ଢେଙ୍କାନାଳ

ଉଡ଼ି ଉଡ଼ି ଉଡ଼ି..

ଢେଙ୍କାନାଳ ଅଫିସ, ୧୪।୧: ‘ଉଡ଼ି ଉଡ଼ି ଉଡ଼ି ଯାରେ ଉଡ଼ି… ଏ ମୋର ଗୁଡ଼ି…’ ଆଜି ବି ଏହି ଗୀତ ଶ୍ରୋତାଙ୍କୁ ନେଇଯାଏ ସତୁରି ଦଶକକୁ। ସୁର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିବା ଏହି ଗୀତ ବାଜିଲେ ଆଖି…

ଢେଙ୍କାନାଳରେ ୬,୩୫୫ ପକ୍ଷୀ

ଢେଙ୍କାନାଳ ଅଫିସ, ୧୨।୧ ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା ଜଣାପଡ଼ିଛି। ତନ୍ମଧ୍ୟରେ କେତେକ ଅତିଥି ପକ୍ଷୀ ମଧ୍ୟ ଅଛନ୍ତି। ମୋଟ ୨୮ ପ୍ରଜାତିର ପକ୍ଷୀ…

କାଗଜ କଲମରେ କଳାଗ୍ରାମ

କାମାକ୍ଷାନଗର, ୧୧।୧ (ସୁଧୀର କୁମାର ପରିଡ଼ା): ଘରେ ଘରେ କଳାକାର। କମିନି କଳାର ଆଦର। ପିଢ଼ି ପରେ ପିଢ଼ି ନିଷ୍ଠାପର ଉଦ୍ୟମ ବଳରେ ଗ୍ରାମରେ ଏବେ ବି ସୁରକ୍ଷିତ ଲୁପ୍ତପ୍ରାୟ ଲୋକକଳା। ସେଥିପାଇଁ ସରକାରୀ ନଥିରେ ଲାଗିଛି କଳାଗ୍ରାମର ଟ୍ୟାଗ୍‌। ହେଲେ…

ଅବହେଳାରୁ ଅବ୍ୟବହୃତ

ଭୁବନ, ୯।୧(ଡି.ଏନ.ଏ.) ନୂଆ ରଙ୍ଗରେ ଝଲସୁଛି। ବାହାରୁ ଦେଖିଲେ ଯେ କେହି ଖୁସି ହୋଇଯିବ। ହେଲେ ପାଖକୁ ଆସି ଦେଖିଲେ ସବୁ ଓଲଟା। ଚିକିମିକିଆ ଚୂନ ଧଉଳା ହୋଇଥିବା କମ୍ୟୁନିଟି ଶୌଚାଳୟରେ ଝୁଲୁଛି ତାଲା। ନା ଅଛି ପାଣି ସୁବିଧା ନା…

୩ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌

ଢେଙ୍କାନାଳ ଅଫିସ, ୮।୧ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲାର ୩ ଗ୍ରାମକୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌ ମିଳିଛି। ଗଁଦିଆ ବ୍ଲକ କାବେରା ମାଧପୁର ପଞ୍ଚାୟତର ଚମଦଳ, ସଦର ବ୍ଲକ ତରଭା ପଞ୍ଚାୟତର ଖଳିବନ୍ଧ ଏବଂ ଭାଲିଆବୋଲକାଟେଣୀ…

କାନ୍ଧ ସହ ମିଶାଇଲେ କାନ୍ଧ

ଢେଙ୍କାନାଳ ଅଫିସ, ୮।୧ କେନ୍ଦ୍ରାପଡ଼ାରେ ଘର। ରହୁଥିଲେ ଢେଙ୍କାନାଳରେ। ରୋଗରେ ପଡ଼ିଲେ। ଟାଣି ନେଇଗଲା ମୃତ୍ୟୁ। ହେଲେ ଦୁଃଖ ଏତିକିରେ ସରିଲାନି। କରୋନା ଭୟରେ ଡାକ୍ତରଖାନାରୁ ଭଡ଼ାଘରକୁ ମୃତଦେହ ପୂରାଇବାକୁ ରାଜି ହେଲେନି ମାଲିକ। ଅସହାୟ ଅବସ୍ଥାରେ ଝିଅ, ନାତୁଣୀ ମୃତଦେହକୁ…

ଶୌଚାଳୟରେ ସନ୍ତାନ ପ୍ରସବ

ଭୁବନ, ୭।୧: ପ୍ରତିଶ୍ରୁତି ଦେଲେ। ଶାରୀରିକ ସମ୍ପର୍କ ରଖିଲେ। ହେଲେ ବିବାହ କରିବା ବେଳକୁ ମୁହଁ ଫେରାଇନେଲେ ଧୋକାବାଜ ପ୍ରେମିକ, ଯାହାର ଫଳ ଭୋଗୁଛନ୍ତି ଜଣେ ଯୁବତୀ। ଅବିବାହିତ ଥାଇ ପୁତ୍ର ସନ୍ତାନ ଜନ୍ମ ଦେଇଥିବାରୁ ତାଙ୍କ ମୁଣ୍ଡରେ ଲଦିହୋଇଛି କୁଅଁାରି…

ପ୍ରକୃତିର ବରଦାନ ‘ବାରବାଙ୍କ’

ଢେଙ୍କାନାଳ ଅଫିସ, ୭।୧: ସର୍ପିଳ ରାସ୍ତାଟିଏ। ପାହାଡ଼ର ଛାତି ଚିରି ମାଡ଼ି ଯାଇଛି ଆଗକୁ। ଦୁଇ ପାର୍ଶ୍ୱରେ ଘଞ୍ଚ ସବୁଜ ବନାନୀ। ପକ୍ଷୀଙ୍କ କାକଳି। ମେଘମାଳାର କଳେବର ଯାତ୍ରୀଙ୍କୁ ଘଡ଼ିଏ ଅଟକାଇ ଦେବାର ସାମର୍ଥ୍ୟ ରଖେ। ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ…

ବୃତ୍ତି ଚିନ୍ତାରେ ବନବାସୀ

କାମାକ୍ଷାନଗର, ୬।୧(ଡି.ଏନ.ଏ.) – ବଣଡଙ୍ଗରରେ ଜୀବନ। ହିଂସ୍ରଜନ୍ତୁ ସହ ମୁହାଁମୁହିଁ । ଜୀବିକା ପାଇଁ ଜୀବନ ଲାଗୁଛି ବାଜି। ଏହା ସତ୍ତ୍ୱେ ମିଳୁନି ପାରିଶ୍ରମିକ। ଶାଗମାଛ ଦରରେ ବିକ୍ରି କରିବାକୁ ପଡୁଛି ଲଘୁ ବନଜାତ ଦ୍ରବ୍ୟ। ବଜାର ସୁବିଧା ନ ଥିବାରୁ…

ଲୋକଙ୍କ ହୃଦୟ ଜିଣିବା ଲକ୍ଷ୍ୟ

ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଭୂମେଶ ଚନ୍ଦ୍ର ବେହେରା। ୧୮ ମାସ ତଳେ ରାଜ୍ୟ ସରକାର ତାଙ୍କ କାନ୍ଧରେ ନ୍ୟସ୍ତ କରିଥିଲେ ରାଜ୍ୟର ଅନ୍ୟତମ ପ୍ରଶାସନିକ କେନ୍ଦ୍ରସ୍ଥଳ ତଥା ଶିଳ୍ପ ଜିଲା ଢେଙ୍କାନାଳର ଦାୟିତ୍ୱ। କାର୍ଯ୍ୟରେ ଯୋଗଦେବାର ୮ମାସ ପରେ…

ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

କାମାକ୍ଷାନଗର, ୩୦ା୧୨(ଡି.ଏନ.ଏ.) – ଶିକ୍ଷାୟତନ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଟଣାଯାଇଛି ଲକ୍ଷ୍ମଣରେଖା। କରୋନା ସଂକ୍ରମଣ ଭୟରେ ଦୀର୍ଘ ୯ମାସ ହେଲା ଶିକ୍ଷାନୁଷ୍ଠାନରେ ଝୁଲୁଛି ତାଲା। ଯଦିଓ ବିକଳ୍ପ ଭାବେ ଅନ୍‌ଲାଇନ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି, ତଥାପି ଏହା ଶ୍ରେଣୀଗୃହ ଶିକ୍ଷାର…

‘ଓଡ଼ିଶା ଚାଷୀଙ୍କୁ ମିଳୁନି କେନ୍ଦ୍ରୀୟ ଅନୁଦାନ’

ଢେଙ୍କାନାଳ ଅଫିସ, ୨୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି କ୍ଷେତ୍ର ପାଇଁ ଓଡ଼ିଶାକୁ ବିପୁଳ ଆର୍ଥତ୍କ ଅନୁଦାନ ଦେଉଛନ୍ତି। ରାଜ୍ୟର ଚାଷୀଙ୍କ ପାଖରେ ଏହା ପହଞ୍ଚୁନାହିଁ। ନୂତନ କୃଷି ଆଇନ ଦ୍ୱାରା ଦେଶର ଚାଷୀ ଲାଭବାନ ହେବେ। ନଖ ଘଷୁଥିବା ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?