ଗଞ୍ଜାମ

ଦିଗପହଣ୍ଡିରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଲାଇଭ୍‌

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍‌ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍‌ ହକି କ୍ରମାଗତ ଭାବରେ ଓଡ଼ିଶା ରାଜ୍ୟ ୨ ଥର ଆୟୋଜନ କରିଥିବା ବେଳେ ଏହାକୁ...

ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲାରେ ନୂତନ ଏସ୍‌ପି ଭାବେ ଯୋଗଦେଇ ଥିବା ଜଗମୋହନ ମୀନା ବୁଧବାର ଜିଲାରେ ପ୍ରଥମଥର ଲାଗି ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଉପଖଣ୍ଡସ୍ତରୀୟ ଅପରାଧିକ ସମୀକ୍ଷା କରିଛନ୍ତି। ଏଥିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ସମେତ...

ଦିଗପହଣ୍ଡିରୁ ଅପହୃତା ନାବାଳିକା ଢେଙ୍କାନାଳରୁ ଉଦ୍ଧାର

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପୋଲିସ ଢେଙ୍କାନାଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଅପହରଣ କରିଥିବା ନୟାଗଡ଼ ଜିଲା ନୂଆଗାଁ ଥାନା ବରଗଡ଼ ଗ୍ରାମର ନବାନ ଖାନ୍‌ଙ୍କୁ ପୋଲିସ ଗିରଫ...

ଆଇଆର୍‌ଇରେ ଚାକିରି ଦାବି: ମୃତକଙ୍କ ପରିବାର ସଦସ୍ୟଙ୍କ ଧାରଣା

ଛତ୍ରପୁର,୧୧।୧: ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆର୍‌ଇ) ପ୍ଲାଣ୍ଟରେ ନିଯୁକ୍ତି ଦାବି କରି ମୃତ କର୍ମଚାରୀଙ୍କ ପରିବାର ସଦସ୍ୟମାନଙ୍କ ପକ୍ଷରୁ ବୁଧବାରଠାରୁ ମୁଖ୍ୟ ଫାଟକ ଆଗରେ ଧାରଣା ଆରମ୍ଭ ହୋଇଛି। ଦାବି ପୂରଣ ନ ହେବା...

ଘୋଡାହାଡ଼ ଡ୍ୟାମ୍‌: ୬୪ କୁମ୍ଭୀର ଚିହ୍ନଟ

ଦିଗପହଣ୍ଡି,୧୧ା୧(ଡି.ଏନ.ଏ.): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘୋଡାହାଡ଼ ଡ୍ୟାମ୍‌ରେ ଗତ ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ମଙ୍ଗଳବାର ଶେଷ ହୋଇଛି। ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ଡ୍ୟାମ୍‌ର ୧୦ ଅଞ୍ଚଳରେ ଗଣନା କାର୍ଯ୍ୟ କରାଯାଇଥିଲା। ସତନ୍ତ୍ର ତାଲିମପ୍ରାପ୍ତ ବନ...

ଲିକେଜ ଗ୍ୟାସ ଟାଙ୍କି ଯୋଗାଣ

ବୁଗୁଡ଼ା,୧୦ା୧(ଡି.ଏନ.ଏ.): ବୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳର ଲୋକେ ରୋଷେଇ ଗ୍ୟାସ ପାଇଁ ବୁଗୁଡ଼ା ସହରରେ ଥିବା ଏକ ମାତ୍ର ଗ୍ୟାସ ଏଜେନ୍ସି କନକ ଦୁର୍ଗା ଇଣ୍ଡେନ ଗ୍ୟାସ ଉପରେ ନିର୍ଭର କରୁଥିବା ବେଳେ ଗ୍ରାହକମାନଙ୍କୁ ଯୋଗାଣ କରାଯାଉଥିବା ଅଧିକାଂଶ...

ଆଇଆଇସିଙ୍କ ନାମରେ ଫେକ୍‌ ଆକାଉଣ୍ଟ

ସୋରଡା ,୧୦।୧: କବିସୂର୍ଯ୍ୟନଗର ଥାନା ଆଇଆଇସି ପ୍ରଭାତ ସାହୁଙ୍କ ନାମରେ କେହି ଜଣେ ଫେକ୍‌ ଫେସବୁକ ଆକାଉଣ୍ଟ ଖୋଲି ଥିବା ଜଣାପଡିଛି। ଏନେଇ ଆଇଆଇସି ସାହୁ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେହି ଜଣେ ଅସାମାଜିକ...

ସ୍ମାର୍ଟକେମ୍‌ କମ୍ପାନୀକୁ ବିରୋଧ ଜାରି

ଛତ୍ରପୁର,୧୦ା୧(ଡି.ଏନ୍‌.ଏ.): ଛତ୍ରପୁର ତହସିଲ ଅଧୀନ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲଜି କମ୍ପାନୀ ସ୍ଥାପନକୁ ବିରୋଧ ହେବାରୁ କାମ ବନ୍ଦ ରହିଛି । ଏହି ସାର କାରଖାନା ସ୍ଥାପନକୁ ପୂର୍ବଭଳି ବିରୋଧ ଜାରି ରହିବ ବୋଲି ଗାଁ...

ଭୟଙ୍କର ଅଗ୍ନିକାଣ୍ଡ: ୧୪ ପରିବାରର ୪୨ ବଖରା ଘର ପୋଡ଼ି ପାଉଁଶ

ସୋରଡା,୧୦।୧: ଗଞ୍ଜାମ ଜିଲା ସୋରଡା ବ୍ଲକ ଆସିକା ଜାତୀୟ ରାଜପଥ ୫୯ ରାସ୍ତା ପାର୍ଶ୍ୱ ସୁରମଣି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗ୍ରାମର ୧୪ ପରିବାରର ୪୨ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି...

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ପୁରୁଷୋତ୍ତମପୁର,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଧୋବାପଲ୍ଲୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭୀ ସ୍ବାମୀ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ମାମା ସ୍ବାଇଁ। ଖବର ପାଇ...

ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬, ୫୯ ଏବଂ ରାଜ୍ୟ ରାଜପଥ ଏବେ ସଡ଼କ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲାରେ...

ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସଦର ଥାନାର ଭୌଗୋଳିକ ସୀମା ଅଧିକ ରହିଛି। ଏଣୁ ଉକ୍ତ ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ କିଛିବର୍ଷ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲା। ରାଜ୍ୟ ସରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri