୟୁବି, ସାବିତ୍ରୀ ମହାବିଦ୍ୟାଳୟରେ ୧୦ ଅଧ୍ୟାପକ ନିଯୁକ୍ତ

ଭଞ୍ଜନଗର,୧୯।୫(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ୬୩୮ଜଣ ନୂତନ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ୪ ଜଣ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ(କେଏସ୍‌ୟୁବି) ମହାବିଦ୍ୟାଳୟରେ ୬ ଜଣ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ସାବିତ୍ରୀ ମହାବିଦ୍ୟାଳୟର ଉଦ୍ଭିଦ…

ବ୍ରହ୍ମପୁର ବଜାରରେ ବିହାର ଲିଚୁର ଚାହିଦା ଅଧିକ

ବ୍ରହ୍ମପୁର ଅଫିସ,୧୯।୫: ରେଶମ ସହର ବ୍ରହ୍ମପୁରରେ ଗ୍ରୀଷ୍ମ ପ୍ରଭାବରେ ପ୍ରତିଦିନ ଉତ୍ତାପ ବଢ଼ୁଥିବାରୁ ପ୍ରବଳ ଗରମ ଅନୁଭୂତ ହେବା ସହ ପାରଦ ବଢ଼ିଚାଲିିଛି। ଅନ୍ୟପଟେ ବଜାରରେ କିଛି ଦିନ ହେବ ପ୍ରବେଶ କରିଛି ଖରାଦିନିଆ ଫଳ ଲିଚୁ। ଲିଚୁରେ ପ୍ରବଳ ମାତ୍ରାରେ…

ଦୁଇ ପେସାଦାର ଅପରାଧୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ବ୍ରହ୍ମପୁରର ଏସ୍‌ପି ଭାବେ ଡା. ଶ୍ରବଣ ବିବେକ ଏମ୍‌. ଯୋଗଦେବା ପରେ ପୋଲିସ ଜିଲାର ପେସାଦାର ଅପରାଧୀ ଓ ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିଛି। ମଙ୍ଗଳବାର ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଇନ୍‌କମ ଟ୍ୟାକ୍ସ ଅଫିସ ନିକଟରେ…

ତାରାତାରିଣୀ ମନ୍ଦିର ପାର୍ଶ୍ଵବର୍ତ୍ତୀ ଋଷିକୁଲ୍ୟା ନଦୀ ତଟର ଉନ୍ନତି କରଣ ଲାଗି ହେଲା ମାଷ୍ଟର ପ୍ଲାନ

ପୁରୁଷୋତ୍ତମପୁର,୧୯/୫(ଡିଏନଏ): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ଆଦିଶକ୍ତି ପୀଠ ତଥା ପର୍ଯ୍ୟଟନସ୍ଥଳ ମା ତାରାତାରିଣୀଙ୍କ  ମନ୍ଦିର ନବକଳେବର ହୋଇ ନୂତନ ରୁପରେଖରେ ଝଲସି ଉଠିଛି।ଏହା ଭକ୍ତ ମାନଙ୍କୁ ଆକୃଷ୍ଟ କରିବାରେ ଲାଗିଥିବା ବେଳେ ଏହାକୁ ପର୍ଯ୍ଯଟକଙ୍କୁ ଆହୁରି…

ମା’ ତାରା ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ , ୪୩ କୋଟି ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ

ପୁରୁଷୋତ୍ତମ ପୁର, ୧୮/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟକ୍ରମ ବୁଧବାର ଚତୁର୍ଥ  ଦିବସରେ ପହଞ୍ଚିଛି । ଏଥିରେ ମାନ୍ୟବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri