ହାଇକୋର୍ଟରେ ଗଛ କଟା ବିବାଦ

କଟକ ଅଫିସ, ୨ା୬: ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଗଛ କାଟିବା ତୁରନ୍ତ ବନ୍ଦ କରିବା ସହ କଟାଯାଇଥିବା ଗଛ ବାବଦରେ କ୍ଷତିପୂରଣ ଦେବାକୁ ସାମାଜିକ କର୍ମୀ ଜୟନ୍ତୀ ଦାସ ବୁଧବାର କୋର୍ଟରେ ପ୍ରାର୍ଥନା କରିଛନ୍ତି। ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ରାଜଧାନୀ ଭୁବନେଶ୍ୱର ୟୁନିଟ ୪ରେ ବିଧାୟକଙ୍କ ପାଇଁ ଅତ୍ୟାଧୁନିକ ସରକାରୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରବୀନ୍ଦ୍ର ମଣ୍ଡପ ନିକଟରୁ ପୋଲିସ କମିଶନର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶହଶହ ବହୁ ବର୍ଷ ପୁରୁଣା ଗଛ କଟାଯାଉଛି। ପ୍ରାୟ ହଜାର ଗଛ କାଟିବାକୁ ନିଷ୍ପତ୍ତି ନିଆଯାଇଛି। ରାଜଧାନୀକୁ ସବୁଜିମା ବଳୟରେ ରଖିବା ସହ ସୁରକ୍ଷା ଯୋଗାଉଥିବା ବୃକ୍ଷଗୁଡ଼ିକୁ ଏବେ କାଟି ସଫା କରାଯାଉଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବେ ଗଛ କଟାକୁ ବିରୋଧ କରି ଆନ୍ଦୋଳନ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ପରିବେଶବିତ୍‌, ସାମାଜିକ କର୍ମୀ, ରାଜନେତା ପ୍ରମୁଖ ଗଛକଟା ସ୍ଥଳରେ ଧାରଣା ଦେବା ସହ ଗଛ କଟା ତୁରନ୍ତ ବନ୍ଦ କରି ଭୁବନେଶ୍ୱରକୁ ବଞ୍ଚାଇବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ବିଜେଡି କର୍ମୀଙ୍କ ପରଲୋକ

ଚାନ୍ଦବାଲି,୧୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ଜୋନ କରଞ୍ଜମାଳ ପଞ୍ଚାୟତ ବିଜେଡି କର୍ମୀ ତଥା ଚାନ୍ଦବାଲି ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ ବେହୁରାଙ୍କ ଶୁକ୍ରବାର ବିଳମ୍ବିତ...

ବିପର୍ଯ୍ୟସ୍ତ ଦର୍ପଣ-ସମିଆଁ ରାସ୍ତା

ଯାଜପୁର ଅଫିସ,୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ପ୍ରସଙ୍ଗ ଉଠିଥାଏ। ବିଶେଷକରି ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଆଦି ମୌଳିକ ସମସ୍ୟା...

ବିଗୁଡ଼ୁଛି ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି: ସଙ୍କଟରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା; ଉଦ୍‌ବେଗ ପ୍ରକାଶ କଲେ ବୁଦ୍ଧିଜୀବୀ

ପୁରୀ ଅଫିସ,୬।୩: ୟେସ୍‌ ବ୍ୟାଙ୍କ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚିଛି। ଏହି ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମାପାଣ୍ଠି ରହିଥିବାରୁ ଏହି ଟଙ୍କାର...

ଜଳଖିଆ ପାଇଁ ତେଲ ଗରମ କରିଥିଲେ ବାପା, କଡ଼େଇରେ ପଡ଼ି ଶିଶୁ କନ୍ୟା ଗୁରୁତର

ଆନନ୍ଦପୁର,୩।୧(ଡି.ଏନ୍‌.ଏ.): ବାପା ଜଳଖିଆ ଛାଣୁଥିବା ବେଳେ ଗରମ ତେଲରେ ପଡ଼ିଗଲେ କୁନି ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଘଷିପୁରା ଥାନା ଖାଲପାଳ...

ଖଣିଜ ପରିବହନ ଉପରେ ଗୁରୁତ୍ୱ ଦିଅ: ଜିଲାପାଳ

ଯୋଡ଼ା,୧ା୫ (ଡି.ଏନ୍‌.ଏ.)-ଖଣିଜ ପରିବହନକୁ ସୁଚାରୁରୂପେ କରିବା ନେଇ କେନ୍ଦୁଝର ଜିଲା ଯୋଡା ପୌରପାଳିକା ସଭାଗୃହଠାରେ ଗୁରୁବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଆଶିଷ...

୫ ଜିଲା ପରିଷଦ ଜୋନ୍‌ରେ କଡ଼ା ଟକ୍କର

ବାଲେଶ୍ୱର ଅଫିସ,୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତା ୨୪ତାରିଖରେ ବାଲେଶ୍ୱର ସଦର ବ୍ଲକର ୫ଟି ଜିଲାପରିଷଦ ଜୋନ୍‌ ଓ ୩୭ ପଞ୍ଚାୟତରେ...

ମୁଣ୍ଡରେ ଛତା, ହାତରେ ପାଣି ବୋତଲ ଧରି ଭୋଟ ମାଗୁଛନ୍ତି ପ୍ରାର୍ଥୀ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସରପଞ୍ଚ ପାର୍ଥିନୀ ହିନା ସେଠୀ ମୁଣ୍ଡରେ ଛତା ଓ ହାତରେ...

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶୈବପୀଠ : ଯେଉଁଠି କଳା ପଥର ପାଲଟେ ଧଳା

ନୟାଗଡ଼ ଅଫିସ,୧୧ା୧୧: ନୟାଗଡ଼ ଜିଲା ସଦର ବ୍ଲକ ବିରୁଡ଼ା ପଞ୍ଚାୟତ ବାଘେରା ଗ୍ରାମସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ବିଜେ ମନ୍ଦିର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି।...

Advertisement
Archives

Model This Week