ଗଞ୍ଜାମ

ଏଏସ୍‌ଓ ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ଗିରଫ ହେଲେ ଅବସରପ୍ରାପ୍ତ କର୍ମଚାରୀ

ଗୋପାଳପୁର,୨୧ା୩(ନବୀନ ରାଜ ଆଚାରୀ): ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଗୁରୁବାର ଗୋପାଳପୁର ଥାନା ପୋଲିସ ଅବସରପ୍ରାପ୍ତ କର୍ମଚାରୀ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ସିଡିଏ-୭…

ଛତ୍ରପୁରରେ ଜଳକଷ୍ଟ: ପାଇପ୍‌ରେ ଆସୁଛି ଗୋଳିଆ ପାଣି

ଛତ୍ରପୁର,୨୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ସହରରେ ଘରଗୁଡ଼ିକୁ ପାଇପ୍‌ ଯୋଗେ ଯୋଗାଣ ହେଉଥିବା ପାନୀୟ ଜଳ ଗୋଳିଆ ଆସୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଲୋକମାନଙ୍କ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି।…

ମଦ ବିକ୍ରି ଅଭିଯୋଗରେ ପୋଲିସ ଉଠାଇ ନେଇଥିବା ମହିଳାଙ୍କୁ ଛାଡ଼ିବା ଦାବି ନେଇ ରାସ୍ତାରୋକୋ

ଖଲ୍ଲିକୋଟ,୨୦ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ବହୁଳ ଗୁହାରିଆପାଟ ଗ୍ରାମରେ ଦୀର୍ଘଦିନ ଧରି ମଦ ବିକ୍ରି କରୁଥିବା ଅଭିଯୋଗରେ ଗ୍ରାମର ଜଣେ ୬୦ ବର୍ଷୀୟ ବୃଦ୍ଧା ଲକ୍ଷ୍ମୀ ଜାନିଙ୍କୁ ବ୍ରହ୍ମପୁରସ୍ଥିତ ଅବକାରୀ ଗୋଇନ୍ଦା ବିଭାଗ ବୁଧବାର…

ଓଡ଼ିଆଙ୍କ ପାଇଁ ପଖାଳ ଅମୃତ ସଦୃଶ

ବ୍ରହ୍ମପୁର,୨୦।୩(ତନୁଶ୍ରୀ ନାହାକ) : ବୁଧବାର ବିଶ୍ୱ ପଖାଳ ଦିବସ। ଏହି ଦିବସ ଆସିଲେ ଓଡ଼ିଆଙ୍କ ପଖାଳ କଂସାର କଥା ମନକୁ ଆସେ। ବିଶେଷ କରି ଖରାଦିନେ ପଖାଳ ଓଡ଼ିଆଙ୍କ ଅତି ଆବଶ୍ୟକ ହେଉଥିବାରୁ ସମସ୍ତେ ଏହି ଦିବସକୁ ସ୍ବାଗତ କରିଥାନ୍ତି। ସାଧାରଣତଃ…

ରାସ୍ତା ଉପରେ ମୃତ୍ୟୁର କୂଅ

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ରାସ୍ତା ଉପରେ ମୃତ୍ୟୁର କୂଅ। ଠିକାଦାରଙ୍କ ବେପରୁଆ ରାସ୍ତା କାମ ଯାତ୍ରୀଙ୍କ ଜୀବନ ପ୍ରତି ସୃଷ୍ଟି କରିଛି ବିପଦ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା-ନୟାଗଡ ରାଜ୍ୟ ରାଜପଥର କରସିଙ୍ଗି ଛକରେ। ଏହି ଛକରେ ସିମେଣ୍ଟ କଙ୍କ୍ରିଟ୍‌ ରାସ୍ତା…

ଥାନାରେ ପହଞ୍ଚିଲା ରାସ୍ତା ସମସ୍ୟା

ଗୋଷାଣି, ୨୦।୩ (ପ୍ରଶାନ୍ତ କୁମାର ରାଉତ): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମବାସୀ ରାସ୍ତାଘାଟ ସମସ୍ୟାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ହେଲା ଖାଲଖମା ଓ କର୍ଦ୍ଦମାକ୍ତ ଯୋଗୁଁ ଲୋକେ ଯାତାୟାତରେ ନାନାଦି…

ନାବାଳିକାଙ୍କୁ ବଳାତ୍କାର କରି ନାଟକ ମାଷ୍ଟର ଗଲେ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୦।୩ (ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ମଙ୍ଗଳବାର ଏକ ବଳାତ୍କାର ମାମଲାରେ ଦୋଷୀଙ୍କୁ ୨୦ବର୍ଷ ଜେଲଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୮ ମାସ କାରାଦଣ୍ଡ ଭୋଗିବାକୁ ଜଜ୍‌ ରାୟରେ…

୯ ଜଣଙ୍କୁ ଗୁ୍‌ଡ୍‌ ସ୍ମାରିଟାନ୍‌ରେ ସମ୍ମାନିତ କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୯ା୩(ସନ୍ତୋଷ ପାଢୀ/ଦିଲ୍ଲୀପ ସାମଲ ): ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ପଠାଇଥିବା ନେଇ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଗୁଡ୍‌ ସ୍ମାରିଟାନ୍‌ ଭାବେ ସମ୍ମାନିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ୯ ଜଣ ବ୍ୟକ୍ତି…

୬ କ୍ଷେତ୍ରରୁ ବିଧାୟକ ହୋଇନାହାନ୍ତି ମହିଳା

ବ୍ରହ୍ମପୁର,୧୯ା୩(ନରସିଂହ ସାହୁ):ଗଞ୍ଜାମ ଜିଲାରେ ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ ଆସନରୁ ହୋଇନାହାନ୍ତି ମହିଳା ବିଧାୟକ। ସେଗୁଡ଼ିକ ହେଲା ଛତ୍ରପୁର, ଗୋପାଳପୁର, ପୋଲସରା, ହିଞ୍ଜିଳି, ଦିଗପହଣ୍ଡି ଓ ଭଞ୍ଜନଗର। ଅବଶିଷ୍ଟ ୭ କ୍ଷେତ୍ରରୁ ଅଣକଂଗ୍ରେସ ଓ କଂଗ୍ରେସରୁ ସୁଜ୍ଞାନ କୁମାରୀ ଦେଓ…

ପୋଲିସକୁ ଆକ୍ରମଣ ମାମଲା: ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୮।୩(ନବୀନ ରାଜ ଆଚାରୀ): ଜୁଆ ଆଡ୍ଡା ଉପରେ ଚଡାଉବେଳେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସୋମବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛାଡିଥିବା ସୂଚନା ମିଳିଛି।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୬ ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୮।୩(ନବୀନ ରାଜ ଆଚାରୀ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଖଣ୍ଡା ଓ କାତିରେ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ସୋମବାର ଗୋଳନ୍ଥରା ଥାନା ପୋଲିସ ଜ୍ୱାଇଁ ଓ ଭିଣେଇ ସମେତ ଛଅ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ

ପୁରୁଷୋତ୍ତମପୁର,୧୮ା୩(ସୀମାଞ୍ଚଳ ମିଶ୍ର): ସରକାର ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶାସନ ଓ ସରପଞ୍ଚଙ୍କ ବୈମାତୃକ ମନୋଭାବ ଯୋଗୁ ଭୂତସରସିଙ୍ଗି ପଞ୍ଚାୟତର ଦାସିଆମାରି ପଲ୍ଲିରେ ଲୋକଙ୍କୁ ପାଣି ଟୋପାଏ ମିଳିପାରୁ ନ ଥିବାର ଅଭିଯୋଗ କରି ସୋମବାର ମହିଳାମାନେ ହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?