ଢେଙ୍କାନାଳ

ଦେବୋଲିନ କଲେଜ କୁଇନ୍‌

ଢେଙ୍କାନାଳ ଅଫିସ,୨୦ା୧୨: ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ରହୁଥିବା ଦେବୋଲିନ ବରାଳ ତରଙ୍ଗ ମ୍ୟୁଜିକ୍‌ କଲେଜ କୁଇନ ପ୍ରତିଯୋଗିତାରେ ଚଳିତ ବର୍ଷର ବିଜୟିନୀ ହୋଇଛନ୍ତି। ଫ୍ୟାଶନ ଓ ନୃତ୍ୟ କ୍ଷେତ୍ରରେ ନିଜର ଚମତ୍କାରିତା ପ୍ରତିପାଦିତ କରି ଦେବୋଲିନ କଲେଜ କୁଇନ୍‌ ମୁକୁଟ…

ମାଟିରେ ମିଶିଲା ୨୫୬ ମିଟର ଉଚ୍ଚ ଚିମିନୀ

ଢେଙ୍କାନାଳ ଅଫିସ,୨୦ା୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମ ନିକଟରେ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବନ୍ଦ ହୋଇଯାଇଥିବା ଲାନ୍‌କୋ ବାବନ୍ଧ ପାୱାର ପ୍ଲାଣ୍ଟ ବିକ୍ରି ସରିଥିଲେ ମଧ୍ୟ ଏହା ପରିସରରେ ଥିବା ୨୫୬ ମିଟର ଉଚ୍ଚ ଚିମିନୀ…

ଉତ୍କଳ ବିଶ୍ୱବିଦ୍ୟାଳୟ ଦଳରେ ଢେଙ୍କାନାଳର ୧୦ ଖେଳାଳି

ଢେଙ୍କାନାଳ ଅଫିସ,୨୦ା୧୨: ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବିଶ୍ୱବିଦ୍ୟାଳୟସ୍ତରୀୟ ମହିଳା ହକି ପ୍ରତିଯୋଗିତା ପାଇଁ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ ଟ୍ରେନ୍‌ ଯୋଗେ ବନାରସ ଯାତ୍ରା କରିଛନ୍ତି। ୟୁପି…

୭ ସେକେଣ୍ଡ୍‌ରେ ଭାଙ୍ଗିଲା ବିଶାଳକାୟ ଚିମିନି

ଢେଙ୍କାନାଳ ଅଫିସ,୧୯ା୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମ ନିକଟରେ ପରିଚାଳନାଗତ ତ୍ରୁଟି ପାଇଁ ପ୍ରତିଷ୍ଠିତ ଲାନ୍‌କୋ କମ୍ପାନୀ ବନ୍ଦ ହୋଇଯାଇଥିଲା। ଏହାର ସ୍ରାପଗୁଡିକ ମଧ୍ୟ ବିକ୍ରି ହୋଇଯାଇଥିଲା। କେବଳ କମ୍ପାନୀ ପରିସରରେ ବ୍ୟବହାର ନ ହୋଇ…

ମୁଖ୍ୟସ୍ରୋତରେ ଯୋଡ଼ିହେବେ ଜୁଆଙ୍ଗ

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍‌.ଏ.)୧୯ା୧୨:ସମ୍ବେଦନଶୀଳ ତଥା ଅର୍ଥନୈତିକ ଅନଗ୍ରସର ଜୁଆଙ୍ଗକୁ ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ନିଶାସେବନ, ଶିକ୍ଷାର ଅଭାବ ଏହି ଆଦିମ ଜନଜାତିର ବିକାଶରେ ପ୍ରତିବନ୍ଧକ ସାଜିଥିବାବେଳେ ସେମାନଙ୍କୁ ସଚେତନ କରାଇବା ଲାଗି କାମାକ୍ଷାନଗର…

ମାଷ୍ଟରମାଇଣ୍ଡ୍‌ଙ୍କ ସମେତ ୨ ଗିରଫ

ଢେଙ୍କାନାଳ ଅଫିସ/ଦେବଗଡ଼(ଡି.ଏନ୍‌.ଏ.), ୧୯।୧୨:ଓଡ଼ିଶାରେ ବଡ଼ଧରଣର ଜାଲନୋଟ ରାକେଟ୍‌ ଚାଲିଛି। ପଶ୍ଚିମରୁ କେନ୍ଦ୍ର ଓଡ଼ିଶା ଯାଏ ଲମ୍ବିଛି ଏହାର ଚେର। ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ରଥପଦା ଗ୍ରାମ ନିକଟରୁ ଶୁକ୍ରବାର ବିଳମ୍ବିତ ରାତିରେ ୧ ଲକ୍ଷ ୯୦ ହଜାର ୬୦୦…

ପୋତାଯିବ ବେଆଇନ ଖାଦାନ

ଢେଙ୍କାନାଳ ଅଫିସ, ୧୮।୧୨: ଢେଙ୍କାନାଳ ଜିଲାରେ ପଥର ମାଫିଆଙ୍କ ଦୌରାତ୍ମ୍ୟ ରୋକିବା ଲାଗି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଏଭଳି ବେଆଇନ କାର୍ଯ୍ୟ ଚାଲୁଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ରାତି ଅଧିଆ ଚଢ଼ାଉ ଆରମ୍ଭ ହୋଇଛି। ରାଜସ୍ବ ବିଭାଗ କର୍ମଚାରୀଙ୍କ କର୍ତ୍ତବ୍ୟରେ…

୧ ଲକ୍ଷ ୯୦ ହଜାର ଟଙ୍କାର ଜାଲ୍‌ନୋଟ ଜବତ: ବନ୍ଧା ହେଲେ ଯୁବକ

ଢେଙ୍କାନାଳ ଅଫିସ,୧୭।୧୨: ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଜାଲ୍‌ନୋଟ ପୋଲିସ ଜବତ କରିଛି। ସଦର ଥାନା ଅଧୀନ ଭାପୁର ରଥପଦା ଅଞ୍ଚଳରେ ପୋଲିସର ଏସ୍‌ଟିଏଫ୍‌ ଟିମ୍‌ ଅଚାନକ ଚଢ଼ାଉ କରି ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କାର…

୨୪ ଘଣ୍ଟା ବିତିଲା, ମିଳୁନାହିଁ ସୁରାକ

ଭୁବନ, ୧୭।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ନୀଳକଣ୍ଠପୁର ଗ୍ରାମ ନିକଟ ସାଇ ନର୍ସରି ମାଲିକ ଅଲେଖ ଚନ୍ଦ୍ର ସେନାପତି (୪୩) ହତ୍ୟାକାଣ୍ଡକୁ ୨୪ ଘଣ୍ଟା ବିତିଯାଇଥିବାବେଳେ ପୋଲିସ ହାତରେ କୌଣସି ସୁରାକ ଲାଗିନାହିଁ। କିଏ, କାହିଁକି ଅଲେଖଙ୍କୁ ହତ୍ୟାକଲା ତାହା…

ପ୍ରାର୍ଥନା ସଭାରେ ଟଳିପଡ଼ିଲେ ଛାତ୍ର

ଢେଙ୍କାନାଳ ଅଫିସ, ୧୭ା୧୨: ଢେଙ୍କାନାଳ ସହର ଉପକଣ୍ଠ ବୋରାପଦାସ୍ଥିତ ସରକାରୀ ଆଇଟିଆଇ କଲେଜ କ୍ୟାମ୍ପସ୍‌ରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ପ୍ରାର୍ଥନା ସଭା ଚାଲିଥିବାବେଳେ ଇଲେକ୍ଟ୍ରିକାଲ ବ୍ରାଞ୍ଚ୍‌ର ପ୍ରଥମ ବର୍ଷ ଛାତ୍ର ଅଭିଜିତ୍‌ ଦାସ (୧୭)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ଅଭିଜିତ୍‌ଙ୍କ…

ଟ୍ରାକ୍ଟର ମିଳୁନି, ବାଡ଼ିଆପିଟା ସ୍ଥିତି; ଅମଳ ଚିନ୍ତାରେ ଚାଷୀକୁଳ

ରାସୋଳ, ୧୫।୧୨(ଡି.ଏନ୍‌.ଏ.): ବିଲରେ କଟାହୋଇ ପଡ଼ିଛି ଧାନ। ୧୦-୧୫ଦିନ ଭିତରେ ଅମଳ ସରନ୍ତା। ଘରକୁ ବୁହା ହୋଇଆସନ୍ତା ସୁନାର ଫସଲ। ମିଳନ୍ତା ବର୍ଷକର ଝାଳବୁହା ପରିଶ୍ରମର ମୂଲ୍ୟ। ହେଲେ ମାତ୍ର ୫ ଦିନ ମଧ୍ୟରେ ବଦଳି ଯାଇଛି ଚିତ୍ର। ଦଳବଦ୍ଧ ହୋଇ…

କୁଷ୍ଠ ଆକ୍ରାନ୍ତଙ୍କୁ ମିଳିଲାନି କାନ୍ଧ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.): କୁଷ୍ଠ ଆକ୍ରାନ୍ତ ବୋଲି ପର କରିଦେଲା ପରିବାର। ଛଟପଟ ହୋଇ ଜୀବନ ଚାଲିଗଲା ସିନା କେହି ଆହା କଲେନି। କେବଳ ଏତିକି ନୁହେଁ, ମରିବା ପରେ ଶେଷକୃତ୍ୟ କରିବାକୁ ରୋକ୍‌ଠୋକ୍‌ ମନା କରିଦେଲେ ଏକମାତ୍ର ଝିଅ। ଏଭଳି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?