ଚିକିତ୍ସା ପାଇଁ ରୋଗୀଙ୍କୁ ଦୋଳାରେ ବୋହିଲେ ଗ୍ରାମବାସୀ
ପୋଲସରା,୩୦।୬(ସୁବ୍ରତ ବେହେରା) ସାଢ଼େ ଚାରି କୋଟି ଓଡ଼ିଆ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ହେଲେ ଗାଁକୁ ନାହିଁ ପକ୍କା ରାସ୍ତା। ଚିକିତ୍ସା ପାଇଁ ରୋଗୀଙ୍କୁ ଦୋଳାରେ ୬ କି.ମି. ବୋହିଲେ…
ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଲାଗି କୃତି ଚୟନ
ଛତ୍ରପୁର, ୩୦।୬(ସନ୍ତୋଷ ପାଢ଼ୀ ): ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସନକ୍ଷତ୍ର ଦିବସ ଅନୁଷ୍ଠିତ ହେବ। ଏନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ…
ଏସ୍ଏଚ୍ଜି ସଭ୍ୟାଙ୍କୁ ମିଳୁନି ସାଇକେଲ
ବ୍ରହ୍ମପୁର,୩୦ା୬(ସ୍ମୃତି ରଞ୍ଜନ ମହାଲିକ): ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏପରିକି ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ
ହିଞ୍ଜିଳିକାଟୁ,୨୯।୬(ଦ୍ବିତୀକୃଷ୍ଣ ପଣ୍ଡା): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡା ଫାଣ୍ଡି ଅଧିନ କଇଠଡୋ ଗ୍ରାମରେ ଘଟିଛି। ମୃତକ ହେଲେ ହରିମଲ୍ଲ (୮୫)। ଏନେଇ ମୃତକଙ୍କ ପୁଅ ରମେଶ ମଲ୍ଲ ହିଞ୍ଜିଳି…
ମୋହଡାରେ ଦୃର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଯୁବକଙ୍କୁ ହତ୍ୟା ପରେ ପୋଡିଦେଲେ
ବ୍ରହ୍ମପୁର,୨୯।୬( ସୁବାସ ଚନ୍ଦ୍ର ପାଢ଼ୀ) ଅଶାନ୍ତ ହୋଇଛି ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳ। କେତେବେଳେ ପିଟିପିଟି ହତ୍ୟା ପରେ ପୋଡି ହତ୍ୟା କରୁଛନ୍ତି ତ ରାସ୍ତାରେ ହାଣୁଛନ୍ତି ତ ଆଉ କେତେବେଳେ ଫୁଟୁଛି ବୋମା। ପୁଲିସକୁ ଖୋଲା ଚାଲେଞ୍ଜ ଦେଇ…
ପୁରୁଷୋତ୍ତମପୁର ଥାନାର ୧୩ ଗୋଟି ଗ୍ରାମ ଜିବ ହିଞ୍ଜିଳୀ ଥାନା
ପୁରୁଷୋତ୍ତମପୁର,୨୮।୬(ସିମାଞ୍ଚଳମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନରେ ଥିବା ପାଞ୍ଚଟି ପଞ୍ଚାୟତର ୧୩ଟି ଗ୍ରାମ ହିଞ୍ଜିଳି ଥାନା ଅଧୀନକୁ ସ୍ତାନାନ୍ତର ଲାଗି ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ମଙ୍ଗଗଳବାର ଚିଠି ନଂ ୨୬୧୩୯ ପ୍ରକାରେ ଘୋଷଣା କରାଯାଇଛି। ଏହା ଗେଜେଟ…
ଡ୍ରାଇଭର ଗିରଫ, ମାଲିକ ଫେରାର
ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ)/ଦିଗପହଣ୍ଡି (ଅଶେଷ ନାଥ ମିଶ୍ର),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକରେ ରବିବାର ବିଳମ୍ବିତ ରାତିରେ ଓଏସ୍ଆରଟିସି ବସ ଧକ୍କାରେ ଘରୋଇ ମିନିବସ୍ ଚୁରମାର ହୋଇଯାଇଥିଲା। ବାହାଘର ପରେ ଝିଅ ବିଦା କରି ମିନିବସ୍ରେ…
ଭିଜିଲାନ୍ସ ଜାଲରେ ବନାଞ୍ଚଳ ଅଧିକାରୀ
ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ବ୍ରହ୍ମପୁରରୁ ଏକ ବୋଲେରୋ ଗାଡ଼ିରେ ସୋମବାର ରାତିରେ ଦିଗପହଣ୍ଡି ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ରାସ୍ତାରେ ଅଟକାଇ…
ଗଞ୍ଜାମ ସହରରେ ପନିପରିବା ଦର ଆକାଶଛୁଆଁ,ଗରିବ ଖାଉଟି ମୁଣ୍ଡରେ ଚଡକ
ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ ): ଗତ କିଛିଦିନ ହେବ ଗଞ୍ଜାମ ସହରରେ ପନିପରିବା ଦର ବୃଦ୍ଧି ହେବାରେ ଲାଗିଛି । ଅଦିନରେ ଏଭଳି ନିତ୍ୟ ଅପରିହାର୍ଯ୍ୟ ଜିନିଷର ଦରବୃଦ୍ଧି ଗରିବ ଖଟିଖିଆ ଜନସାଧାରଣ ମୁଣ୍ଡରେ ଚଡ଼କ ପଡିଛି । ବର୍ତ୍ତମାନ ଟମାଟ କିଲୋ…
ଶିଶୁକନ୍ୟାଙ୍କୁ ବିଷ ପିଆଇ ନିଜେ ପିଇଦେଲେ
ବୁଗୁଡ଼ା,୨୭ା୬ (କଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ ଜନ୍ମିତ ଶିଶୁକନ୍ୟାଙ୍କୁ ବିଷ ପିଆଇ ମା’ ନିଜେ ପିଇଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଉଭୟ ମା’ ଓ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତା…
ନଦୀରେ ଗାଧୋଉଥିବା ବେଳେ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର
ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସେବକ ଟିକରପଡ଼ା ଗ୍ରାମ ଘୋଡାହାଡ ନଦୀ ଗଣ୍ଡରେ ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଗାଧୋଉଥିବା ବେଳେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ଏକ କୁମ୍ଭୀର ଟାଣି ନେଇଥିଲା। ବହୁ ସମୟ ଖୋଜାଖୋଜି…
ବେଆଇନ ପରିବହନ ୧୧ ଜୀବନ ନେଲା
ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)/ ଦିଗପହଣ୍ଡି (ଅଶେଷ ନାଥ ମିଶ୍ର)/ ପାଟପୁର(ସୀମାଞ୍ଚଳ ସାହୁ),୨୭ା୬: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟରେ ଓଏସ୍ଆର୍ଟିସି ବସ୍ ସହ କନ୍ୟାଯାତ୍ର୍ରୀ ମିନିବସ୍ ମୁହଁାମୁହିଁ ଧକ୍କା ହେବା ଯୋଗୁ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଥିରେ…

