ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଆର୍ଡି ସହକାରୀ ଯନ୍ତ୍ରୀ
ଢେଙ୍କାନାଳ ଅଫିସ, ୧୮।୧୧: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଳଚେର କଣିହା ଗ୍ରାମ୍ୟ ନିର୍ମାଣ ବିଭାଗ (ଆର୍ଡି) ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଢେଙ୍କାନାଳସ୍ଥିତ ଟାଉନପ୍ଲାନିଂ ଅଞ୍ଚଳରେ ଥିବା ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି। ଚନ୍ଦ୍ରମଣିଙ୍କ ତାଳଚେରସ୍ଥିତ…
ଢେଙ୍କାନାଳ ଜିଲାରେ ସୀମା ଟପିଲା ବର୍ବରତା: ୪ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା
ଢେଙ୍କାନାଳ ଅଫିସ/କାମାକ୍ଷାନଗର/କାଳିଆପାଣି(ଡି.ଏନ୍.ଏ.), ୧୩।୧୧-ଢେଙ୍କାନାଳ-ଯାଜପୁର ସୀମାନ୍ତ କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମରେ ଜଣେ ୪ବର୍ଷର ଶିଶୁଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କେତେଜଣ ବ୍ୟକ୍ତି ଏପରି ଜଘନ୍ୟକାଣ୍ଡ ଘଟାଇଥିବା ମୃତ ଶିଶୁକନ୍ୟାଙ୍କ ବାପା ଅଭିଯୋଗ…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଢେଙ୍କାନାଳ ଅଫିସ,୯ା୧୧- ବିଲ୍ ପାସ୍ କରାଇଦେବା ପାଇଁ ମଧ୍ୟସ୍ଥଙ୍କ ଜରିଆରେ ୧୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍ଡିଏ)ର ସହକାରୀ ଯନ୍ତ୍ରୀ ବିପିନ ଦାସ ସୋମବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ…
ବଡ଼ଓଷାରେ ବସିବନି ଭଣ୍ଡାର
ଭୁବନ, ୯ା୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନର ପ୍ରାଚୀନ ବୁଦ୍ଧେଶ୍ୱର ଶୈବପୀଠରେ ଚଳିତବର୍ଷ ପ୍ରସିଦ୍ଧ ବଡ଼ଓଷା ପାଳନ ହେବନାହିଁ। କରୋନା ସଂକ୍ରମଣ ଏଡ଼ାଇବାକୁ ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ପଞ୍ଚକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ବନ୍ଦ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାରଣ…
ବାଣ ବେପାରୀ ବାଟବଣା
ଭୁବନ, ୮।୧୧(ଡି.ଏନ.ଏ.): ଦୀପାବଳିରେ ବାଣ ଫୁଟିବ ନାହିଁ। କରୋନା ସଂକ୍ରମଣ ପାଇଁ ଚଳିତବର୍ଷ ଜାରି କରାଯାଇଥିବା ଏହି ସରକାରୀ କଟକଣା ସିଜିନ ବାଣ ବ୍ୟବସାୟୀଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି। ସରକାର କଟକଣା ଜାରି କରିବା ଆଗରୁ ବହୁ ବ୍ୟବସାୟୀ ବାଣ କିଣି…
ହାତୀ କରୁଛନ୍ତି ହନ୍ତସନ୍ତ
ଭାପୁର, ୭।୧୧(ଡି.ଏନ.ଏ.) ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମୁହଁାଇଛନ୍ତି ହାତୀ। ଚାଷ ଜମିରେ ଗଜ ଉପଦ୍ରବ ରାତିକ ଭିତରେ ଚାଷୀଙ୍କ ବର୍ଷକର ଆଶାକୁ ଧୂଳିସାତ୍ କରିଦେଉଛି। ଆଖି ଆଗରେ ସୁନାର ଫସଲ ଉଜୁଡ଼ି ଯାଉଥିବାବେଳେ ବିଲ ହୁଡ଼ାରେ ନିରୂପାୟ ହୋଇ ଚାହିଁ…
କାମଚଳାରେ ଚାଲିଛି କାମ
ଢେଙ୍କାନାଳ ଅଫିସ, ୫।୧୧: ଶିଳ୍ପରେ ସମୃଦ୍ଧ। ପର୍ଯ୍ୟଟନ ସମ୍ଭାରରେ ଭରପୂର। ରାଜନୈତିକ ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏସବୁ ବଢ଼ାଇଛି ଢେଙ୍କାନାଳର ଗୁରୁତ୍ୱ। ହେଲେ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଜିଲାର ପ୍ରଶାସନିକ ପରିଚାଳନା ବ୍ୟବସ୍ଥା ଢିଲା ପଡ଼ିଛି। ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ…
ପୋଲିସ ବୁଝୁନି ପୀଡ଼ିତାଙ୍କ ଦୁଃଖ
ହିନ୍ଦୋଳ, ୪।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ବାଲିମୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ ରାସ୍ତାଘାଟରେ ଅସଦାଚରଣ କରିବା…
ଧାରଣାରେ ବସିଲେ ଡାକ୍ତର, କର୍ମଚାରୀ
ଢେଙ୍କାନାଳ ଅଫିସ,୩ା୧୧ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ ମରାଯିବା ଘଟଣାର ପ୍ରତିବାଦରେ ସୋମବାର ସମସ୍ତ ଡାକ୍ତର ଓ କର୍ମଚାରୀ ଧାରଣାରେ ବସିଥିଲେ। ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରା ନ…
ମନ୍ଦିର ବନ୍ଦ ମନ ଭାଙ୍ଗିଲା
ଢେଙ୍କାନାଳ ଅଫିସ, ୨।୧୧: ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। କାର୍ତ୍ତିକ ସୋମବାରରେ ଶିବଦର୍ଶନ କଲେ ମହାଦେବଙ୍କ ଅପାର କରୁଣା ମିଳେ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି। ହେଲେ ଚଳିତବର୍ଷ କରୋନା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଛି। ସଂକ୍ରମଣ ଭୟରେ…
ଇନ୍ଦ୍ରପୁରୀ ହେବନାହିଁ ବିଷ୍ଣୁପୁରୀ
ଓଡ଼ାପଡ଼ା, ୩୧ା୧୦ କରୋନା ଆତଙ୍କ ଯୋଗୁ ସତେ ଯେମିତି କେଉଁଠି ଅଟକିଯାଇଛି ପୃଥିବୀ। ପ୍ରଭାବିତ ହୋଇଛନ୍ତି ମଣିଷ। ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସବୁଠୁ ବେଶି ପ୍ରତିକୂଳ ପ୍ରଭାବ ପଡ଼ିଛି ହୋଇଛି କଳା, ସଂସ୍କୃତି ଏବଂ ଶିକ୍ଷା ଉପରେ। ଗଣେଶପୂଜା, ଦଶହରା ପରେ…
ଆଜିଠୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା
ଢେଙ୍କାନାଳ ଅଫିସ, ୩୦।୧୦ ଧରାବତରଣ କରିବେ ଧନଦାତ୍ରୀ। ହେଲେ ମଣ୍ଡପ ଝଲସୁଥିବ ନା ଥିବେ ଭକ୍ତ। କେବଳ ବିଧିରକ୍ଷା କରିବାକୁ ଶ୍ରଦ୍ଧାଳୁଶୂନ୍ୟ ମଣ୍ଡପରେ ପାରମ୍ପରିକ ନୀତି ଅନୁଯାୟୀ ମା’ଙ୍କ ଆବାହନ ହେବ। ୮୦ ବର୍ଷର ଐତିହ୍ୟସମ୍ପନ୍ନ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମାହୋଲକୁ…
Archives


