ଗଞ୍ଜାମ

ନିଜକୁ ଇଡି ଅଫିସର କହି ଉପଜିଲାପାଳଙ୍କଠାରୁ ବଟି ଆଦାୟ କରୁଥିଲେ ୨ ଭାଇ : ଧରିଲା ପୋଲିସ

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତଙ୍କୁ ଢେଙ୍କାନାଳ ଟାଉନ ଥାନା ଦୋଳମଣ୍ଡପ ସାହିର ତାରିଣୀସେନ ମହାପାତ୍ର (୩୦) ଓ ବ୍ରହ୍ମାଶଙ୍କର ମହାପାତ୍ର (୨୭) ୨ ଜଣ ଇଡି ଅଫିସର କହି ଧମକାଇ ବଟି ଆଦାୟ କରୁଥିବା…

କଡ଼ାକଡ଼ି ପାଳନ ହେବ ନିର୍ବାଚନ ଆଚରଣ ବିଧି

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗଞ୍ଜାମ ଜିଲା ପ୍ରଶାସନ ତତ୍ପର ହୋଇଛି। ନିର୍ବାଚନ ଆଚରଣ ବିଧି କଡ଼ାକଡ଼ି ପାଳନ ଲାଗି ଗୁରୁତ୍ୱ ଦିଆଯାଇଛି। ଏନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଗଞ୍ଜାମ…

ମେଣ୍ଟ ଆବଶ୍ୟକ ନାହିଁ, ଓଡିଶା ଜନସାଧାରଣ ଚାହୁଁଛନ୍ତି ପରିବର୍ତ୍ତନ

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ବିଗୁଲ ବାଜି ଥିବାବେଳେ ଗଞ୍ଜାମ ଜିଲାରେ ରାଜନୀତି ତାତି ବଢ଼ିବାରେ ଲାଗିଛି। ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାଠାରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଳନ୍ଥରା ଈଶାଣେଶ୍ୱର ମନ୍ଦିର ନିକଟରେ…

ରାସ୍ତା, ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ

ଛତ୍ରପୁର,୧୭ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ୫ ନମ୍ବର ଓ୍ବାର୍ଡ ଅଧୀନ ନୂଆଁ ନାଗୁଲୁପେଟା ସାହିରେ ରାସ୍ତା ଓ ଡ୍ରେନ୍‌ ସୁବିଧା ନାହିଁ। ଜିଲାର ସଦରମହକୁମା ଛତ୍ରପୁର ଏନ୍‌ଏସିର ଉକ୍ତ ସାହିରେ ସାଧାରଣ ସୁବିଧାରୁ ସାହି ବାସିନ୍ଦା ବଞ୍ଚିତ ଥିବା…

ଶାନ୍ତିପୂର୍ଣ୍ଣ, ଅବାଧ ନିର୍ବାଚନ ପାଇଁ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଛତ୍ରପୁର,୧୭ା୩(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଏକ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ସାଧାରଣ ନିର୍ବାଚନକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ରବିବାର ପୂର୍ବାହ୍ନରେ ଛତ୍ରପର ଏସ୍‌ଡିପିଓ ଗୌରହରି ସାହୁ ଓ ଛତ୍ରପୁର…

ବଟେଶ୍ୱର ପୀଠକୁ ଗଡ଼ିଲା ଲକ୍ଷ୍ମୀ ବସ୍‌

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗରିବ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର କେତେ କ’ଣ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ଲକ୍ଷ୍ମୀ ବସ୍‌ ଯୋଜନା ଅନ୍ୟତମ। ପଞ୍ଚାୟତରୁ ସହରକୁ ସହଜରେ ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହି ବସ୍‌ ସେବା ଯୋଗାଇଛନ୍ତି ରାଜ୍ୟ ସରକାର।…

ସାଇବର ଠକେଇର ଶିକାର ହେଲେ ନିଅନ୍ତୁ ଏମିତି ସାହାଯ୍ୟ

ଛତ୍ରପୁର,୧୬ା୩(ଦିଲ୍ଲୀପ ସାମଲ): ଲୋକଙ୍କ ସେବା ଯୋଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲା ବେଶ୍‌ ସଜାଗ ହୋଇ ରହିଛି। ଦିନକୁ ଦିନ ଲୋକେ ସାଇବର ଠକେଇର ଶିକାର ହେଉଥିବାରୁ ଏହାର ପ୍ରତିକାର ପାଇଁ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର…

ଚା’ ଖଟିରେ ମେଣ୍ଟ ଚର୍ଚ୍ଚା: ଦୋଛକିରେ ନେତା କର୍ମୀ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା। ଏହା ଭିତରେ ନିର୍ବାଚନ ତାରିଖ ଘେଷଣା ହେବାକୁ ଯାଉଥିବା ବେଳେ ସବୁଠି ସେହି ଗୋଟିଏ ଚର୍ଚ୍ଚା ମେଣ୍ଟ ହେବ ନା ନାହିଁ l ବର୍ତ୍ତମାନ ଗଞ୍ଜାମ ସହରର ବିଭିନ୍ନ…

ଯୁବକକଙ୍କୁ ଗୋଡାଇ ହାଣିଲେ, ବାଇକ୍‌ ପୋଡ଼ି ଦେଲେ

ବ୍ରହ୍ମପୁର/ଗୋପାଳପୁର,(ନବୀନ ରାଜ ଆଚାରୀ)୧୬।୩: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ରାଳବ ଗାଁରେ ଆତଙ୍କ ଖେଳାଇଛନ୍ତି ୫ରୁ ୬ଜଣ ଯୁବକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଖଣ୍ଡା ବୁଲିବା ସହ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି। ଫଳରେ…

୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ପ୍ରଶ୍ନବାଚୀ

ବ୍ରହ୍ମପୁର,୧୫ା୩ (ସ୍ମୃତିରଞ୍ଜନ ମହାଲିକ): ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କାଠରେ ଖୋଦେଇ ହନୁମାନ ଚାଳିଶା ପ୍ରଦାନ କଲେ ଓଡ଼ିଆ କାରିଗର

ହିଞ୍ଜିଳିକାଟୁ,୧୪।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମର କାଠ କାରିଗର ଓ ଶିଳ୍ପୀ ଅରୁଣ କୁମାର ସାହୁ ଗୁରୁବାର ଉତ୍ତରପ୍ରଦେଶର ଅଯୋଧ୍ୟା ରାମମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏକ କାଠ ତିଆରି ପ୍ରତିକୃତି…

ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୪ା୩(ଦିଲ୍ଲୀପ ସାମଲ): ସମାନ କାମକୁ ସମାନ ଦରମା ଓ ସ୍ଥାୟୀ କରିବା ଦାବି ନେଇ ଗୁରୁବାର ଓଡ଼ିଶା ପଞ୍ଚାୟତ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?