ଏହିସବୁ ହିଟ୍ ଟ୍ରାକ୍ରେ ଚାଲିଛି ନିର୍ବାଚନୀ ଗୀତ ରେକର୍ଡିଂ
କଟକ,୧୭ା୪ (କାର୍ତ୍ତିକ ସାହୁ):ଜିନ୍ଦାବାଦ୍, ଜିନ୍ଦାବାଦ୍…, ଆମର ଭାଇ, ତମର ଭାଇ…, ଭୋଟ ଦବ କୋଉଠି… ଆଦି ଚିର ପରିଚିତ ସ୍ଲୋଗାନ। ଡାକବାଜି ଯନ୍ତ୍ରରେ ମନମତାଣିଆ ଗୀତର ତାଳରେ ଜିନ୍ଦାବାଦ୍ ଧ୍ୱନି ବାଜି ଉଠିଲେ ଲୋକେ କାନ ପାରି ଶୁଣନ୍ତି। ପଚାରିବାକୁ ପଡ଼େନା…
ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା
କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ ପାରି ମେଡିକାଲ ଶୌଚାଳୟରେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ମୃତ ମହିଳା ଜଣକ ହେଲେ…
ଓଭରବ୍ରିଜ୍ରୁ ବସ୍ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି
କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍ ଖସି ଦୁର୍ଘଟଣା ଘଟିବାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍ଏଚ୍ଆର୍ସି)ଙ୍କ ନିକଟରେ ପିଟିସନ୍ ଦାୟର ହୋଇଛି। ନ୍ୟାୟ…
ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଘୁଞ୍ଚିଲା
କଟକ,୧୫ା୪(କାର୍ତ୍ତିକ ସାହୁ): ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ୧ମ ବର୍ଷ ଛାତ୍ରୀଛାତ୍ରମାନେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ କରିଥିବା ଦାବି ଶେଷରେ ଗୃହୀତ ହୋଇଛି। ଆଗାମୀ ଏପ୍ରିଲ ୨୪ତାରିଖରୁ ହେବାକୁ ଥିବା ଏହି ପରୀକ୍ଷାକୁ ଗ୍ରୀଷ୍ମଛୁଟି ପରେ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ…
ଡିଏସ୍ପି ଅଳାବତୀ ଆର୍ଶୁ ମାରାଣ୍ଡିଙ୍କ ଅକାଳ ବିୟୋଗ
କଟକ,୧୫ା୪(କାର୍ତ୍ତିକ ସାହୁ): କଟକସ୍ଥିତ ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ (ଏଚ୍ଆର୍ପିସି)ରେ କାର୍ଯ୍ୟରତ ଥିବା ଡିଏସ୍ପି ଅଳାବତୀ ଆର୍ଶୁ ମାରାଣ୍ଡୀ(୫୨)ଙ୍କ ରବିବାର ଅକାଳ ବିୟୋଗ ଘଟିଛି। ସେ ଦୀର୍ଘ ୮ ବର୍ଷ ହେବ ଦୂରାରୋଗ୍ୟରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ। ରାଜ୍ୟ ମାନବାଧିକାର…
ବିରୋଧୀଙ୍କୁ ଟକ୍କର୍ ଦବେ ମୋକିମଙ୍କ ଝିଅ! କଟକ ରାଜନୀତିରେ ନୂଅ ଟ୍ବିଷ୍ଟ
କଟକ,୧୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। କାହାର ଟିକେଟ୍ କଟିବ…
ହ୍ୟାଟ୍ରିକ୍ ଲକ୍ଷ୍ୟରେ ସାରଥି, ଭାଜପାର ଭରସା ନୂଆ ପ୍ରାର୍ଥୀ
ନିିଶ୍ଚିନ୍ତକୋଇଲି,୧୪।୪(ଅଶୋକ କୁମାର ମହାପାତ୍ର)କଟକ ଜିଲା ଅଧୀନ କଟକ ସଦର ବିଧାନସଭା କ୍ଷେତ୍ର ପାଇଁ ଆସନ୍ତା ମେ’୨୫ରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ପ୍ରାର୍ଥୀ କରାଇଥିବା ବେଳେ ଭାଜପା ପ୍ରକାଶ ସେଠୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଯାବତ୍ କଂଗ୍ରେସ…
ଶକ୍ତି ପ୍ରଦର୍ଶନ କଲେ ଧର୍ମେନ୍ଦ୍ର, ଭର୍ତ୍ତୃହରି, ନୟନ
କଟକ, ୧୪।୪(ଶିଳ୍ପା ପ୍ରିୟଦର୍ଶିନୀ)ଭାଜପାର ମିଶ୍ରଣ ପର୍ବ ଶନିବାର କଲେଜଛକ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଡିଏ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ପ୍ରଥମେ ଏକ ବାଇକ୍ ଶୋଭାଯାତ୍ରା ବାହାରି ବିହାରୀବାଗଠାରେ ପହଞ୍ଚତ୍ଥିଲା। ପରେ କାଳିଆବୁଦାଠାରେ ଥିବା ଗୁରୁଦ୍ୱାରାରେ ପହଞ୍ଚତ୍ ଶିଖ୍ ସମ୍ପ୍ରଦାୟର ଲୋକଙ୍କ…
ବାରବାଟୀ-କଟକ ବିଜେଡିରେ କନ୍ଦଳ
କଟକ,୧୩ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ଯେତେ ପାଖେଇ ଆସୁଛି ବାରବାଟୀ-କଟକ ବିଜେଡିରେ ସେତେ ମାତ୍ରାରେ ଗୋଷ୍ଠୀ କନ୍ଦଳ ପଦାକୁ ଆସୁଛି। ଯେମିତିକି ଏଠାରେ ଏବେ ଦୁଇ ସଙ୍ଗଠନ କାମ କରୁଥିବା ସାଧାରଣରେ ଆଲୋଚନା ହେଉଛି। ବାରବାଟୀ-କଟକରେ ଗୋଟିଏ ଦିନରେ ଦୁଇଟି କାର୍ଯ୍ୟକ୍ରମ କରାଯାଇଛି;…
ୟୁପିଆଇ ଆଇଡି ଟଙ୍କା କାରବାର ଉପରେ ରହିବ ନଜର
କଟକ,୧୨ା୪ (କାର୍ତ୍ତିକ ସାହୁ) ଆଗାମୀ ମେ’ ଓ ଜୁନ ମାସରେ ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଓଡ଼ିଶା ପୋଲିସ ପକ୍ଷରୁ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ପୋଲିସ ସହ ଏକ ଆନ୍ତଃରାଜ୍ୟ ସମନ୍ବୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।…
ବିରୂପାରେ ଭାସିଗଲେ ୨ ଯୁବକ
କଟକ,୧୨।୪: ବିରୂପା ନଦୀରେ ଭାସିଯାଇ ୨ ଯୁବକ ମୃତ୍ୟୁ ହୋଇଛି। କଟକ ଏସିବିରେ ୨ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ୨ ଯୁବକ ଚୌଦ୍ୱାର ଖୋର୍ଦ୍ଧା ସାହିର ହୋଇଥିବା ସୂଚନା ମିଳିଛି।
କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ
ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ ଜଣେ ଯୁବକଙ୍କର ମୃତଦେହ ଜବତ ହୋଇଥିବା ବେଳେ ଘର ବାହାରେ ଖଣ୍ଡା, ମୋବାଇଲ ଓ…
Archives


