ଢେଙ୍କାନାଳ

ଆକର୍ଷଣୀୟ ହେବ ଢେଙ୍କାନାଳ ମାର୍କା ଶାଢ଼ି ଡିଜାଇନ

ଢେଙ୍କାନାଳ ଅଫିସ,୧୭ା୧: ଢେଙ୍କାନାଳ ଜିଲା ସଦର ବ୍ଲକ ସରାଗପାଟଣା, ଚନ୍ଦ୍ରଶେଖରପ୍ରସାଦ, ଓଡାପଡା ବ୍ଲକର ରଥପଦା ଓ ପରଜଙ୍ଗ ବ୍ଲକ ଖାଲପାଳ ନିକଟସ୍ଥ ଗିରିଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ କାରଗିଲ, କମ୍ପ୍ୟୁଟର, ରେଖା, ଗଙ୍ଗା-ଯମୁନା ଓ ବାଡ଼ିବନ୍ଧ ନାମରେ ନାମିତ…

ଭାରତୀ ପାହାଡ଼ ଚଢ଼ିଲେ ମାନସିକଧାରୀ

ଭୁବନ, ୧୫।୧(ଡି.ଏନ୍‌.ଏ.): ପ୍ରସିଦ୍ଧ ମକର ମେଳା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନର ସିଦ୍ଧ ରାମଚଣ୍ଡୀ ପୀଠ। ୧୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠ ଲୋକାରଣ୍ୟ ହୋଇପଡ଼ିଥିବାବେଳେ ମାନସିକଧାରୀ ଭାରତୀ ପାହାଡ଼ ଚଢ଼ିଥିଲେ। ମକର ସଂକ୍ରାନ୍ତି ଉପଲକ୍ଷେ ମା’ଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି…

ଅଛୁଆଁ ହେଉଛନ୍ତି କୁଷ୍ଠ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୫।୧: ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କୁଷ୍ଠ ଆକ୍ରାନ୍ତ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି। ଖାଦ୍ୟ ଟେଣ୍ଡରଧାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ହୀନମନ୍ୟତା ଦୃଷ୍ଟିରେ ଦେଖୁଛନ୍ତି। ଓ୍ବାର୍ଡ ଦୁଆର ମୁହଁରେ ରହି ସେମାନେ ଶଯ୍ୟାକୁ ଖାଦ୍ୟ ଫୋପାଡୁଛନ୍ତି। ନିମ୍ନମାନର…

ଆଖି ଝଲସାଇଲା ‘ଆଗ୍ନେୟ’

ଢେଙ୍କାନାଳ ଅଫିସ୍‌, ୧୪।୧: ଢେଙ୍କାନାଳର ବଜରଙ୍ଗ କ୍ଲବର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ରୌପ୍ୟଜୟନ୍ତୀ ସମାରୋହ ଆଗ୍ନେୟ-୨୦୨୩। ସ୍ବୟମ୍‌ ପାଢ଼ୀ, ଅସୀମା ପଣ୍ଡାଙ୍କ ମନଛୁଅଁା ଗୀତ, ପପୁ ପମ୍‌ପମ୍‌ଙ୍କ ହାସ୍ୟାଭିନୟ ସାଙ୍ଗକୁ ଆଖି…

କଡ଼ାକଡ଼ି ହେବ ଟ୍ରାଫିକ୍‌ ବ୍ୟବସ୍ଥା

ଢେଙ୍କାନାଳ ଅଫିସ,୧୩ା୧: ଢେଙ୍କାନାଳ ସହରରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲା ପୋଲିସ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଗଡାଠାରୁ ବାଜିଚୌକ, ମହିଷାପାଟ ଓ କଣ୍ଟାନାଳି ଛକରେ ଟ୍ରାଫିକ୍‌ ପରିଚାଳନା ଉପରେ ଗୁରୁତ୍ୱ…

ଖଣି ରାସ୍ତା ପାଇଁ ଜଙ୍ଗଲ ଜମି ବ୍ୟବହାର ମାମଲା

ଢେଙ୍କାନାଳ ଅଫିସ,୧୩।୧: ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ ଗଣ୍ଡାନାଳୀ ମୌଜାରେ ବିନା ପରିବେଶ ଅନୁମତିରେ କଳାପଥର ଖଣି ଚାଲିବା, ଖଣିରେ ବିସ୍ଫୋରକ ବ୍ୟବହାର, ଜେସିବି ସହାୟତାରେ ପଥର ଉତ୍ତୋଳନ, କଦଳୀପାଳ ଗ୍ରାମ୍ୟ ଜଙ୍ଗଲ ଜମିକୁ ଏଥିଲାଗି ବ୍ୟବହାର କରିବା ନେଇ ଜାତୀୟ…

ଫେବୃୟାରୀ ୧୮ରେ କପିଳାସ ଜାଗରଯାତ୍ରା: ପ୍ରାତଃ ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ ଅଫିସ,୧୩।୧: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସରେ ଆସନ୍ତା ଫେବୃୟାରୀ ୧୮ରେ ହେବ ପ୍ରସିଦ୍ଧ ଜାଗରଯାତ୍ରା। ଏହାକୁ ଶୃଙ୍ଖଳିତ କରିବା ଲାଗି ଗୁରୁବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି…

୪ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ ଅଫିସ,୧୩ା୧: ବିଶ୍ୱବିଖ୍ୟାତ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ ଆସନ୍ତା ଫେବୃୟାରୀ ୪ରେ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବ। ମହିମା ଧର୍ମାବଲମ୍ବୀଙ୍କ ମୁଖ୍ୟ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଲାଗି ଏକ ପ୍ରସ୍ତୁତି ବୈଠକ ଗୁରୁବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ…

ସାନପୁଅଙ୍କୁ ସଙ୍ଗଠନ ଦାୟିତ୍ୱ ଦେଲେ ବିଧାୟକ

ଢେଙ୍କାନାଳ ଅଫିସ, ୧୧।୧: ଢେଙ୍କାନାଳ ଜିଲା ପରଜଙ୍ଗ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ଦୀର୍ଘଦିନ ହେଲା ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଧାୟକ ଡା. ନୃସିଂହ ଚରଣ ସାହୁ। ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହି ଆସିଥିବା…

‘ସାଧାରଣ ଜନତାଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ’

ଢେଙ୍କାନାଳ ଅଫିସ,୧୧।୧: ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ମିନି ଷ୍ଟାଡିୟମ୍‌ ପରିସରରେ ମଙ୍ଗଳବାର ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନ ୧୦ଟାରେ ବାଜିଚୌକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି…

ଧରାପଡ଼ିଲା ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ୍‌

ଢେଙ୍କାନାଳ ଅଫିସ, ୧୧।୧: ଗଞ୍ଜାମରୁ ମୟୂରଭଞ୍ଜ ଯାଏ ସୃଷ୍ଟି କରିଥିଲେ ଭୟ ଆତଙ୍କର ବାତାବରଣ। ଟଙ୍କା, ସୁନା ପାଇଁ ଟପିଯାଉଥିଲେ ସବୁ ସୀମା। ପଥଚାରୀଙ୍କୁ ରାସ୍ତା ମଝିରେ ହାଣୁଥିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଲୁଟି ନେଉଥିଲେ ସର୍ବସ୍ବ। ମୁଣ୍ଡ ଗଡ଼ାଇବାକୁ…

କାଙ୍କଲୁଣ୍ଡାରେ ଦନ୍ତା ଆତଙ୍କ

ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲା ଯୋରନ୍ଦା ଫରେଷ୍ଟ ସେକ୍ସନ କାଙ୍କଲୁଣ୍ଡା ଗ୍ରାମରେ ଏକ ଦନ୍ତହାତୀ ପଶି ଚାଷୀଙ୍କ ଖଳାରୁ ଧାନ ଖାଇଦେଇଛି। ଗୋଟିକିଆ ଗୋଠଛଡା ଦନ୍ତାକୁ ଦେଖି ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ଏହି ଦନ୍ତାହାତୀ ଦିନ ସମୟରେ ଗ୍ରାମ ପାଖ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?