ଢେଙ୍କାନାଳ

ଜିଲାରେ ବଢୁଛି ଜଙ୍ଗଲ

ଢେଙ୍କାନାଳ ଅଫିସ, ୧୧।୭: ବଢୁଛି ସବୁଜିମାର ଘନତ୍ୱ। ଘଞ୍ଚ ହେଉଛି ବୁଦୁବୁଦିଆ ଜଙ୍ଗଲ। ବଦଳୁଛି ଲଣ୍ଡା ପାହାଡ଼ର କଳେବର। କାଠ ମାଫିଆଙ୍କ ଦୌରାତ୍ମ୍ୟ, ବନାଗ୍ନି ବିଭୀଷିକା ସତ୍ତ୍ୱେ ପ୍ରକୃତିର ବରଦାନ ଢେଙ୍କାନାଳରେ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇବାରେ ଲାଗିଛି। ଏହା ପଛରେ…

ଜୁନ୍‌ ଗଲା,ଜୁଲାଇକୁ ଆଶା

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.) ଜୁନ୍‌ ୧୦ରୁ ଓଡ଼ିଶାକୁ ଛୁଇଁଲାଣି ମୌସୁମୀ। ମଝିରେ ମଝିରେ ସୃଷ୍ଟି ହେଉଥିବା ଲଘୁଚାପ ଚାଷୀ ମନରେ ଆଶା ସଞ୍ଚାର କରୁଛି। ହେଲେ ଘୋଟି ଆସୁଥିବା କଳାହାଣ୍ଡିଆ ମେଘ ସାମାନ୍ୟ ବର୍ଷିଦେଇ ଉଭାନ ହୋଇଯାଉଛି। ଜମି ଭଲରେ ଭିଜୁ ନ…

ଆରବର୍ଷକୁ ଅପେକ୍ଷା

ଢେଙ୍କାନାଳ ଅଫିସ, ୮।୭: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ମାତ୍ର ୪ ଦିନ। ଭକ୍ତଙ୍କୁ ଦର୍ଶନ ଦେବାକୁ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କୁ ନେଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। କାଳିଆ ସାଆନ୍ତଙ୍କ ଏହି ଅଲୌକିକ ଲୀଳା ଦେଖିବା ଲାଗି ବିଶ୍ୱର…

ଅଣ୍ଡର ବାଇପାସ୍‌ରେ ଆଣ୍ଠୁଏ ପାଣି

ପରଜଙ୍ଗ, ୭।୭(ଡି.ଏନ୍‌.ଏ.) – ରେଳପଥ ପାଇଁ ସମୃଦ୍ଧ ହୁଏ ଅଞ୍ଚଳର ଅର୍ଥନୈତିକ ଅବସ୍ଥା। ଦ୍ରୁତ ଗମନାଗମନ ପାଇଁ ବାଟ ଫିଟେ। ଶିଳ୍ପାୟନ ପାଇଁ ସୃଷ୍ଟି ହୁଏ ସୁଯୋଗ। ହେଲେ ଦୀର୍ଘକାଳୀନ ଭିତ୍ତିରେ ଗଢ଼ାଯାଉଥିବା ରେଳପଥ ପ୍ରକଳ୍ପ ନିର୍ମାଣରେ ସାମାନ୍ୟ ତ୍ରୁଟିବିଚ୍ୟୁତି ହେଲେ…

ବନ୍ଧାହେଲେ ନକଲି ତହସିଲଦାର

ଢେଙ୍କାନାଳ ଅଫିସ, ୭।୭ – ନିଜକୁ ତହସିଲଦାର ବୋଲି ପରିଚୟ ଦେଉଥିଲେ। ଡରାଇ, ଧମକାଇ ଲଘୁ ଖଣିଜ ବୋଝେଇ ଭାରିଯାନରୁ ଆଦାୟ କରୁଥିଲେ ବଟି। ଏଭଳି ଏକ ଗ୍ୟାଙ୍ଗ୍‌ର ଦୁଇଜଣ ସଦସ୍ୟ ଢେଙ୍କାନାଳ ଟାଉନ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ…

ସାଆନ୍ତଙ୍କ ସେବାରେ ସମର୍ପିତ

ଢେଙ୍କାନାଳ ଅଫିସ, ୫।୭: ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଛି ବଡ଼ଦିଅଁଙ୍କ ଅଣସରନୀତି। ଜ୍ୱରରେ ଥରୁଥିବା କାଳିଆ ଠାକୁରଙ୍କ ଉପଶମ ପାଇଁ ମନ୍ଦିରରେ ଆରମ୍ଭ ହୋଇଛି ଗୁପ୍ତସେବା। ଢେଙ୍କାନାଳସ୍ଥିତ ଶ୍ରୀବଳରାମ ମନ୍ଦିରରେ ଅଣସର ଘରେ ଶ୍ରୀଜୀଉଙ୍କ ଏହି ନୀତିରେ ନିୟୋଜିତ ଅଛନ୍ତି ଓଡ଼ାପଡ଼ା ବ୍ଲକ…

ମାନ୍ଦା ବେଳେ ମହଙ୍ଗା ମାଡ଼

କାମାକ୍ଷାନଗର, ୪।୭: ଦୀର୍ଘ ଦେଢ଼ବର୍ଷ ହେଲା କରୋନା କଷଣରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ହାତରେ କାମ ନାହିଁ। ସାଇତିଥିବା ଧନ ସରିଗଲାଣି। ଏଭଳି ସମୟରେ ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା…

କୁଷ୍ଠ ଯନ୍ତ୍ରଣାରେ କଲବଲ କାଳିଆ

ଢେଙ୍କାନାଳ ଅଫିସ, ୩।୭ ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ କୁଷ୍ଠ ଆଉ ଦୁରାରୋଗ୍ୟ ବ୍ୟାଧି ହୋଇ ରହିନାହିଁ। କୁଷ୍ଠରୋଗୀଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ସରକାର ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ଆକ୍ରାନ୍ତଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍ପ ଚିକିତ୍ସା ବ୍ୟବସ୍ଥା…

ଜେଲ୍‌ରୁ କଏଦୀ ଚମ୍ପଟ

ହିନ୍ଦୋଳ,୨ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ସବ୍‌ଜେଲରୁ ଶୁକ୍ରବାର ଜଣେ ବିରାରାଧୀନ କଏଦୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ତାଙ୍କ ନାମ ବିରଞ୍ଚି ବେହେରା। ସେ ଏକ ହତ୍ୟା ଘଟଣାରେ୨୪ ତାରିଖରୁ ଜେଲ୍‌ରେ ଥିଲେ। ତାଙ୍କ ଘର ରାସୋଳ ଥାନା ଦଣ୍ଡିରୀ ଗ୍ରାମରେ।

ଜୀବନ ପରେ ଜୀବିକାକୁ ପ୍ରାଧାନ୍ୟ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧ା୭: ଦୀର୍ଘ ୨ ମାସ ପରେ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ତଳମୁହଁା ହୋଇଛି କରୋନା ସଂକ୍ରମଣ। ଟେଷ୍ଟ ପଜିଟିଭ୍‌ିଟି ରେଟ୍‌ (ଟିପିଆର୍‌) ୫ ପ୍ରତିଶତ ତଳେ ଥିବାରୁ ଏହି ଦୁଇ ଜିଲାକୁ ଗ୍ରେଡ୍‌-ଏ ତାଲିକାଭୁକ୍ତ କରିଛନ୍ତି…

ଖ୍ୟାତି ବଢ଼ାଇଛି କ୍ଷେତ ପୋଖରୀ

ଢେଙ୍କାନାଳ ଅଫିସ, ୧ା୭: ପୋଖରୀ ହୁଡ଼ାରେ ଲାଗିଥିବା ଅମୃତଭଣ୍ଡା ଗଛରେ ଭର୍ତ୍ତି ହୋଇଛି ଫଳ। ଛନଛନିଆ ହୋଇ ବଢ଼ିଛି ଉନ୍ନତ କିସମର ଆମ୍ବ, ପିଜୁଳି ଗଛ। ମାଛ ଚାଷରୁ ମିଳୁଛି ଅତିରିକ୍ତ ଲାଭ। ଏକଦା ଯେଉଁ ଜମିରେ ବର୍ଷକୁ ଦୁଇଥର ଫସଲ…

ଶ୍ରଦ୍ଧାଳୁ ବିନା ସ୍ନାନଯାତ୍ରା

ଢେଙ୍କାନାଳ ଅଫିସ, ୨୪।୬: ସ୍ନାନବେଦିକୁ ଆସିବେ ମହାବାହୁ। ସାଥୀରେ ଥିବା ବଡ଼ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରା। ଏଥିଲାଗି ସଜେଇ ହୋଇଛି ସ୍ନାନବେଦି। ନୂଆ ରଙ୍ଗରେ ଝଲସୁଛି ପିଣ୍ଡି। ହେଲେ ଏହି ଦୁର୍ଲଭ ଦୃଶ୍ୟ ଦେଖିବାରୁ ବଞ୍ଚତ୍ତ ହେବେ ଶ୍ରଦ୍ଧାଳୁ। କରୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?