କଟକ

ଏସ୍‌ସିବିରେ ଫାଟିଲା ପାଣି ପାଇପ୍‌, ରୋଗୀ ହନ୍ତସନ୍ତ

କଟକ,୩ା୧୦ (କାର୍ତ୍ତିକ ସାହୁ):ଏସ୍‌ସିବି ମେଡିକାଲରେ ଦୁଇ ଦିନ ଧରି ବିଦ୍ୟୁତ୍‌ ବିଭ୍ରାଟର କଷ୍ଟ ରୋଗୀଙ୍କୁ ଅତିଷ୍ଠ କରିଛି। ପୁଣି ସୋମବାର ପାଣିପାଇପ ଫାଟି ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ରୋଗୀ ତଥା ସେମାନଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି…

ମରଣଯନ୍ତା ପାଲଟିଛି କେନାଲବନ୍ଧ ରାସ୍ତା

ନିଶ୍ଚିନ୍ତକୋଇଲି,୩।୧୦(ଅଶୋକ କୁମାର ମହାପାତ୍ର):କେନ୍ଦ୍ରାପଡ଼ା ଜିଲା ଛତା ଜଳସମ୍ପଦ ବିଭାଗ ଓ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ୯ ନମ୍ବର କେନାଲବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ କେନାଲବନ୍ଧ…

ମାଟ୍ରିକ ପରୀକ୍ଷା: ଫର୍ମପୂରଣ ଅବଧି ବଢ଼ିଲା

କଟକ,୧।୧୦ (ସୁପ୍ରିୟା ପ୍ରିୟଦର୍ଶିନୀ)ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ସେହିପରି ଅକ୍ଟୋବର ୫ ତାରିଖକୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା…

ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

କଟକ,୩୦୯ (କାର୍ତ୍ତିକ ସାହୁ): କଟକ ଚୌଧୁରୀବଜାରଠାରେ ଥିବା ସାଲାସର ନାମକ ଏକ ବଡ଼ ଶାଢ଼ି ଶୋ’ରୁମ୍‌ରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୪ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂର ତଳ ମହଲା ସମେତ ୩ଟି ମହଲାକୁ ଅଗ୍ନି ସମ୍ପୂର୍ଣ୍ଣ ବ୍ୟାପୀ…

ପୁଣି ରତ୍ନଭଣ୍ଡାର ଖେଳ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କରାଯାଉ ଏବଂ ତା’ ଭିତରେ ଥିବା ମହାପ୍ରଭୁଙ୍କ ରତ୍ନ ସବୁ ଗଣତି ହେଉ। ଏନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଛି। ରତ୍ନଭଣ୍ଡାର ଚାବି ହଜିବା ପରେ ସମସ୍ତଙ୍କ ସନ୍ଦେହ ବଢ଼ିଥିବାରୁ ଏହି ଦାବି ଅଧିକ ଗୁରୁତ୍ୱବହନ…

ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ

କଟକ, ୨୯।୯: କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ କିଏ ମୃତାହତ ହୋଇନାହିଁ। ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…

ରତ୍ନଭଣ୍ଡାର ମାମଲା: ଆଜି ଆସିବ ରାୟ

କଟକ ୨୯।୯: ହାଇକୋର୍ଟ ଶୁକ୍ରବାର ରତ୍ନଭଣ୍ଡାର ମାମଲାର ରାୟ ଶୁଣାଇବେ । ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଅପରାହ୍ଣ ୨ଟାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଏବଂ…

ବର୍ଷାଦିନେ ରାସ୍ତା ପାର୍ଶ୍ୱରୁ ମାଟି ତାଡ଼ି କାମ

ମାହାଙ୍ଗା,୨୯ା୯ (ଯଯାତୀ ସିଂହ): ବର୍ଷାଦିନେ ମାଟି ମିଳିବନି ବୋଲି କୌଣସି ମାଟି ପୋତା କାମ ହୋଇ ନ ଥାଏ। କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିର୍ମାଣାଧୀନ ରାସ୍ଥାରେ ବର୍ଷାଦିନେ ମାଟି ପୋତା ହେଉଛି। ସରକାର ନିର୍ମାଣାଧୀନ ରାସ୍ତାର ଉଭୟପାର୍ଶ୍ୱରେ ମାଟି…

ବାଦ୍‌ ପଡ଼ିପାରନ୍ତି ୯୭ ହଜାର ଆଶାୟୀ

କଟକ,୨୭୮୯(ସୁପ୍ରିୟା ପ୍ରିୟଦର୍ଶିନୀ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏଥିରୁ ପ୍ରାୟ ୯୭ ହଜାର ଆଶାୟୀ ବାଦ୍‌ ପଡ଼ିବେ…

ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ, ୨୭।୯(କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ମଙ୍ଗଳବାର ହାଇକୋର୍ଟରେ ହୋଇଛି। ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଏବଂ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଶ୍ରୀମନ୍ଦିର ପ୍ରଶାସନ…

ଅକ୍ଟୋବର ୧୫ରେ ଓସିଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ,୨୭।୯(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ବାଲେଶ୍ୱର ସମେତ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ…

ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

କଟକ,୨୬ା୯ (କାର୍ତ୍ତିକ ସାହୁ):ଭୁବନେଶ୍ବର ମଧ୍ୟଦେଇ ଯାଇଥିବା ଗଙ୍ଗୁଆ ନାଳକୁ ପ୍ରଦୂଷଣମୁକ୍ତ କରିବାରେ ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଧିକରଣର ବିଚାରପତି ବି. ଅମିତ ସ୍ଥାଲେକର ଏବଂ ଡ. ଅରୁଣ କୁମାର ବର୍ମାଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?