ବ୍ଲାକସ୍ପଟ୍ରେ ସାଇନେଜ୍ ଲଗାଅ
ଢେଙ୍କାନାଳ ଅଫିସ, ୨।୧:ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି କହିଲେ, ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ…
ପାରିଶ୍ରମିକ ବୃଦ୍ଧି ଦାବିକଲେ ପାଚିକା
ଢେଙ୍କାନାଳ ଅଫିସ, ୩୧।୧୨: ପାରିଶ୍ରମିକ ବୃଦ୍ଧି ଏବଂ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ଗର୍ଜିଛନ୍ତି ଢେଙ୍କାନାଳ ଜିଲାର ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର…
ଶ୍ରେଷ୍ଠ ୨୦ରେ ଶୁଭଶ୍ରୀ
ଢେଙ୍କାନାଳ ଅଫିସ, ୩୧ା୧୨: ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ଶ୍ରେଷ୍ଠ ୨୦ ପ୍ରତିଯୋଗୀ ତଥା ବିଜେତାଙ୍କ ମଧ୍ୟରେ ରହିଛନ୍ତି ଢେଙ୍କାନାଳ ଜିଲା ବ୍ରାହ୍ମଣୀ ପବ୍ଲିକ ସ୍କୁଲ ଛାତ୍ରୀ ଶୁଭଶ୍ରୀ ପଣ୍ଡା। ସମ୍ପୃକ୍ତ ଛାତ୍ରୀଛାତ୍ର ଭାରତୀୟ ମହାକାଶ ଗବେଷଣା…
ଗବେଷଣା ପାଇଁ ଶରୀର ଦାନକଲେ ପରିବାର ବର୍ଗ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ) ଖୋର୍ଦ୍ଧା ଜିଲା ପାତ୍ରପଡ଼ା ଅଞ୍ଚଳର ୬୪ ବର୍ଷୀୟ ଶ୍ରୀନିବାସ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ଜୀବନ ଯୁଦ୍ଧରେ ହାରିଯାଇ ସେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି ସିନା, ହେଲେ ତାଙ୍କ ଶରୀର ତାଙ୍କ ପରି ଅନେକ ରୋଗୀଙ୍କ…
କୌପୀନଧାରୀଙ୍କ ଜେଲଭରୋ ଚେତାବନୀ
ଢେଙ୍କାନାଳ ଅଫିସ,୩୦।୧୨: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାର ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ସ୍ଥଳୀ ଯୋରନ୍ଦା ମହିମା ଗାଦିର ବିବାଦୀୟ ତୃତୀୟ ବେଢ଼ାରୁ କୌପୀନଧାରୀ ମହିମା ସମାଜର ଉପାସନାସ୍ଥଳୀ ଉଚ୍ଛେଦକୁ ମାସେ ବିତିଗଲାଣି। ହେଲେ କୌପୀନଧାରୀଙ୍କ ଦାବିକୁ ଅଣଦେଖା କରାଯାଉଛି। ତେଣୁ ନୀତିକାନ୍ତି…
ନୂଆବର୍ଷରୁ ଜଙ୍ଗଲ ସଫାରି
ଢେଙ୍କାନାଳ ଅଫିସ,୩୦ା୧୨: ଘଞ୍ଚ ଜଙ୍ଗଲରେ ରୋମାଞ୍ଚକର ଯାତ୍ରା। ବନ୍ୟପ୍ରାଣୀଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ପରିବେଶବିତ୍, ଓ୍ବାଇଲ୍ଡ ଲାଇଫ୍ ଫଟୋଗ୍ରାଫରଙ୍କ ସମେତ ସାଧାରଣ ପର୍ଯ୍ୟଟକ ମଧ୍ୟ ନେଇପାରିବେ ଏହାର ମଜା। ଏଥିଲାଗି ରାଜ୍ୟ ସରକାରଙ୍କ ସହାୟତାରେ ଢେଙ୍କାନାଳ ବନ ବିଭାଗ…
ଗୁଳିମାଡ଼ରୁ ବର୍ତ୍ତିଲେ ବିଜେଡି ନେତା
ଢେଙ୍କାନାଳ ଅଫିସ, ୨୯।୧୨: ଢେଙ୍କାନାଳ ସହର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ଯୁବ ବିଜେଡି ନେତା ତଥା କାମାକ୍ଷାନଗର ଅଞ୍ଚଳର କାହ୍ନୁଚରଣ ସାହୁ (୪୦)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଦୁର୍ବୃତ୍ତମାନେ…
୨ ମାସ ହେଲା ଅନ୍ଧାରରେ ବନ୍ଧସାହିବାସୀ
ଢେଙ୍କାନାଳ ଅଫିସ,୨୮।୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ କାଳିକାପ୍ରସାଦ ଗ୍ରାମ ବନ୍ଧସାହି ବାସିନ୍ଦା ଗତ ଦୁଇମାସ ହେବ ଅନ୍ଧାରରେ ରହିଛନ୍ତି। ଫଳରେ ସାହିବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାହିବାସୀ କହିଛନ୍ତି, ସାହିରେ ୯ ପରିବାର…
ହାତୀପଲ ଭାଙ୍ଗି ଦେଲେ ଘର
ପରଜଙ୍ଗ,୨୭।୧୨(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବୀରରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ କନ୍ତୋର ପଞ୍ଚାୟତ ଚାନ୍ଦପୁର ଗ୍ରାମରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗ୍ରାମର ମଞ୍ଜୁଲତା ନାଏକଙ୍କ ୨ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଧାନ, ଚାଉଳ ଆଦି ନଷ୍ଟ କରି…
ପ୍ରକୃତି କୋଳରେ ମଜ୍ଜିଲେ ପର୍ଯ୍ୟଟକ
ଢେଙ୍କାନାଳ ଅଫିସ, ୨୬।୧୨:ସମସ୍ତଙ୍କ ମନରେ ଭରି ରହିଥିଲା ଉତ୍ସାହ। ଶୀତର ସ୍ପର୍ଶରେ ପ୍ରକୃତିରାଣୀ ହସି ଉଠିଥିବାବେଳେ କିଛି ସମୟ ସବୁଜିମାମୟ ପରିବେଶରେ ବିତାଇବାକୁ ଢେର ଦିନରୁ ହୋଇଥିଲା ଯୋଜନା। ଏକା ଦିନରେ ରବିବାର ଆଉ ବଡ଼ଦିନ ପଡ଼ିଥିବାରୁ ଏଭଳି ସୁଯୋଗକୁ ହାତଛଡ଼ା…
ଶ୍ରମିକନେତା ଦ୍ୱାରିକା ମୋହନଙ୍କ ପରଲୋକ
ତାଳଚେର, ୨୬।୧୨(ନି.ପ୍ର.):ବରିଷ୍ଠ ଶ୍ରମିକ ନେତା, ଢେଙ୍କାନାଳ ଦତ୍ତାତ୍ରେୟ ସାଇ ଆଶ୍ରମର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଦ୍ୱାରିକା ମୋହନ ମିଶ୍ରଙ୍କ ରବିବାର ରାତି ୯ଟା ୪୫ଟାରେ ତାଳଚେର ରେମୁଅଁାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କିଛିଦିନ…
ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କୁ ‘ସପ୍ତଶଯ୍ୟା ସମ୍ମାନ’
ଢେଙ୍କାନାଳ ଅଫିସ, ୨୫।୧୨: ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି ‘ସପ୍ତଶଯ୍ୟା ମହୋତ୍ସବ’। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ, ରାଣୀ ସାବିତ୍ରୀ ଦେବୀ ଅତିଥି ଭାବେ ଯୋଗଦେଇ ଏହାକୁ…
Archives


