ମହୁଲ ଫୁଲ ବିକି ପରିବାର ପୋଷୁଛନ୍ତି ଆଦିବାସୀ
ଆର.ଉଦୟଗିରି,୧୬।୫(ଡି.ଏନ୍.ଏ.): ପ୍ରକୃତିର ଋତୁ ପରିବର୍ତ୍ତନ ଅନୁଯାୟୀ ବୃକ୍ଷରାଜି ଫୁଲ ଫଳରେ ପରିବର୍ତ୍ତନ ଘଟେ। ଫଳରେ ଋତୁ ଅନୁଯାୟୀ ଏବେ ମହୁଲ ଫୁଲର ବାସ୍ନାରେ ମହକୁଛି ପ୍ରକୃତି। ଆଉ ସେହି ମହୁଲ ଫୁଲ ମଧ୍ୟ ଆଦିବାସୀଙ୍କୁ ଦେଉଛି ଜୀବିକା। ହେଲେ ବିକ୍ରି ପାଇଁ…
ମହୁଲ ଫୁଲ ବିକି ପରିବାର ପୋଷୁଛନ୍ତି ଆଦିବାସୀ
ଆର.ଉଦୟଗିରି,୧୬ା୫(ଡି.ଏନ୍.ଏ.): ପ୍ରକୃତିର ଋତୁ ପରିବର୍ତ୍ତନ ଅନୁଯାୟୀ ବୃକ୍ଷରାଜି ଫୁଲ ଫଳରେ ପରିବର୍ତ୍ତନ ଘଟେ। ଫଳରେ ଋତୁ ଅନୁଯାୟୀ ଏବେ ମହୁଲ ଫୁଲର ବାସ୍ନାରେ ମହକୁଛି ପ୍ରକୃତି। ଆଉ ସେହି ମହୁଲ ଫୁଲ ମଧ୍ୟ ଆଦିବାସୀଙ୍କୁ ଦେଉଛି ଜୀବିକା। ହେଲେ ବିକ୍ରି ପାଇଁ…
ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ମାନୁନି ଜିଲା ଶିକ୍ଷାବିଭାଗ: ପୁନର୍ବାସ ଯୋଜନାରେ ନିଯୁକ୍ତି ଦିଆଯାଇ ନ ଥିବା ଅଭିଯୋଗ
ପାରଳାଖେମୁଣ୍ଡି,୧୫।୫(ଡି.ଏନ୍.ଏ.): ସରକାରୀ କଳରେ ଚାକିରିଆଙ୍କ ସ୍ଥାୟୀତ୍ୱ ଓ ଚାକିରି ସମୟରେ ମୃତ୍ୟୁ ଘଟିଲେ ପରିବାରର ଜଣେ ସଦସ୍ୟଙ୍କୁ ଯେଉଁ ବିଭାଗରେ ଚାକିରି କରୁଥିବେ ସେହି ବିଭାଗରେ ଯୋଗ୍ୟତା ଅନୁସାରେ ଚାକିରି ଦେବା ସର୍ଭିସ କୋଡ଼ରେ ନିୟମ ରହିଛି। ହେଲେ ସେହି ନିୟମ…
ଗାଁରୁ ଗଡ଼ିପାରୁନି ବିଜୁ ଗାଁ ଗାଡ଼ି
ଆର.ଉଦୟଗିରି,୧୫।୫(ଡି.ଏନ୍.ଏ.) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁରୁ ଗାଁକୁ ବିଜୁ ଗାଁ ଗାଡି ଯୋଜନା ପ୍ରଣୟନ କଲେ। ଉଦ୍ଦେଶ୍ୟ ଥିଲା ଗାଁର ଗରିବ ଆଦିବାସୀମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ କମ୍ ଖର୍ଚ୍ଚରେ ଯିବାଆସିବା କରିପାରିବେ। କିନ୍ତୁ ଗଜପତି ଜିଲା ଆର.ଉଦୟଗିରି ବ୍ଲକରେ ଏହି…
ଦଉଡ଼ି ଦେଇ କଲେଜ ଛାତ୍ରଙ୍କ ଆତ୍ମହତ୍ୟା
ପାରଳାଖେମୁଣ୍ଡି :୧୪।୫: ପାରଳାଖେମୁଣ୍ଡି କାଚରା ସାହିରେ ଶନିବାର ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାୟଗଡ଼ା ଜିଲା ଗୁଣୁପୁର ନିକଟ ହୁକୁମ୍ବା ଗ୍ରାମର ଶ୍ରୀନିବାସ ନିମାଲାଙ୍କ ପୁତ୍ର ଶିବା ନିମାଲା। ଶିବା ରହୁଥିବା ଭଡ଼ା ଘରେ ବେକରେ ରସି…
କଳାକନା ବୁଲାଇଲେ ଦୁର୍ବୃତ୍ତ, ନେଇଗଲେ ୧୬ ଭରି ସୁନା, ୩୦ ହଜାର
ପାରଳାଖେମୁଣ୍ଡି,୧୩।୫(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ମଡେଲ ପୋଲିସ ଥାନା ଅଧୀନ ବିଶ୍ବନାଥ ନଗରରୁ ଚୋରି ହୋଇଛି। ଅଞ୍ଚଳର ପ୍ରଭାତ ମିଶ୍ରଙ୍କ ଘରୁ ୧୬ ଭରି ସୁନା ଅଳଙ୍କାର, ୩୦ ହଜାର ନଗଦ ଟଙ୍କା ସହ ଅନ୍ୟାନ୍ୟ ଆସବାବ ପତ୍ର ଚୋରି ହୋଇଥିବା…
ଗାତ ଖୋଳାରେ ଅଟକିଛି ସ୍ମାର୍ଟ ସ୍କୁଲ କାର୍ଯ୍ୟ
ଆର.ଉଦୟଗିରି,୧୨।୫(ଡି.ଏନ.ଏ.)-ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥିଙ୍କୁ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ରାଜ୍ୟ ସରକାର ୫-ଟି ପଦ୍ଧତିରେ ଉଚ୍ଚ ବିଦ୍ୟାଳୟଗୁଡିକୁ ରୂପାନ୍ତରିତ କରୁଛନ୍ତି। ମୋହନା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ…
ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ଅଭିଯୋଗ
ରାୟଗଡ଼(ଗଜପତି),୯।୫: ରାୟଗଡ଼ ବ୍ଲକ ସଦର ମହକୁମାଠାରେ ହୋଇଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିବାରୁ ଦୋକାନ ମାଲିକ ଓ ବିଭାଗୀୟ ଅଧିକାରୀଙ୍କ…
କାଶୀନଗର ପୋଲିସର ସିମ୍କାର୍ଡ ଯାଞ୍ଚ
କାଶୀନଗର,୯।୫: ଗଜପତି ଜିଲାପାଳ ଜୟରାମ ଶତପଥିଙ୍କ ନିର୍ଦ୍ଦେଶ ପ୍ରକାରେ ରବିବାର କାଶୀନଗର ଥାନା ପୋଲିସ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଥାନା ଏସ୍ଆଇ, ହାବିଲଦାର ପ୍ରମୁଖଙ୍କ ଦ୍ୱାରା ସହରରେ ଥିବା ମୋବାଇଲ ଦୋକାନଗୁଡ଼ିକ ଧରପଗଡ଼ କରି ବେନାମୀ ସିମକାର୍ଡ ଓ…
ନିର୍ମାଣ ହେଉନି ବଢ଼େଇପୁର ଗ୍ରାମ ରାସ୍ତା
ଆର.ଉଦୟଗିରି,୯ା୫(ଡି.ଏନ.ଏ.): ମୋହନା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ। ଏହି ବ୍ଲକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇଥାନ୍ତି । କିନ୍ତୁ ସ୍ଥାନୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଉନ୍ନତିମୂଳକ ଯୋଜନାଗୁଡିକ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଏହି…
ଅବ୍ୟବସ୍ଥା ଘେରରେ କଟାମା ହାଇସ୍କୁଲ ଛାତ୍ରାବାସ
ପାରଳାଖେମୁଣ୍ଡି,୮।୫(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତ ସଦର କାଟାମାଠାରେ ଥିବା ଛାତ୍ରାବାସ ଅବ୍ୟବସ୍ଥା ମଧ୍ୟରେ ରହିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ଏହି ଛାତ୍ରାବାସରେ ରୋଷେଇ ଶାଳାର ବ୍ୟବସ୍ଥା ନ ଥିବାରୁ ବର୍ଷା, କାକର, ଗ୍ରୀଷ୍ମରେ…
ପ୍ରଶାସନ ଶୁଣିଲାନି ଗ୍ରାମବାସୀ କଲେ ରାସ୍ତା
ଆର.ଉଦୟଗିରି,୮।୫(ଡି.ଏନ.ଏ.): ସରକାର ଗାଁ ଗାଁକୁ ସଂଯୋଗ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ମଧ୍ୟ ଅନେକ ଗ୍ରାମ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗ୍ରାମବାସୀ ବାରମ୍ବାର ପ୍ରଶାସନ ହେଉ…
Archives


