ସ୍ବାଧୀନତା ଦିବସରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ : ଋତୁସ୍ରାବରେ ମିଳିବ…
କଟକ,୧୫।୮: ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି । କଟକରେ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଋତୁସ୍ରାବ ଦିନ…
ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି
ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନେମାଳ ଥାନା ଅଧୀନ ଚିତ୍ରୋତ୍ପଳା ବ୍ରିଜ୍ ଉପରୁ ପୁଅକୁ ଧରି ନଈକୁ ଡେଇଁପଡ଼ିଲେ ମା’। ତେବେ ନାବାଳକଙ୍କ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମା’ଙ୍କ ପତ୍ତା ମିଳିନାହିଁ। କଟକ ଜିଲା…
ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ
କଟକ,୧୪ା୮(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍ସିବି ମେଡିକାଲର କାର୍ଡିଓଲୋଜି ବିଭାଗକୁ ଗତ ଶୁକ୍ରବାର ଦୁଇ ମହିଳା ରୋଗୀ ହୃଦ୍ଜନିତ ଚିକିତ୍ସା ପାଇଁ ଆସିଥିଲେ। ଉକ୍ତ ୨ମହିଳା ରୋଗୀ ଗୋଟିଏ ପରିବାରର ହୋଇଥିବାବେଳେ ଏସ୍ସିବି ମେଡିକାଲର ଜଣେ ଡାକ୍ତରୀ ଛାତ୍ରଙ୍କ ସମ୍ପର୍କୀୟ ମଧ୍ୟ। ରବିବାର ସମସ୍ତ ପରୀକ୍ଷା…
ପୋଖରୀରେ ବୁଡ଼ିଗଲେ ଯୁବକ
କଟକ,୧୩।୮: କଟକ କାଫଲା ଫାଣ୍ଡି ଅଞ୍ଚଳରେ ଥିବା ଏକ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଅଲିସା ବଜାର ଅଞ୍ଚଳର ଅନି (୨୪) ବୋଲି ଜଣାପଡିଛି। ହେଲେ କେଉଁ ପରିସ୍ଥିତିରେ ଯୁବକ ଜଣକ ପାଣିରେ ବୁଡିଗଲେ…
ଏସ୍ସିବିରେ ମହିଳା ରୋଗୀଙ୍କୁ ଜୁନିଅର ଡାକ୍ତରଙ୍କ ଅସଦାଚରଣ
କଟକ,୧୩।୮(ଶିଳ୍ପା ପ୍ରିୟଦର୍ଶିନୀ): କୋଲକତାର ଆର୍ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏସ୍ସିବି…
ଲୋକଙ୍କ ସମସ୍ୟା ବୁଝିଲେ ସୋଫିଆ
କଟକ,୧୨।୮: ପ୍ରତି ସୋମବାର ଓ ଗୁରୁବାର ବାରବାଟୀ-କଟକ ବିଧାୟିକା ସୋଫିଆ ର୍ଫିଦ୍ଦୋଷ ଜନ ଶୁଣାଣି କରିବେ। ଆଜି କଟକ ୨୨ ନମ୍ବର ୱାର୍ଡରେ ବିଧାୟିକା ସୋଫିଆଙ୍କ ଜନଶୁଣାଣି ରହିଛି। ଅଞ୍ଚଳବାସୀ ନିଜେ ଆସି ତାଙ୍କ ସମସ୍ୟା କହିଛନ୍ତି। ମହାନଗର ନିଗମ ଅଧିକାରୀ…
ପୁଣି ୨ ବିଧାୟକଙ୍କୁ ଝଟ୍କା: ହାଇକୋର୍ଟ ପଠାଇଲେ ନୋଟିସ୍
କଟକ,୧୨।୮: ପୁଣି ୨ ବିଧାୟକଙ୍କୁ ଲାଗିଲା ଝଟ୍କା। ୨ଟି ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ ନୋଟିସ ହୋଇଛି। ନିର୍ବାଚନରେ ଅନିୟମିତତା…
ବିଜେଡିର ବଢୁଛି ଚିନ୍ତା: ସାରଦାଙ୍କ ଗୋଷ୍ଠୀରେ ୫ ସମିତି ସଭ୍ୟ, ୬ ସରପଞ୍ଚ
ନିଶ୍ଚିନ୍ତକୋଇଲି/ ମାହାଙ୍ଗା,୧୨।୮(ଅଶୋକ କୁମାର ମହାପାତ୍ର୍ର/ଯଯାତି ସିଂହ):୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଜନପ୍ରତିନିଧିମାନେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ନିର୍ବାଚିତ ଲୋକ ପ୍ରତିନିଧି ରବିବାର ବିଜେଡି ଛାଡି…
ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଡ୍ୟାମ୍ରେ ବୁଡ଼ିଗଲେ ଯୁବକ
ଚୌଦ୍ବାର,୧୧।୮: କଟକ ଚୌଦ୍ବାର ମଙ୍ଗରାଜପୁର ସ୍ଥିତ ଡମଡମଣୀ ଡ୍ୟାମ୍ରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମ୍ରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଯାଛନ୍ତି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ନ ଥିବା ବେଳେ ତାଙ୍କୁ ଘର ବିରିବାଟୀ ଅଞ୍ଚଳରେ ବୋଲି…
ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ମିଳିଲା କର୍ମଚାରୀଙ୍କ ମୃତଦେହ
କଟକ,୧୧।୮: କଟକ ଟାଙ୍ଗୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ରବିବାର ଜଣେ କର୍ମଚାରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। କର୍ମଚାରୀ ଜଣକ ଟିଟୁ ପାତ୍ର ବୋଲି ଜଣାପଡିଛି। ତାଙ୍କ ଘର ଅଡସପୁର ଉତ୍ତାରଣରେ ବୋଲି ସୂଚନା ମିଳିଛି। ଖବର…
ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ
କଟକ, ୧୧।୮: କଟକ ଜଗତପୁର ଶିଳ୍ପାଞ୍ଚଳର ଏକ ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ରବିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଜଳିଗଲା ବାସନ ସାମଗ୍ରୀ। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। କେଉଁ…
ନଣନ୍ଦେଇଙ୍କ ସହ ଘରୁ ଲୁଚି ପଳାଇ ଯାଇଥିଲେ ଶଳା ଭାଉଜ, କାହିଁକି ଡେଇଁଲେ କାଠଯୋଡ଼ିକୁ
କଟକ,୧୦।୮: ନଣନ୍ଦେଇଙ୍କ ସହ କାଠଯୋଡ଼ିକୁ ଶଳା ଭାଉଜ ଡେଇଁବା ଘଟଣା ଏବେ ଚଚ୍ଚାର ବିଷୟ ପାଲଟିଛି। ଶନିବାର ସକାଳୁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଦୀକୁ ଡେଇଁବା ପରେ ଉଭୟ ପୁରୀ ଘାଟ ଥାନା ନିକଟ କୂଳରେ ଲାଗିଥିଲେ। ଦୁଇ…

