ଢେଙ୍କାନାଳ

ବାଇକ୍‌ରେ ଢେଙ୍କାନାଳରୁ ଲଦାଖ

ଢେଙ୍କାନାଳ ଅଫିସ, ୨୨ା୯: ବାଇକ୍‌ରେ ଢେଙ୍କାନାଳରୁ ଲେହ, ଲଦାଖ। ୧୮ ଦିନରେ ୬ ହଜାର ୩୩୩ କିଲୋମିଟର ଦୀର୍ଘପଥ। ଏଭଳି ଦୁଃସାହସିକ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ଢେଙ୍କାନାଳ ବାଇକର୍ସ କ୍ଲବର ସଂଯୋଜକ ମଳୟ ପଟ୍ଟନାୟକ। ଏହି କଷ୍ଟକର ଯାତ୍ରାରୁ ମଳୟ…

ଜଙ୍ଗଲରେ ଚଲାଇଥିଲେ ଆଶ୍ରମ, ବାନ୍ଧିନେଲା ପୋଲିସ

ପରଜଙ୍ଗ,୨୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡଖୋଲ ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବୁଧବାର ଖଣ୍ଡିଆ ବାବାଙ୍କୁ ଗିରଫ କରାଯାଇଛି। ଯାହାଙ୍କ ଭଲ ନାମ ହେଉଛି ଅନନ୍ତ ଚରଣ ଦାସ। ସେ ପାଖାପାଖି…

ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ, ୨୧।୯: ଢେଙ୍କାନାଳ କଲେଜ ବଜାରସ୍ଥିତ ମା’ ସୁନ୍ଦରଶୁଣୀ ମାତୃ ଆସ୍ଥାନ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ପାର୍ଶ୍ୱ ମୂର୍ତ୍ତି ଏବଂ ଦ୍ୱାରପାଳ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଏହି ଘଟଣା ପଦାକୁ ଆସିଥିଲା। ଏହାକୁ ନେଇ ତୀବ୍ର…

ଶେଷରେ ରାଜିହେଲା ରିମ୍‌ଝିମ୍‌

ଢେଙ୍କାନାଳ ଅଫିସ, ୨୧।୯: ଦୀର୍ଘଦିନର ବାଦ-ବିବାଦ, ଆଲୋଚନା-ପର୍ଯ୍ୟାଲୋଚନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଜମିହରା ୧୫୦ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଦକ୍ଷତା ଓ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ଦେବାକୁ ରାଜି ହୋଇଛି ରିମ୍‌ଝିମ୍‌ ଇସ୍ପାତ କମ୍ପାନୀ। ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ।…

ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ

ଢେଙ୍କାନାଳ ଅଫିସ,୨୧।୯: ଢେଙ୍କାନାଳ ଜିଲା ସଦର ଥାନା କଙ୍କଡାହାଡ ଗ୍ରାମ ଛକରେ ବୁଧବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ କରାଯାଇଛି। ଭ୍ୟାନ୍‌ରେ ୨୦ ଗୋରୁ ଚାଲାଣ କରାଯାଉଥିବା ଖବରପାଇ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ୍‌ର ସଦସ୍ୟମାନେ ସେମାନଙ୍କୁ…

ପରମ୍ପରା ବଞ୍ଚାଇଛନ୍ତି ୨୫ ବ୍ୟବସାୟୀ

ଭୁବନ, ୧୯।୯(ଡି.ଏନ୍‌.ଏ.):ମଣିଷ-ଭାରବାହୀ ପ୍ରାଣୀଙ୍କ ମଧ୍ୟରେ ରହିଥିବା ମଧୁର ସମ୍ପର୍କର ପ୍ରତିଫଳନ ଐତିହାସିକ ବଳଦଯାତ୍ରା। ବାଣିଜ୍ୟ ପରମ୍ପରାକୁ ନେଇ ପିଢ଼ି ପରେ ପିଢ଼ି ଶାରଦୀୟ ଦୁର୍ଗାପୂଜାରେ ଆୟୋଜିତ ହୋଇଆସୁଛି ଏହି ପ୍ରସିଦ୍ଧ ପର୍ବ। କରୋନା ମହାମାରୀ ପ୍ରଭାବିତ ବିଶ୍ୱରେ ଦୀର୍ଘ ଦୁଇବର୍ଷ ହେଲା…

ସ୍ମାର୍ଟ ଲାଇବ୍ରେରି ସ୍ବପ୍ନ

ଢେଙ୍କାନାଳ ଅଫିସ, ୧୮।୯: ସ୍ମାର୍ଟ ହେବ ପାଠାଗାର। କମ୍ପ୍ୟୁଟର, ସ୍କାନର, ଫର୍ନିଚରଠାରୁ ଆରମ୍ଭ କରି ପାନୀୟଜଳ, ଅଗ୍ନି ନିରାପତ୍ତା ଯାଏ ସମସ୍ତ ବ୍ୟବସ୍ଥା ରହିବ ଏଠାରେ। ଏକ ସକାରାତ୍ମକ ପରିବେଶରେ ଅଧ୍ୟୟନ କରିବାର ସୁଯୋଗ ପାଇବେ ପାଠକ। ଗବେଷଣା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା…

ପୋଲିସ-ମଦବେପାରୀ ଛକାପଞ୍ଝା ବେଳେ ଅଘଟଣ: ଭାଇ ମୃତ, ଭଉଣୀ ସଙ୍କଟାପନ୍ନ

କାମାକ୍ଷାନଗର, ୧୮।୯(ଡି.ଏନ୍‌.ଏ.): ମଦ ବ୍ୟବସାୟୀ ଏବଂ ପୋଲିସ ମଧ୍ୟରେ ଛକାପଞ୍ଝା ବେଳେ ଘଟିଛି ଅଘଟଣ। ପୋଲିସକୁ ଚକ୍‌ମା ଦେଇ ଦ୍ରୁତଗତିରେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ଏକ ଚୋରା ମଦ ବୋଝେଇ କାର୍‌ ଧକ୍କାରେ ଭାଇଙ୍କ ମୃତ୍ୟୁ ଘଟିଛି। ସଙ୍କଟାପନ୍ନ ଅବସ୍ଥାରେ ସମ୍ପର୍କୀୟ…

ନିଷ୍ଠାପର ହୁଅ, ବୌଦ୍ଧିକ ବିକାଶକୁ ଧ୍ୟାନ ଦିଅ

ଢେଙ୍କାନାଳ ଅଫିସ, ୧୭।୯: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଗୁରୁବାର ଶିକ୍ଷା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ଉତ୍ତମ ଶିକ୍ଷାଦାନ, ସେମାନଙ୍କ ଯାତାୟାତ ଲାଗି ଆବଶ୍ୟକ ସୁବିଧା,…

ଆଇଜିଆଇଟିରୁ ଛାତ୍ର ନିଖୋଜ

ପରଜଙ୍ଗ, ୧୭।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ରେ ପଢୁଥିବା ଜଣେ ବି-ଟେକ୍‌ ଶେଷବର୍ଷ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ସନ୍ଦୀପ କୁମାର ଜେନା। ସନ୍ଦୀପ ରହୁଥିବା…

ପୋଖରୀରୁ ମିଳିଲା ୩ ଅପରିପକ୍ୱ ଶିଶୁଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୧୭ା୯: ଢେଙ୍କାନାଳ ସଦର ଥାନା ଅଧୀନ ଇନ୍ଦିପୁରସ୍ଥିତ ନଟାପୋଖରୀରୁ ଶୁକ୍ରବାର ୩ ଅପରିପକ୍ୱ ନବଜାତକଙ୍କ ମୃତଦେହ ଠାବ କରାଯାଇଛି। କୌଣସି ଘରୋଇ କ୍ଲିନିକ୍‌ରେ ଗର୍ଭପାତ କରାଇବା ପରେ ଘଟଣାକୁ ଲୁଚାଇବା ନିମନ୍ତେ କେହି ମୃତଦେହ ଆଣି ପୋଖରୀରେ ଫିଙ୍ଗି…

ପୋଖରୀରୁ ମିଳିଲା ୩ ନବଜାତକଙ୍କ ମୃତଦେହ

ଢେଙ୍କାନାଳ ଅଫିସ,୧୬ା୯: ଢେଙ୍କାନାଳ ଜିଲା ଓ ଡାପଢ଼ା ବ୍ଲକ ସଦର ଥାନା ଇନ୍ଦିପୁର କଟା ପୋଖରୀରେ ୩ ନବଜାତ ଶିଶୁଙ୍କ ମୃତଦେହ ଠାବ କରାଯାଇଛି। ୩ ନବଜାତକ କନ୍ୟା ସନ୍ତାନ ବୋଲି ସନ୍ଦେହ କରାଯାଉଛି। ଏକକାଳୀନ ୩ ନବଜାତକଙ୍କ ମୃତଦେହ ଦେଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri