ଗଞ୍ଜାମ

ଗୋଡ଼ାଇ ଗୋଡ଼ାଇ ମଝି ରାସ୍ତାରେ  ଗୋ’ ମାଂସ ବୋଝେଇ ଗାଡିକୁ ଧରିଲେ ବଜରଙ୍ଗ ଦଳ

ଛତ୍ରପୁର,୧୯।୧୧(ସନ୍ତୋଷ ପାଢ଼ୀ, ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବଡ଼ ପଦର ନିକଟ ଜାତୀୟ ରାଜପଥରୁ ରବିବାର ସକାଳେ ଏକ ଗୋରୁ ମାଂସ ବୋଝେଇ ଗାଡି ଜବତ ହୋଇଛି। ସୂଚନାଯୋଗ୍ୟ, ଏକ ଗୋରୁ ମାଂସ ବୋଝେଇ ଗାଡ଼ି ବ୍ରହ୍ମପୁର…

ଜୁଆଆଡ୍ଡାରେ ଚଢ଼ାଉ: ନଗଦ ୪୫ ହଜାର ଟଙ୍କା ଜବତ, ୫ ଗିରଫ

ଗୋପାଳପୁର,୧୮ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ପୋଲିସ ଏକ ଜୁଆଆଡ୍ଡାରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ କାବୁ କରିବା ସହ ନଗଦ ୪୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଥିବା ସୂଚନା ଦେଇଛି। ୫ ଜଣ ହେଲେ ଗୋବିନ୍ଦନଗର ଗ୍ରାମର…

୧୦ ଫୁଟ ତଳକୁ ଖସିଲା ଟ୍ରକ

ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଟିଏନ୍‌ଏଡବ୍ଲ୍ୟୁ ୨୩୫୦ ନମ୍ବର ବିଶିଷ୍ଠ ଲୁହା କଏଲ ବୋଝେଇ ୧୪ ଚକିଆ…

ସ୍ଥାନାନ୍ତର ହେବ ମାଛ ମାର୍କେଟ

ଛତ୍ରପୁର,୧୮।୧୧( ଦିଲ୍ଲୀପ ସାମଲ): ଛତ୍ରପୁର ବାଳିକା ବିଦ୍ୟାଳୟ ରୋଡ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଆମିଷ ମାର୍କେଟ ହଟିବ। ଏନେଇ ଶୁକ୍ରବାର ଏନଏସି କାର୍ଯ୍ୟାଳୟରେ ବ୍ୟବସାୟୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ନୂଆବସଷ୍ଟାଣ୍ଡ…

ଯୁବକଙ୍କୁ ଆକ୍ରମଣ: ଅଭିଯୁକ୍ତ କୋର୍ଟଚାଲାଣ

ବେଲଗୁଣ୍ଠା,୧୭ା୧୧(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ ଅଭିଯୋଗରେ ଶୁକ୍ରବାର ଗାଙ୍ଗପୁର ପୋଲିସ୍‌ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକ ଏହି ଥାନା ଅନ୍ତର୍ଗତ କେଶପୁର ଶାସନ ଗ୍ରାମକୁ ବାରମ୍ବାର ଯିବା ଆସିବା କରୁଥିଲେ।…

ବାଣ ଚୋରି ଘଟଣାରେ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୭।୧୧(ନବୀନ ରାଜ ଆଚାରୀ) ବାଣ ଚୋରି କରିବା ଅଭିଯୋଗରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବି ନୂଆଗାଁ ଗ୍ରାମର ଭିକାରି ଦାସ(୨୦), ପ୍ରଦୀପ ଦାସ (୨୧)ବୋଲି…

୨୨ରୁ କଳାବ୍ୟାଜ଼ ପିନ୍ଧିବେ ଅଗ୍ନିଶମ କର୍ମଚାରୀ

ବ୍ରହ୍ମପୁର,୧୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ଅଗ୍ନିଶମ ସେବା ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୨୫୦୦ କର୍ମଚାରୀ ୨ ଦଫା ଦାବି ପୂରଣ ପାଇଁ ଆସନ୍ତା ୨୨ ତାରିଖରୁ କଳାବ୍ୟାଜ଼ ପରିଧାନ କରିବେ। ଦୀର୍ଘବର୍ଷ ହେଲା ଆଗ୍ନିକ, ମୁଖ୍ୟ ଆଗ୍ନିକ ଓ ଆଗ୍ନିକ ଗାଡ଼ି…

ସିରିଜ୍‌ ଦୁର୍ଘଟଣା ଘଟାଇଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଅଟକ

ଛତ୍ରପୁର,୧୭ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଅବକାରୀ ବିଭାଗ ଗାଡ଼ି ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟାଇଛି। ସୂଚନାରୁ ପ୍ରକାଶ ଯେ, ଓଡି ୦୭ ଏଏଚ ୯୨୫୬ ନମ୍ବର ବିଶିଷ୍ଟ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି। ଉକ୍ତ…

ଗାଡ଼ି ଧକ୍କାରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର

ହିଞ୍ଜିଳିକାଟୁ,୧୬ା୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଭାବନ୍ଧ- ନନ୍ଦିକ ୩୬ ନମ୍ବର ରାଜପଥର ଧୋବାବି-ପାଟପୁର ନିକଟରେ ଏକ ଗାଡ଼ି ଧକ୍କାରେ ଜଣେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମୃତକ ହେଲେ ଆସିକା ଥାନା…

ଯୁକ୍ତ ୩ କଲେଜ ଛାତ୍ରୀଙ୍କୁ ଆକ୍ରମଣ: ବନ୍ଧା ହେଲେ ୨ ଯୁବକ

ଛତ୍ରପୁର,୧୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ମହିଳା ମହାବିଦ୍ୟାଳୟ ପାଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀଙ୍କୁ ୨ଜଣ ଯୁବକ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରୁଥିଲେ। ଯୁବକ ଜଣକ…

ପ୍ରାଣୀଧନ ଚିକିତ୍ସାଳୟରୁ ମିଳିଲା ଭେଟନାରୀ ଟେକ୍ନିସିଆନଙ୍କ ମୃତଦେହ

ହିଞ୍ଜିଳିକାଟୁ,୧୬ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଞ୍ଚୁରୁ ପ୍ରାଣୀଧନ ଚିକିତ୍ସାଳୟର ଭେଟ୍‌ନାରୀ ଟେକ୍ନିସିଆନ ପ୍ରମୋଦ କୁମାର ମହାଙ୍କୁଡ଼ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଚିକିତ୍ସାଳୟ ଭିତରୁ ଠାବ କରାଯାଇଛି। ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ଅନ୍ୟ ଷ୍ଟାଫ୍‌ ଓ ଗ୍ରାମବାସୀ…

ମାର୍ବଲ ମିସ୍ତ୍ରୀଙ୍କଠାରୁ ଲୁଟ୍‌, ପୋଲିସ ଗୋଡ଼ାଇବାରୁ ୩ ବାଇକ୍‌ ଛାଡ଼ି ୪ ଦୁର୍ବୃତ୍ତ ଫେରାର

ସୋରଡ଼ା,୧୫ା୧୧(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଡକାୟତ ଦଳ ସକ୍ରିୟ ହେଉଥିବା ଅନୁମାନ କରାଯାଉଛି। ବୁଧବାର ଅପରାହ୍ନରେ ବ୍ରହ୍ମପୁର ହରିଡ଼ାଖଣ୍ଡି ନିକଟ ଚାଞ୍ଚଡ଼ାପଲ୍ଲୀ ଗ୍ରାମର କୀଟୁ ଗଉଡ ନାମକ ଯୁବକ ନିଜର ୧୮ ଦିନ ହେଲା କିଣିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?